Daily Archives

July 9, 2021

ଭାରତ-ଶ୍ରୀଲଙ୍କା ସିରିଜର କାର୍ଯ୍ୟସୂଚୀରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ଟିମର ଆନାଲିଷ୍ଟ ଜିଟି ନିରୋଶନ ଓ ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର୍ କରୋନାରେ ଆକ୍ରାନ୍ତ ହେବାପରେ ଜୁଲାଇ ୧୩ ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି।  ଉକ୍ତ ଗସ୍ତରେ ଭାରତ ତିନୋଟି…

କେରଳରେ ଜିକା ଭାଇରସ ନେଇ ହାଇଆଲର୍ଟ ଜାରି

ଥିରୁଅନନ୍ତପୁରମ: କେରଳରେ ଚିନ୍ତା ବଢାଇଲାଣି ଜିକା ଭାଇରସ । ଏହି ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ୧୪ଟି ମାମଲା ସମ୍ମୁଖକୁ ଆସିଥିବା ଜାତୀୟ ଭୂତାଣୁବିଜ୍ଞାନ ସଂସ୍ଥାନ ସ୍ପଷ୍ଟ କରିଛି । ଏହାକୁ ଦେଖି ସେଠାରେ ହାଇଆଲର୍ଟ ଜାରି କରାଯାଇଛି । ତେବେ ଏହାର ତଦାରକ କରିବା…

ଆସନ୍ତାକାଲି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ଵର:  ଆସନ୍ତାକାଲି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ବାଲେଶ୍ଵର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ, ନୂଆପଡା ଓ ସୋନପୁରରେ ଆସନ୍ତାକାଲି କୋଭିଡ୍ ଟିକାକରଣ ବନ୍ଦ ରହିବ । ପର୍ଯ୍ୟାପ୍ତ ପରିମାଣର ଟିକା ନଥିବାରୁ ଏହି ସବୁ…

ଭେଜ୍ କବାବ୍

ଆବଶ୍ୟକ ସାମଗ୍ରୀ- ବ୍ରେଡ, ଚିଜ୍ , ଲୁଣ, ସେଜଓ୍ବାନ୍ ସସ, ଟମାଟୋ ସସ, ସିଝା ସୁଇଟ କର୍ଣ୍ଣ, କ୍ୟାପସିକମ, ପିଆଜ, ଚିଲ୍ଲୀ ଫ୍ଲେକ୍ସ, ଗରମ ମସଲା, ଧନିଆ ପତ୍ର, ଜିରା ପାଉଡର, ରସୁଣ । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପାତ୍ରରେ ଚିଜକୁ ଗ୍ରେଡ କରିବେ । ତାପରେ…

ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟଙ୍କୁ କରୋନା

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟଙ୍କୁ କରୋନା । ଗତକାଲି ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର କରୋନା ପଜିଟିଭ ହୋଇଥିବାବେଳେ ଶୁକ୍ରବାର ଡାଟା ଆନାଲିଷ୍ଟ ଜି.ଟି ନିରୋଶନ କରୋନା ପଜିଟିଭ ହୋଇଛନ୍ତି । ଯାହାକୁ ନେଇ ଭାରତ-ଶ୍ରୀଲଙ୍କା ସିରିଜ ନେଇ ଦ୍ୱନ୍ଦ୍ୱ ସୃଷ୍ଟି…

କୋଭିଡ୍‌ ମହାମାରୀ ସମୟର ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ଅନ୍ତର୍ଜାତୀୟ ୱେବିନାର୍‌ ଉଦ୍‌ଯାପିତ

ଭୁବନେଶ୍ୱର :  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ଓ ୟୁନିସେଫ ଓଡ଼ିଶାର ସହଭାଗିତାରେ କୋଭିଡ୍‌ ସମୟରେ ବିଭିନ୍ନ ରାଜ୍ୟ,…

କେନ୍ଦୁଝରରେ ନୂଆ ନର୍ସିଙ୍ଗ କଲେଜ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚମ୍ପୁଆର କରା…

ଡିଏଲ୍‌ ଟେଷ୍ଟିଂ ପାଇଁ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍ ଟେଷ୍ଟିଂ ।କରୋନା ପରିସ୍ଥିତିରେ ସୁଧାର ଆସିବା ଏ ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କେବଳ ବି କ୍ୟାଟାଗୋରୀ ଜିଲ୍ଲାରେ ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଏ ନେଇ ପରିବହନ କମିଶନ ଅରୁଣ ବୋଥ୍ରା ବିଜ୍ଞପ୍ତି ଜାରି କରିଛନ୍ତି ।…

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ଖାରଜ

ଭୁବନେଶ୍ୱର: ରାଜ୍ୟ ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଣ ମାମଲାରେ ଆଇଏଏଏସ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ଖାରଜ ହୋଇଯାଇଛି। ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସଦିଚ୍ଛା କ୍ରମେ ଟଙ୍କା ଫେରାଇ ଥିବାରୁ ମାମଲା ବନ୍ଦ କରିଛନ୍ତି ଲୋକାୟୁକ୍ତ। ସଦିଚ୍ଛାକ୍ରମେ ଟଙ୍କା ଫେରାଇ ଥିବାରୁ ବିଷ୍ଣୁପଦ…

କଦଳୀ ବୋଝେଈ ଟ୍ରକରୁ କୋଟିଏ ଟଙ୍କାରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ: କଦଳୀ ବୋଝେଈ ଟ୍ରକରୁ କୋଟିଏ ଟଙ୍କାରୁ ଉଦ୍ଧ୍ୱର୍ର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ମୋହନ ପଡ଼ାରୁ ୧୨ କ୍ୱାଣ୍ଟାଲରୁ  ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ସୁନାବେଡା ପୋଲିସ । ଗିରଫମାନେ ହେଲେ ଝାଡ଼ଖଣ୍ଡ ବୋକାର ଅଞ୍ଚଳର ରମନ କୁମାର ରାଉତ ଓ…
ବ୍ରେକିଂ