Daily Archives

July 11, 2021

କୋଭିଡରେ ବିଧବା ହୋଇଥିବା ମହିଳାଙ୍କୁ ଆସାମ ସରକାରଙ୍କ ୨.୫ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଆସାମ: କୋଭିଡ ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । କାହାର ଜୀବନ ନେଇଛି ତ ପୁଣି କାହାର ଜୀବିକା ଛଡାଇ ନେଇଛି । ଏଭଳି ପରିସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ରାଜ୍ୟର କୋଭିଡ କାରଣରୁ ବିଧବା ହୋଇଥିବା ମହିଳା ମାନଙ୍କ ପାଇଁ 'କୋଭିଡ-୧୯ ବିଧବା ସହାୟତା' ଯୋଜନା ଘୋଷଣା କରିଛନ୍ତି…

ଲୋକପ୍ରିୟ ମିମିକ୍ରି ଅଭିନେତା ମାଧବ ମୋଘେଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ ଜଗତରୁ ପୁଣି ଆସିଲା ଦୁଃଖଦ ଖରବ। ଲୋକପ୍ରିୟ ମିମିକ୍ରି ଅଭିନେତା ମାଧବ ମୋଘେଙ୍କ ଦେହାନ୍ତ । ସେ ଫୁସ୍‌ଫୁସ୍ କ୍ୟାନ୍‌ସର ରୋଗରେ ପୀଡିତ ଥିଲେ । ତେବେ ଆଜି ସକାଳୁ ତାଙ୍କର ମୁମ୍ବାଇରେ ମୃତ୍ୟୁ ହୋଇଥିବା ଖବର ପରିବାର ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮…

ପୁରୀରେ ଡିଜି ଅଭୟଙ୍କ ରଥଯାତ୍ରା ସମୀକ୍ଷା

ପୁରୀ: ଦିନକ ପରେ ଘୋଷଯାତ୍ରା  । କଟକଣାରେ ମାଉସୀ ମା ଘର ଯିବେ ମହାବାହୁ  । ତେଣୁ ରଥଯାତ୍ରା ବେଳେ ଆଇନଶୃଙ୍ଖଳାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସହ ସମୀକ୍ଷା ବୈଠକ କରିଛନ୍ତି ପୋଲିସ ଡିଜି ଅଭୟ । ଅନ୍ୟପଟେ ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀ…

ଦିଲ୍ଲୀରେ ଅନଲକ୍-୭ ର ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ତଳକୁ ଆସିଛି । ଏହାକୁ ନଜର ରଖି ରବିବାର ଦିଲ୍ଲୀ ସରକାର ଅନଲକ୍-୭ ର ଗାଇଡଲାଇନ ଜାରି କରିଛନ୍ତି । ନୂଆ ନିର୍ଦ୍ଦେଶନାମା ମୁତାବକ ସୋମବାର ଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ,…

ପଦ୍ମ ପୁରସ୍କାର ପାଇଁ ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ଜନସାଧାରଣଙ୍କୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ତୃଣମୂଳ ସ୍ତରରେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ପିପୁଲସ୍ ପଦ୍ମ ସମ୍ମାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।  ରବିବାର ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ତୃଣମୂଳସ୍ତରରେ ଏଭଳି ଅନେକ ଲୋକେ…

ଚାକିରି ନାଁରେ ଠକୁଥିବା ଅପହୃତ ବ୍ୟକ୍ତି ସମତେ ୨ ଅପହରଣକାରୀ ଗିରଫ

ଭୁବନେଶ୍ୱର: ଉଦ୍ଧାର ହେଲେ ଅପହୃତ ବ୍ୟକ୍ତି । ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି ଚନ୍ଦକା ଥାନା ପୋଲିସ୍‌ । ଏହାସହ ୨ ଜଣ ଅପହରଣକାରୀଙ୍କୁ ପୋଲିସ୍‌ ଗିରଫ କରିଛି। ଅପହୃତ ହୋଇଥିବା ବ୍ୟକ୍ତି ହେଲେ ଅନ୍ଧାରୁଆ ଅଞ୍ଚଳର ସଦାନନ୍ଦ ବେହେରା ବୋଲି ଜଣାପଡିଛି । ସୂଚନା…

ଜୁଲାଇ ୧୭ରୁ ପାଞ୍ଚ ଦିନ ପାଇଁ ସାବରିମାଲା ମନ୍ଦିର ଖୋଲିବ

ତିରୁଅନନ୍ତପୁରମ: ଜୁଲାଇ ୧୭ରୁ ଖୋଲିବ କେରଳର ସାବରିମାଲାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ପାର୍ବତ୍ୟ ଧର୍ମପୀଠ । କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଏହି ପୀଠ ମନ୍ଦିରର ମାସିକ ପୂଜା ପାଇଁ ଆସନ୍ତା ୧୭ରୁ ୨୧ ତାରିଖ ୫ ଦିନ ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀ…

ଉତ୍ତରପ୍ରଦେଶରେ ୨ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ୨ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । କାକୋରା ଥାନା ଅଧୀନ ମୁସଲିମ ବହୁଳ ଅଞ୍ଚଳ ଠାକୁରଗଞ୍ଜରେ ଥିବା ଏକ କୋଠାରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ  କରିବାରେ ସଫଳ ହୋଇଛି ଲକ୍ଷ୍ନୌ-ୟୁପି ଆଣ୍ଟି ଟେରୋରିଜିମ୍ ସ୍କାଡ୍ । ଗିରଫ ୨ ସନ୍ଦିଗ୍ଧଙ୍କର ଆଲକାଏଦା…

ବଡ଼ ଭାଇକୁ ପିଟିପିଟି ହତ୍ୟା କଲେ ୨ ସାନ ଭାଇ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବନ୍ଦଲ ଗାଁରେ ବଡ ଭାଇକୁ ଠେଙ୍ଗରେ ପିଟି ପିଟି ହତ୍ୟା କଲେ ୨ ସାନ ଭାଇ । ପୋଲିସ ମୃତଦେହ ଜବତ କରିବା ସହ ଉଭୟ ଭାଇଙ୍କୁ ଥାନାରେ ଅଟକ ରଖି ପଚାରା ଉଚାରା ଜାରି ରଖିଛି  ।  ପାରିବାରିକ ଅଶାନ୍ତିରୁ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।

ଘରର ନକାରାତ୍ମକ ଶକ୍ତି ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ

ଯଦି ଘରେ ବାସ୍ତୁଦୋଷ ରହିଥାଏ ତେବେ ପରିବାର ସଦସ୍ୟଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମସ୍ତ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ। ଘରେ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଅନେକ ପ୍ରକାର ଉପାୟ ରହିଛି। ସେ ଉପାୟ କରିବା ଦ୍ୱାରା…
ବ୍ରେକିଂ