Daily Archives

July 16, 2021

ଅଗଷ୍ଟ ପହିଲା ଯାଏଁ ଦୁଇଟି ସ୍ପେଶାଲ ଟ୍ରେନ ବାତିଲ

ଭୁବନେଶ୍ୱର: ଭୁବନେଶ୍ବରରୁ ବଲାଙ୍ଗିର ଓ କେନ୍ଦୁଝରକୁ ବାତିଲ ହେବ ଟ୍ରେନ୍ । ଆସନ୍ତ ୨୦ ତାରଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ସ୍ପେଶାଲ ଟ୍ରେନ ସେବା ବାତିଲ ରହିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବର-ବଲାଙ୍ଗିର-ଭୁବନେଶ୍ବର ସ୍ପେଶାଲ ଏବଂ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା ‘ ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହେଲା ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା'।  ଆଜି  ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ଶ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡାର ଲୋକାର୍ପଣ ହୋଇଛି । ମାଟିର…

ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ ଘୋଷଣା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ କୋଭିଡ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର…

ରାଜ୍ୟରେ ଆଜି ୨୩୧୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୩୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୨୫ ହଜାର ୫୨୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ…

ଭୁବନେଶ୍ୱରରୁ ଆଜି ୩୧୧ କରୋନା ସଂକ୍ରମିତ ଚିହ୍ନଟ, ୨୩୫ ସୁସ୍ଥ

ଭୁବନେଶ୍ୱର: ଲକଡାଉନ ସଟଡାଉନ ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱରରେ ବ୍ରେକ୍ ଲାଗୁନି ମହାମାରୀ କରୋନା । ତେବେ ଆଜି ଭୁବନେଶ୍ୱରରେ ୩୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୮୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୨୯ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ…

ଭାରତ ବିପକ୍ଷ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

କଲମ୍ବୋ: ଭାରତ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ । କାନ୍ଧଜନିତ ଆଘାତ କାରଣରୁ ଭାରତ ବିପକ୍ଷ ଉଭୟ ଦିନିକିଆ ଓ ଟି-୨୦ ସିରିଜରୁ ବାଦ ପଡିଲେ କୁଶଲ ପରେରା । ତେବେ ତାଙ୍କ ସ୍ଥାନରେ ଅଲରାଉଣ୍ଡର ଦାସୁନ୍ ଶନକାଙ୍କୁ ଦଲର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଧନଞ୍ଜୟ…

ଜୟପରରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ

ଜୟପୁର: ଗଞ୍ଜେଇ ବେପାରୀଙ୍କ ଅଭିନବ ଉପାୟ । କେତେବେଳେ ବାଇଗଣ ବୋଝେଇ ଗାଡିରୁ ତ ପୁଣି କେତେବେଳେ କଖାରୁ ବୋଝେଇ ଗାଡିରେ ଗଞ୍ଜେଇ ଚୋରାଚାଲାଣ କରୁଛନ୍ତି । ତେବେ ଜୟପୁରରୁ ଏକ ଅଦା ବସ୍ତା ଟ୍ରକରୁ ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ସଦର ପୋଲିସ । ଗଞ୍ଜେଇ ନେଇ ବାହାର ରାଜ୍ୟକୁ…

ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧୀନଗର ଷ୍ଟେସନରେ ପଞ୍ଚ ତାରକା ହୋଟେଲର ଉଦଘାଟନ କଲେ

ନୂଆଦିଲ୍ଲୀ: ଗୁଜରାଟର ଗାନ୍ଧୀନଗର ରେଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ୧୧୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଛନ୍ତି । ପ୍ରଥମେ ମୋଦି ଗାନ୍ଧୀନଗରରେ ରେଳ ଷ୍ଟେସନ ଉପରେ ତିଆରି…

ବିବାହ ବନ୍ଧନରେ ବାନ୍ଧି ହେଲେ ରାହୁଲ ବୈଦ୍ୟ-ଦିଶା ପରମାର

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେଲେ ବିଗ୍ ବସ୍ ୧୪ ଫେମ୍‌ ରାହୁଲ ବୈଦ୍ୟ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ୍ ଦିଶା ପରମାରଙ୍କ । ଦୀର୍ଘ ଦିନର ଅପେକ୍ଷା ପରେ ଦୁହେଁ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାହୁଲ ଏବଂ ଦିଶାଙ୍କ ବିବାହ ମଣ୍ଡପରୁ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍…

ଓଡିଶାକୁ ୯୫ ପ୍ରତିଶତ ଟିକା ଦିଆଯାଉ: ନବୀନ

ଭୁବନେଶ୍ୱର: ଓଡିଶାକୁ ଦିଆଯାଉ ୯୫ ପ୍ରତିଶତ ଟିକା । କରୋନା ସମ୍ପର୍କୀତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏହି ଅନୁରୋଧ କରିଛନ୍ତି । କେନ୍ଦ୍ର ରାଜ୍ୟମାନଙ୍କୁ ଟିକା ଦେବା କ୍ଷେତ୍ରରେ ଓଡିଶା ପାଇଁ ସରକାରୀ କୋଟାକୁ ୯୫ ପ୍ରତିଶତ  ଏବଂ ଘରୋଇ କୋଟାକୁ ୫ ପ୍ରତିଶତ…
ବ୍ରେକିଂ