Daily Archives

July 14, 2021

ଦେଶରେ ଦିନକରେ ୩୮ ହଜାର ୭୯୨ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:  ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୭୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୩,୦୯,୪୬,୦୭୪ କୁ ବୃଦ୍ଧି ପାଇଛି। ଦେଶର କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୬୨୪କୁ ହ୍ରାସ ପାଇଛି  । ଭାରତରେ ମୋଟ କୋରୋନାଜନିତ ମୃତ୍ୟୁ ସଂଖ୍ୟା  ୪,୧୧,୪୦୮…

ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଅଭିନେତ୍ରୀ ଦିଆ ମିର୍ଜା

ମୁମ୍ବାଇ:  ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀ ବୈଭବ ରେଖି ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ସେ ତାଙ୍କ ପୁଅଙ୍କ ନାମ ଅଭ୍ୟାନ ଆଜାଦ ରେଖୀ ରଖିଛନ୍ତି।…

ଭାରତ- ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ଡ୍ରୋନ୍ ଠାବ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ।  ଉପତ୍ୟକାରେ ପୁଣିଥରେ ଡ୍ରୋନ୍ ଠାବ ହୋଇଛି । ଭାରତ- ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ଡ୍ରୋନ ଠାବ ହୋଇଛି । ସୀମା ସୁରକ୍ଷା ବଳ ଅନୁଯାୟୀ, ଜୁଲାଇ ଗତକାଲି ମଧ୍ୟରାତ୍ରିରେ…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କର-ଏ-ତଏବାର କମାଣ୍ଡର ସମେତ ୩ ଆତଙ୍କବାଦୀ ନିହତ

ଶ୍ରୀନଗର:  ଦକ୍ଷିଣ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ରାତି ୧ ଟାରୁ ପୁଲୱାମାରେ ସୁରକ୍ଷା ବାହିନୀଦ୍ଵାରା ଚାଲିଥିବା ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।  ଗୁଳି ବିନିମୟ ଜାରି ରହିଥିବା ଜଣାପଡିଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ…

୨୪ ଘଣ୍ଟାରେ ରାଜ୍ୟର ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ଵର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୯୫କୁ ବୃଦ୍ଧି ପାଇଛି । ଏନେଇ…

ରାଜ୍ୟରେ ଆଜି ୨୦୭୪ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୦୭୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଂଗରୋଧରୁ ୧୧୯୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧି ପାଇଛି ।…

ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆଜି ଦିନ ୧୧ଟା ବେଳେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ  ହେବ କ୍ୟାବିନେଟ ବୈଠକ । ଏଥିରେ ସବୁ ମନ୍ତ୍ରୀ  ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଏହି ବୈଠକ ବସିବ ।…

ପାଡୁଆ ପୋଲିସ ଦ୍ୱାରା ୩ କ୍ୱିଣ୍ଟାଲ ୯୦୦ କିଲୋ ଗଞ୍ଜେଇ ଜବତ

କୋରାପୁଟ : ପାଡୁଆ ପୋଲିସକୁ ବଡ ସଫଳତା। ଗୁଜରାଟ ଚାଲାଣ ବେଳେ ହାଣ୍ଡିପୁଟ ଛକ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ । ପାଡୁଆ ପୋଲିସ ଦ୍ୱାରା ୩ କ୍ୱିଣ୍ଟାଲ ୯୦୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାରେ ଗୋଟିଏ…

ଟ୍ରକ ଧକ୍କାରେ ଜଣେ ମୃତ, ୨ ଗୁରୁତର

କଳାହାଣ୍ଡି :  କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା କେନାଲ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିବା ୩ ଜଣଙ୍କୁ ଧକ୍କା ଦେଇ ଜଣଙ୍କୁ ବାଇକ୍ ସହ ଘୋଷାଡି ନେଇଛି। ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର…

ଉଧାର ଟଙ୍କା ନ ଦେବାରୁ ଯୁବକଙ୍କୁ ବୀଭତ୍ସ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡ଼ାରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ଉଧାର ଟଙ୍କା ନ ଦେବାରୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଅନ୍ୟ ଜଣେ ଯୁବକ । ଉଧାର ଟଙ୍କା ମାଗିବାରୁ ବଚସା ପରେ ଏହି ହତ୍ୟାକାଣ୍ଡ ହୋଇଥିଲା ।  ମୃତକ ଜଣକ ୩୦ ବର୍ଷୀୟ ଜିତେନ୍ଦ୍ର ସାହୁ । ପୀତବାସ ସାହୁ…
ବ୍ରେକିଂ