Daily Archives

July 15, 2021

ମାଟ୍ରିକ୍‌ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ୧୫,୧୫୫ ପିଲାଙ୍କ ଆବେଦନ

ଭୁବନେଶ୍ୱର: ମାଟ୍ରିକ୍‌ରେ ଅଫ୍‌ଲାଇନ୍ ପରୀକ୍ଷା ଦେବା ଲାଗି ଆବେଦନ ତାରିଖ ଶେଷ ହୋଇଛି । ଆବେଦନ ତାରିଖ ଶେଷ ସୁଦ୍ଧା ମୋଟ ୧୫,୧୫୫ ପିଲା ଆବେଦନ କରିଛନ୍ତି । ତେବେ ଏଚଏସସି  ଅଫଲାଇନ ପରୀକ୍ଷା ଦେବାକୁ ୬୫୯୬ ପିଲା ଆବେଦନ କରିଥିବା ବେଳେ ଅଫ୍ ଲାଇନ୍‌ରେ ରାଜ୍ୟ ଓପନ ସ୍କୁଲ ଲାଗି ୮୪୯୩ ପିଲା…

ଆସନ୍ତା ୧୯ରୁ ମୋ ବସ୍ ସେବା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ୧୯ରୁ ଆରମ୍ଭ ହେବ ସଂପୂର୍ଣ୍ଣ ମୋ ବସ୍ ସେବା । କେବଳ ଶୁକ୍ରବାର ଠାରୁ ସୋମବାର ରେଳ ଷ୍ଟେସନ ଓ ଏୟାରପୋର୍ଟରୁ ଚାଲିବ ମୋ ବସ୍ । ଏନେଇ କ୍ରୁଟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି । ରାଜ୍ୟରେ ଅଗଷ୍ଟ ପହିଲା ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି ସରକାର।…

ଭୁବନେଶ୍ଵରର ଦୁଇଟି ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ଵର:  ରସୁଲଗଡ଼ରେ ଥିବା ଏକ ଆପାର୍ଟମେଣ୍ଟରୁ କୋରୋନା ପଜିଟିଭ ଚିହ୍ନଟ ପରେ ଏହାକୁ କଣ୍ଟେନମେଣ୍ଟ ଜୋନ କଲା ବିଏମସି । ମହାମାରୀ ଆଇନ ୧୮୯୭ର ଧାରା ୨,୩ ଓ ୪ ଆଧାରରେ ଏହି ଆପାର୍ଟମେଣ୍ଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।  ଏହି ଆପାର୍ଟମେଣ୍ଟରୁ ୧୦ ଜଣ କରୋନା…

କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ

ଭୁବନେଶ୍ୱର: କୃଷି ଓ କୃଷକର ଉନ୍ନତି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ଦୁଇ ବିଭାଗ ମଧ୍ୟରେ ଏକାଭିମୁଖିତା ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସ୍ତରରେ ନିୟମିତ ଭାବେ ପ୍ରତି ମାସରେ ଉଭୟ ବିଭାଗର…

ଜେଇଇ ମେନର ଚତୁର୍ଥ ସେସନ୍ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ : ଜେଇଇ ମେନ୍‌ ୨୦୨୧ର ଚତୁର୍ଥ ସେସନ୍‌ ପରୀକ୍ଷା ଘୁଞ୍ଚିଲା।  ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଚତୁର୍ଥ ସେସନ ପରୀକ୍ଷା ୨୬, ୨୭ ଓ ୩୧ ଅଗଷ୍ଟ ଏବଂ ୧ ଓ ୨ ସେପ୍ଟେମ୍ବର​‌ରେ ହେବ ବୋଲି କହିଛନ୍ତି । In view of the…

ମାଲକାନଗିରିରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୈଠକରେ କୃଷି, ସ୍ୱାସ୍ଥ୍ୟ, ରାସ୍ତାଘାଟ, ମହିଳା ଓ…

ଆଦିବାସୀ ବହୁଳ ଜିଲ୍ଲାରେ କୋଭିଡ୍‌କୁ ପରାସ୍ତ କରିବା ପାଇଁ କୋଭିଡ୍ ସୁରକ୍ଷିତ ଆଚରଣ ଓ ଟୀକାକରଣ ଏକମାତ୍ର ଉପାୟ

ମୟୁରଭଞ୍ଜ/ ନବରଙ୍ଗପୁର/ କେଉଁଝର: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସହେଯାଗରେ ୟୁନିସେଫ୍ ଓଡିଶା ଦ୍ୱାରା ମୟୁରଭଞ୍ଜ/ ନବରଙ୍ଗପୁର/ କେଉଁଝର ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଏକ ଭର୍ଚୁଆଲ୍ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜୀନ୍ଦ୍ର ଚୌଧୁରୀ,…

ମାଲକାନଗିରିରୁ ୫ ଡକାୟତ ଗିରଫ ,୮ ଲକ୍ଷ ୭୧ ହଜାର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ ଲୁଟ ଘଟଣାର ପର୍ଦ୍ଦାଫାସ । ୫ ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କଠାରୁ ୮ ଲକ୍ଷ ୭୧ ହଜାର ଟଙ୍କା ଜବତ କରିଛି ମାଥିଲି ପୁଲିସ । ଏନେଇ ପୁଲିସ ଏସଡିପିଓ ଅଭିଳାଷ କୁମାର ଆଜି ସାମ୍ବାଦିକ…

ଆଜି ରାଜ୍ୟରେ ୨୫୬୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୫୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୨୩ ହଜାର ୨୦୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି । ଆଜି କଟକରୁ ସର୍ବାଧିକ ୪୧୮ ଜଣ…

ଭୁବନେଶ୍ୱରରୁ ଆଜି ୨୮୩ କରୋନା ସଂକ୍ରମିତ ଚିହ୍ନଟ, ୨୩୪ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୨୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୨୨ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ଭୁବନେଲ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୮୮୩ କୁ ବୃଦ୍ଧି…
ବ୍ରେକିଂ