Daily Archives

July 14, 2021

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ସଂସ୍କରଣ ପାଇଁ ନୂତନ ପଏଣ୍ଟ ବ୍ୟବସ୍ଥା

ଦୁବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ସଂସ୍କରଣ ପାଇଁ ପଏଣ୍ଟ ସିଷ୍ଟମରେ ବଡ଼ ପରିବର୍ତ୍ତନ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଏଥିସହିତ ନୂତନ ପଏଣ୍ଟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ନୂଆ ନିୟମ ଅନୁଯାୟୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଗୋଟିଏ ମ୍ୟାଚ୍…

ଟାଟା ଏସ୍ ଗାଡି ଓଲଟି ୨୦ ଶ୍ରମିକ ଆହତ

ପାତ୍ରପୁର: ଓଲଟିଲା ଟାଟା ଏସ୍‌ ଗାଡି । ଫଳରେ ୨୦ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତାଳପଡା ଠାକୁରାଣୀ ମନ୍ଦିର ନିକଟରେ । ସମସ୍ତ ଆହତମାନଙ୍କୁ ପ୍ରଥମେ ପାତ୍ରପୁର…

କରୋନା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ମଧ୍ୟ ସଂପୂର୍ଣ୍ଣ ଭାବେ ଲୋପ ପାଇନି । ତେଣୁ ରାଜ୍ୟ ଗୁଡିକ କୋଭିଡ କଟକଣା ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଚିଠି ଲେଖିଛନ୍ତି । ଚିଠିରେ ଗୃହ ସଚିବ କହିଛନ୍ତି,…

ପୀୟୁଷ ଗୋୟଲ ରାଜ୍ୟସଭାର ସଂସଦୀୟ ଦଳ ନେତା ହେଲେ

ନୂଆଦିଲ୍ଲୀ: ରାଜ୍ୟସଭାରେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ପାଇଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ । ଥାୱରଚନ୍ଦ ଗେହଲଟଙ୍କ ବଦଳରେ ବିଜେପି ତାଙ୍କୁ ରାଜ୍ୟସଭାରେ ନିଜର ନେତା ଭାବେ ସ୍ଥାନ ଦେଇଛନ୍ତି । ସୂଚନାଯୋଗ୍ୟ କିଛି ଦିନ ତଳେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଅଦଳବଦଳ ହୋଇଥିଲେ ।…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି । ମହାମାରୀ କରୋନା ସଂକ୍ରମଣ ଓ ଦରବୃଦ୍ଧି ମଧ୍ୟରେ  । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ…

ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ଆଡପ ଅବଢ଼ା ବାହାରିଲା

ପୁରୀ : ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡପ ଅବଢ଼ା । ମହାପ୍ରସାଦ ପାଇଲେ ଭକ୍ତ ।  ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡ ରେ ଦୁଇଟି କାଉଣ୍ଟର ହୋଇଛି । ଭକ୍ତ ମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇ ପାରିବେ । ମହାପ୍ରଭୁଙ୍କ ଆଡପ ମଣ୍ଡପରେ ଦର୍ଶନ…

କଟକ ଏସସିବିରେ ନାବାଳିକା ଭର୍ତ୍ତି, ନାଗସାପ ବନ୍ଦୀରୁ ମୁକ୍ତ

ନବରଙ୍ଗପୁର: ବନ୍ଦୀରୁ ମୁକ୍ତ ହେଲା ନାଗସାପ । ସାପ କାମୁଡାରେ ନବରଙ୍ଗପୁର ଉମରକୋଟର ନାବାଳିକା ଗୁରୁତର ଅସୁସ୍ଥ ଘଟଣା । ଖବର ପ୍ରସାରଣ ପରେ ଗୁରୁତର ୯ ବର୍ଷୀୟ ନାବାଳିକାଙ୍କୁ କଟକ ଏସସିବି ରେ ଭର୍ତ୍ତି କରାଯାଇଛି । ନାବାଳିକାର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍‌ କରାଯାଇଥିବା…

ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ ଶ୍ରୀମନ୍ଦିର ସ୍ଥିତି ଯାଞ୍ଚ କଲେ

ପୁରୀ: ଶ୍ରୀମନ୍ଦିର ଯାଞ୍ଚ କରିବା ପାଇଁ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ ପୁରୀରେ ପହଞ୍ଚି  ଗର୍ଭ ଗୃହ, ନାଟ ମଣ୍ଡପ ସ୍ଥିତି ଦେଖିବା ସହ ଶ୍ରୀମନ୍ଦିର ଭିତରର ସମସ୍ତ ସ୍ଥିତି ଯାଞ୍ଚ କରିଛନ୍ତି । ବେହରଣ ଦ୍ୱାର ଖୋଲା ଯାଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଅନ୍ୟ ଦ୍ୱାର ଗୁଡିକର…

ବର୍ଷା-ଅନୁଭବ କଟକ ଫ୍ୟାମିଲି କୋର୍ଟରେ ଆଜି ପୁଣି ହାଜର ହେଲେ

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି । ପୂର୍ବରୁ ୯ ତାରିଖରେ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ।…

ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଭୁବନେଶ୍ଵର ସହିଦନଗର ଥାନା କେସୁରା ଅଞ୍ଚଳରେ ଏକ ଘର ଭିତରୁ ୫୫୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ  ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହାସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ।  ବ୍ରାଉନସୁଗର ଓ ଟଙ୍କା ସହ ଜଣେ ମହିଳା ଏବଂ…
ବ୍ରେକିଂ