Daily Archives

July 11, 2021

ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୫୦୬ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୫୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୧୧୮କୁ ବୃଦ୍ଧି ପାଇଛି ।  ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୮୯୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭାରତରେ ମୋଟ କୋରୋନାଜନିତ…

ଆଇଏସ୍‌ଆଇଏସ୍ ଲିଙ୍କରେ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଏନ୍‌ଆଇଏର ଚଢ଼ାଉ

ଶ୍ରୀନଗର:  ଆଇଏସ୍‌ଆଇଏସ୍ ଲିଙ୍କ ଟେରର୍ ଫଣ୍ଡି ମାମଲାରେ  ଜମ୍ମୁ କାଶ୍ମୀରର ଅନନ୍ତନାଗ, ବରମୁଲ୍ଲା ଏବଂ ଶ୍ରୀନଗରର ଅନେକ ସ୍ଥାନରେ ଏନଆଇଏ ଚଢାଉ ଜାରି ରଖିଛି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପର୍କ ଥିବା ଅଭିଯୋଗରେ ଏନଆଇଏ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ପଚାରାଉଚାରା ଜାରି ରହିଛି…

ହୀରାକୁଦ ଡ୍ୟାମର ୨ଟି ଗେଟ୍ ଖୋଲିଲା

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ । ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ବାମ ପଟର ୨ଟି ସ୍ଲୁଇସ୍ ଗେଟ ଦେଇ ନିସ୍କାସିତ ହେଉଛି ଜଳ । ଗେଟ୍ ଖୋଲିବା ନେଇ ହୀରାକୁଦ କର୍ତ୍ତୃପକ୍ଷୃ ସୂଚନା ଦେଇଛନ୍ତି । ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ…

ଶ୍ରୀମନ୍ଦିରରେ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞାମାଳ ବିଜେ

ପୁରୀ: ଶ୍ରୀମନ୍ଦିରରେ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିଛି । ୩ ବାଡ଼ର ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରିଛନ୍ତି। ପ୍ରଥମେ ତାଳଧ୍ବଜ, ପରେ ନନ୍ଧିଘୋଷ ଓ ଶେଷରେ ଦର୍ପଦଳନ ରଥରେ ବିଜେ ହୋଇଛି ଆଜ୍ଞାମାଳ । ରଥଖଳାରୁ ଗୋଟିଏ ପରେ ଗୋଟିଏ ରଥକୁ ସିଂହଦ୍ବାର ସାମ୍ନାକୁ ଟଣାଯିବ ।…

ରାଜ୍ୟରେ ଦିନକରେ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪…

ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୨୮୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:  ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୬୭ଟି ଲୋକାଲ୍ କେସ୍‌ ରହିଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୯ ଲକ୍ଷ ୩୯ ହଜାର ୭୫୨କୁ ବୃଦ୍ଧି ପାଇଛି।…

କୋପା ଆମେରିକା ୨୦୨୧: ୨୮ ବର୍ଷ ପରେ ବ୍ରାଜିଲକୁ ହରାଇ ଆର୍ଜେଣ୍ଟିନା ଚାମ୍ପିଅନ

ନୂଆଦିଲ୍ଲୀ : ଲିଓନ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା କୋପା ଆମେରିକା ୨୦୨୧ ରେ ଇତିହାସ ସୃଷ୍ଟି କରିଛି ।  ଆୟୋଜକ ବ୍ରାଜିଲକୁ ୧-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ଚାମ୍ପିଅନ ହୋଇଛି ।  ୧୯୯୩ ପରଠାରୁ  ପ୍ରଥମ ଥର ପାଇଁ ଆର୍ଜେଣ୍ଟିନା କୋପା ଆମେରିକା ଟାଇଟଲ ଜିତିବାରେ ସଫଳ ହୋଇଛି।…

ରଥଯାତ୍ରା: ଆଜି ରାତି ୮ଟାରୁ ପୁରୀରେ ଦୁଇ ଦିନିଆ କର୍ଫ୍ୟୁ

ପୁରୀ: ଆଉ ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। କାଲି ମହାପ୍ରଭୁଙ୍କ ଆଜ୍ଞାମାଳ ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତିନି ରଥ।  କୋଭିଡ କଟକଣାରେ ବିନା ଭକ୍ତରେ ରଥଯାତ୍ରା ହେବ । ଏଥିପାଇଁ ଆଜି ରାତି ୮ ଟାରୁ ପୁରୀ ସହରରେ ଦୁଇ…

ଆଜି କେବଳ ୪ ଜିଲ୍ଲାରେ ଟିକାକରଣ

ଭୁବନେଶ୍ୱର:  ଆଜି ମାତ୍ର ୪ଟି ଜିଲ୍ଲାରେ ଟିକାକରଣ ହେବ। ୪ଟି ଜିଲ୍ଲାର ମୋଟ ୧୨ଟି କେନ୍ଦ୍ରରେ ଆଜି ଟିକାକରଣ ଜାରି ରହିଛି । ଗଞ୍ଜାମରେ ୪, ନବରଙ୍ଗପୁରରେ ୪, ପୁରୀରେ ୩ ଓ ସୁନ୍ଦରଗଡ଼ ଜିଲ୍ଲାରେ ମାତ୍ର ଗୋଟିଏ କେନ୍ଦ୍ରରେ ଟିକାକରଣ ହଉଛି। ରାଜ୍ୟରେ ୪୧ ହଜାର ୨୯୦ ଡୋଜ କୋଭିସିଲଡ ଥିବା…

୨ ପରିବାର ମଧ୍ୟରେ ବଚସାରୁ ଗୋଷ୍ଠୀ ସଂଘର୍ଷ, ୨ ମୃତ

ଜୟପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ହତୀମୁଣ୍ଡା ଗାଁରେ ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ୨ ପରିବାର ମଧ୍ୟରେ ବଚସାରୁ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି…
ବ୍ରେକିଂ