Daily Archives

July 8, 2021

ମଣ୍ଡି ଜରିଆରେ ଚାଷୀଙ୍କ ଖାତାକୁ ୧ଲକ୍ଷ କୋଟି ଟଙ୍କା ଯିବ

ନୂଆଦିଲ୍ଲୀ: ମୋଦୀ ମନ୍ତ୍ରୀମଣ୍ଡଳର ବିସ୍ତାର ଏବଂ ଅଦଳବଦଳ ପରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୫ ଟା ସମୟରେ ମୋଦୀ ସରକାରର ନୂଆ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ମଣ୍ଡିଗୁଡିକର ସଶକ୍ତିକରଣ କରିବାକୁ ସରକାର…

ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ପୁରୀଘାଟ ଥାନାରେ ଏତଲା

ଭୁବନେଶ୍ୱର : ଥମିବାର ନାଁ ଧରୁନାହିଁ ବର୍ଷା-ଅନୁଭବଙ୍କ ପାରିବାରିକ ସମସ୍ୟା । ଅନେକ ଦିନ ହେବ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏବେ ପୁଣି ଥରେ ସେମାନେ ଚର୍ଚ୍ଚାକୁ ଆସିଛନ୍ତି । ସାଂସଦ ଅନୁଭବ ଆଜି ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । କଟକ ପୁରୀଘାଟ ଥାନାରେ ସେ ଆଜି…

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା

 ଭୁବନେଶ୍ୱର : ଚଳିତ ବର୍ଷ ରଥଯାତ୍ରା କୋଭିଡ କଟକଣା ରେ ବିନା ଭକ୍ତ ରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ର ଭର୍ଚୁଆଲ ସମୀକ୍ଷା ବୈଠକ କରିଛନ୍ତି । ପୁରୀ ଜିଲାପାଳଙ୍କ ଅଫିସରରେ ଥିବା ଭିଡ଼ିଓ କନ୍ଫରେନ୍ସ କାର୍ଯ୍ୟାଳୟରେ ଏହି ଭର୍ଚୁଆଲ ବୈଠକରେ ଅନେକ ବରିଷ୍ଠ…

ଆସନ୍ତା ୧୧ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ । ହୀରାକୁଦ ଡ୍ୟାମ କତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।  ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି । କେତୋଟି ଗେଟ ଖୋଲିବ ଏଯାଏଁ ସ୍ପଷ୍ଟ କରାଯାଇ…

ଝାରସୁଗୁଡାରୁ ଦେଶି ବନ୍ଧୁକ ଧାରି ଗିରଫ

ଝାରସୁଗୁଡା : ଦେଶି ବନ୍ଧୁକ ଧରି ବୁଲୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ । ଏଥିସହ ବନ୍ଧୁକକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶ ବଳିଆ ଜିଲ୍ଲା ଅଞ୍ଚଳର ରବି ଗୁପ୍ତା ବୋଲି ଜଣା ପଡିଛି । ସେ ଝାରସୁଗୁଡା ସହର ମାଉଳିଗୁଡି ଅଞ୍ଚଳରେ ରହି ବ୍ୟବସାୟ କରୁଥିବା…

ଡିନର ପାଇଁ ପ୍ରସ୍ତୁତ କରନ୍ତୁ ଏଗ୍ ଚିଲ୍ଲି

ଆବଶ୍ୟକ ସାମଗ୍ରୀ: କ୍ୟାପସିକମ୍‌, ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ, ଅଣ୍ଡା, ସିଜୱାଇନ୍‌ ସସ୍‌, ଟମାଟୋ ସସ୍‌, କର୍ଣ୍ଣଫ୍ଲୋର, ମଇଦା,  ଗୋଲମରିଚ ଗୁଣ୍ଡ, ଲୁଣ, ରିଫାଇନ୍‌ ତେଲ, ଚାଇନିଜ ସଲଟ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ପ୍ରତି ଅଣ୍ଡାକୁ ୪ ଖଣ୍ଡ ଲେଖା…

ଜଳ ଶକ୍ତି ବିଭାଗ ମନ୍ତ୍ରୀ ଭାବେ ବିଶେଶ୍ୱର ଟୁଡୁଙ୍କ ଦାୟିତ୍ୱ ଗ୍ରହଣ

 ନୂଆଦିଲ୍ଲୀ: ଓଡିଶା ମୟୂରଭଞ୍ଜ ଜିଲ୍ଲା ସାଂସଦ ବିଶେଶ୍ୱର ଟୁଡୁ ଜଳ ଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ବ ଗ୍ରହଣ କରିବା ପରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ତାଙ୍କୁ ସ୍ବାଗତ କରିଛନ୍ତି । ଏହାସହିତ ଟୁଡୁଙ୍କ ଆଦିବାସୀ…

୩୯ ଲକ୍ଷ ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାସ

ଭୁବନେଶ୍ୱର: ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ । ଘଟଣା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । ଜଗତପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଠକେଇ ହୋଇଥିଲା । ଜମିରେ ମୋବାଇଲ ଟାୱାର ବସାଇବାକୁ କହି…

ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ : ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶ୍ରମ ଶକ୍ତି ଭବନରେ ସେ ଶପଥ ନେଇଛନ୍ତି। ପୂର୍ବତନ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର…

୪୯ ବର୍ଷରେ ଗାଙ୍ଗୁଲି

 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୪୯ ବର୍ଷରେ ପାଦ ଦେଇଛନ୍ତି। ୧୯୭୩ ମସିହା ଜୁଲାଇ ୮ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନର ବିସିସିଆଇ ସଭାପତି ଗାଙ୍ଗୁଲି ଭାରତୀୟ କ୍ରିକେଟରେ ନୂତନ ଯୁଗରେ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।…
ବ୍ରେକିଂ