Daily Archives

July 14, 2021

କଟକରୁ ୭୨ କରୋନା ପଜିଟିଭ ଚିହ୍ନଟ, ୧୩୫ ସୁସ୍ଥ

କଟକ: କଟକରେ ବ୍ରେକ ଲାଗୁନି କରୋନା ସଂକ୍ରମଣ । କିନ୍ତୁ ଆକ୍ରାନ୍ତଠୁ ଅଧିକ ସୁସ୍ଥ ସଂଖ୍ୟା ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗରରୁ ଆଜି ୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ ଜଣ କ୍ୱେରାଣ୍ଟିନରୁ ଓ ୨୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି…

ଆସନ୍ତାକାଲି ଠାରୁ ଭୁବନେଶ୍ୱର ଏମ୍ସରେ ଇକମୋ ସେବା

ଭୁବନେଶ୍ଵର:  ଆସନ୍ତାକାଲି ଠାରୁ ଭୁବନେଶ୍ୱର ଏମ୍‌ସରେ ମିଳିବ ଇକମୋ ସେବା । ଭୁବନେଶ୍ୱର ଏମ୍‌ସର ନବମ ପ୍ରତିଷ୍ଠା ଦିବସ ଅବସରରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା ସେବା । ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏମ୍‌ସରେ ମିଳିବ ଇକମୋ ସେବା । କରୋନାରେ ଗୁରୁତର ଆକ୍ରାନ୍ତଙ୍କ ପାଇଁ ଜୀବନ…

ଆଚାର୍ଯ୍ୟ ହରିହର କର୍କଟରୋଗ ଅନୁଷ୍ଠାନରେ ଏମଆରଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ

କଟକ : କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟରୋଗ ଅନୁଷ୍ଠାନରେ ଏମଆରଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଭର୍ଚୁଆଲ୍‌ ମୋଡ଼ରେ ମୁଖ୍ୟମନ୍ତ୍ରୀ ଉକ୍ତ ପରୀକ୍ଷା ସେବାକୁ ଲୋକାର୍ପିତ କରି ଏମ୍‌ଆର୍‌ଆଇ ଏବଂ ସିଟି ସ୍କାନ୍‌ କ୍ୟାନସର ରୋଗୀଙ୍କ ରୋଗ ନିରୂପଣ ଏବଂ…

ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟାଳୟ ଟେଲିଗ୍ରାମ୍ ଚାନେଲ ଜୁଲାଇ ୧୯ରୁ କାର୍ଯ୍ୟକାରୀ ହେବ

କଟକ/ଭୁବନେଶ୍ୱର: ସୂଚନା ଓ ଯୋଗାଯୋଗ ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ଆଇନଜୀବୀ ଓ ଆଇନ୍ ସହାୟତା ଅପେକ୍ଷାରେ ଥିବା ଲୋକମାନଙ୍କ ପାଇଁ ନ୍ୟାୟାଳୟ ସଂପର୍କିତ ସୂଚନା ଆହରଣକୁ ସହଜ ଓ ସୁବିଧାଜନକ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ତତ୍‌କ୍ଷଣାତ୍ ସୂଚନା ଆଦାନପ୍ରଦାନ ନିମନ୍ତେ ଏକ ଅତିରିକ୍ତ ବ୍ୟବସ୍ଥା…

୨୦୩୦ ସୁଦ୍ଧା ଓଡିଶା ଦେଶର ଇସ୍ପାତ ହବ୍ ହେବ

ଭୁବନେଶ୍ୱର: ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି,  କୋଭିଡ ସତ୍ତ୍ବେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି । ନିକଟରେ ରାଜ୍ୟ ସରକାର ଓଡିଶାରେ ୧ ଲକ୍ଷ ୪୭…

ରାଜ୍ୟରେ ୨୬୦୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୨୦ ହଜାର ୬୪୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ…

ପାକିସ୍ତାନରେ ବସ ବିସ୍ଫୋରଣ,୯ ଚାଇନା ନାଗରିକଙ୍କ ସମେତ ମୋଟ ୧୨ ମୃତ

ପେଶାୱାର: ପାକିସ୍ତାନରେ ଏକ ବସରେ ବିସ୍ଫୋରଣ । ୯ ଜଣ ଚାଇନା ନାଗରିକଙ୍କ ସମେତ ମୋଟ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ସୈନ୍ୟ ମଧ୍ୟ ଅଛନ୍ତି । ବୁଧବାର ଉତ୍ତର ପାକିସ୍ତାନର ଏକ ଦୂରାନ୍ତ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ଜଣାଯାଇଛି । ତେବେ ବିସ୍ଫୋରଣର କାରଣ…

ଆଜି ଭୁବନେଶ୍ୱରରୁ ୩୨୭ କରୋନା ସଂକ୍ରମିତ ଚିହ୍ନଟ, ୨୪୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନି । ତେବେ ଗତ ୨୪ ଘଣ୍ଟାରେ ଆଜି  ୩୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭୦ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ଭୁବନେଲ ଭୁବନେଶ୍ୱରର…

ୱାସିମ୍ ଜାଫର ଓଡ଼ିଶା ରଣଜୀ କ୍ରିକେଟ ଦଳର ନୂତନ କୋଚ୍

କଟକ: ୱାସିମ୍ ଜାଫର ହେଲେ ଓଡ଼ିଶା ରଣଜୀ କ୍ରିକେଟ ଦଳର ନୂତନ କୋଚ୍ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି । ୱାସିମ୍ ୨ ବର୍ଷ ଧରି ଓଡ଼ିଶା ରଣଜୀ ଟିମର କୋଚ୍ ଦାୟିତ୍ୱ ତୁଲାଇବେ । ୪୩ ବର୍ଷୀୟ ୱାସିମ୍ ୩୧ ଟେଷ୍ଟ ଏବଂ ୨ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ…

ଭୁବନେଶ୍ୱର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ଚଢ଼ାଉ, ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ଉପରେ ଚଢ଼ାଉ । ପୋଲିସ ଚଢ଼ାଉ କରି ୨୨ ହଜାର ଲିଟର ପୋଚ ନଷ୍ଟ କରିବା ସହ ୧୨ଶହ ଲିଟର ଦେଶୀ ମଦ ଜବତ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି । ଏଥିସହ ଘଟଣାରେ ୫ ଜଣଙ୍କୁ ଗିରଫ…
ବ୍ରେକିଂ