Daily Archives

July 13, 2021

୫ ବର୍ଷ ଶିଶୁପୁତ୍ରକୁ ତଣ୍ଟିଚିପି ହତ୍ୟାକଲା ମା’

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁରେ ୫ ବର୍ଷ ଶିଶୁପୁତ୍ରର ତଣ୍ଟିଚିପି ମାରିଦେଲା ମା’ । ଶାଶୁ ସହ କଳହରୁ ରାଗରେ ନିଜର ଶିଶୁ ପୁତ୍ରକୁ ମାରିଦେଇଥିବା ଜଣାପଡିଛି । ତେବେ ପୁଅକୁ ମାରିଦେବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । …

ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ନିଜ ଦଳକୁ ଅଡୁଆରେ ପକାଇଦେଲେ ବିଜେପି ସଭାପତି: ବିଜେଡି

ଭୁବନେଶ୍ୱର : ସାମ୍ବାଦିକ ସମ୍ମିଳନୀରେ ବିିଦ୍ୟୁତ୍‍ ଦରବୃଦ୍ଧି ପ୍ରସଙ୍ଗ ଉଠାଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଦୁର୍ଭାଗ୍ୟବଶତଃ ନିଜ ଦଳକୁ ଅଡୁଆରେ ପକାଇ ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲ ସମେତ ସାଧାରଣ ଖାଉଟି ସାମଗ୍ରୀର ଆକାଶଛୁଆଁ ବୃଦ୍ଧି ହେତୁ ସାଧାରଣ ଲୋକେ ତାଙ୍କ ଦଳ ଉପରେ…

ପେଟ୍ରୋଲ ପମ୍ପରେ ମଦ ବିକ୍ରି

ବଲାଙ୍ଗିର: ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ସହିତ ଲୁଚାଛୁପାରେ ଚାଲିଛି ମଦ ବିକ୍ରି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗାଁରେ । ଗାଁ ପାଖରେ ଥିବା ଲାଠୋର ଜଗନ୍ନାଥ ଅଗ୍ରୱାଲଙ୍କ ପେଟ୍ରୋଲ ପମ୍ପରେ ବିଦେଶୀ ମଦ ବିକ୍ରୀ ହେଉଥିଲା । ଏନେଇ ଖବର…

ଦେଶର ଶୀର୍ଷ କରୋନା ସଂକ୍ରମିତ ୫ ରାଜ୍ୟ ଭିତରେ ଓଡ଼ିଶା

ନୂଆଦିଲ୍ଲୀ: ଦେଶର ଶୀର୍ଷ କରୋନା ସଂକ୍ରମିତ ୫ ରାଜ୍ୟ ଭିତରେ ଓଡ଼ିଶା ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । ଜୁଲାଇରେ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରେ କେରଳରେ ୩୦.୩% ଅଛନ୍ତି । ୨୦.୮% ସହ ମହାରାଷ୍ଟ୍ର ଦ୍ବିତୀୟରେ ଥିବାବେଳେ ୮.୫%…

ଆସନ୍ତା ୧୫ ତାରିଖରେ ବାମଦଳ ଡାକିଥିବା ‘ଓଡ଼ିଶା ବନ୍ଦ’ ଡାକରାକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ତା ସାଙ୍ଗକୁ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ସିଧା ସଳଖ ପ୍ରଭାବ ସାଧାରଣ ଜନତା ଉପରେ ପଡୁଛି I ସାଧାରଣ ଜନତା ଅତିଷ୍ଠ…

କଟକ ମହାନଗରରୁ ୪୮ କରୋନା ସଂକ୍ରମିତ ଚିହ୍ନଟ, ୭୬ ସୁସ୍ଥ

କଟକ: କଟକରେ ତଳ ମୁହାଁ ହେଉଛି ମହାମାରୀ କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗରରୁ ଆଜି ୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ କ୍ୱେରାଣ୍ଟିନରୁ ଓ ୧୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ…

ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ଚତୁର୍ଦ୍ଧା ମୂରତି ବିଜେ କଲେ

ପୁରୀ: ଜନ୍ମବେଦୀକୁ ଗୋଟି ପହଁଣ୍ଡିରେ ଚତୁର୍ଦ୍ଧା ମୂରତୀ ବିଜେ କରିଛନ୍ତି । ଭାଇ-ଭଉଣୀଙ୍କୁ ସାଥିରେ ଧରି ରତ୍ନବେଦୀରୁ ବାହାରି ଆସିଥିବା ଜଗତର ନାଥ ଜଗନ୍ନାଥ ବିଜେ କରିଛନ୍ତି ଯଜ୍ଞବେଦୀକୁ । ତିନି ଠାକୁର ଆସିବା ପରେ ଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇପଡିଛି । ରଥ ଉପରେ ଅନ୍ୟାନ୍ୟ ନୀତି ପରେ…

ଆଜି ରାଜ୍ୟରେ ୨୬୪୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୧୮ ହଜାର ୦୪୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି । ଆଜି କଟକରୁ ସର୍ବାଧିକ ୪୪୨ ଜଣ ସୁସ୍ଥ…

ଏବର୍ଷ ବି ବୋଲବମ୍ ମନା

ଭୁବନେଶ୍ୱର: ଗତବର୍ଷ ଭଳି ଏ ବର୍ଷ ବି ହେବନି ବୋଲବମ୍ । ରାଜ୍ୟରେ କରୋନା ମହମାରୀ ସ୍ଥିତିରେ ସୁଧାର ଆସି ନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।  ବୋଲବମ୍ ଉପରେ କଟକଣା ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ…

ଭାରତୀୟ ଅଲମ୍ପିକ୍ସଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେଲେ

ନୂଆଦିଲ୍ଲୀ: ଟୋକିଓରେ ହେବାକୁ ଥିବା ଅଲିମ୍ପିକରେ ଦେଶର ପ୍ରତିନିଧିତ୍ୱ କରୁଥିବା ଭାରତୀୟ କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି। ଓଡ଼ିଶାରୁ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସହ ମଧ୍ୟ ମୋଦୀ କଥା ହୋଇଛନ୍ତି ।…
ବ୍ରେକିଂ