Daily Archives

July 16, 2021

ଟି-୨୦ ବିଶ୍ୱକପର ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ପୁଣି କ୍ରିକେଟ୍ ମୈଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଅକ୍ଟୋବର ୧୭ରୁ ଆରମ୍ଭ ହେବ ଏବଂ ନଭେମ୍ବର ୧୪ ଯାଏଁ ଓମାନ ଓ ୟୁଏଇରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ୍ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ହେଲେ ଏହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼…

ଅନିଲ ଦେଶମୁଖଙ୍କ ଠାରୁ ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ

ମୁମ୍ବାଇ: ମହାରାଷ୍ଟ୍ରରେ ୧୦୦ କୋଟି  ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଘଟଣା । ତେବେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଠାରୁ ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ମନି ଲଣ୍ଡରିଂ ମାମଲାରେ ସମ୍ପୃକ୍ତି ଥିବା ନେଇ ଇଡି ଏହି…

ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକଙ୍କୁ ହତ୍ୟା

କାନ୍ଦାହାର : ପୁଲିତଜର ପୁରସ୍କାର ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକଙ୍କୁ ହତ୍ୟା । ଆଫଗାନିସ୍ତାନର କାନ୍ଦାହାରର ସ୍ପିନ୍ ବୋଲ୍ଡକ ଅଞ୍ଚଳରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସେ ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ରାୟଟର୍ସର ପାଇଁ କାର୍ଯ୍ୟ କରୁଥିଲେ । ଆଫାଗାନିସ୍ତାନରେ ଜାରି…

ଝାରସୁଗୁଡ଼ାରୁ ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର

ଝାରସୁଗୁଡ଼ା: ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର । ଝାରସୁଗୁଡ଼ା ସହର ଉପକଣ୍ଠ ବେହେରାମାଲ ସ୍ଥିତ ମୁଡିମିଲ ଗଳିରୁ ଉଦ୍ଧାର କରିଛି ପୋଲିସ ।  ମୃତ ଯୁବକ ଜଣଙ୍କ ସ୍ଥାନୀୟ ପୁରୁଣା ବସ୍ତି ଅଞ୍ଚଳର ବିପିନ ସାହା ବୋଲି ଜଣାପଡିଛି । ପୋଲିସ ତାଙ୍କ ନିକଟରୁ  ୭୪ ହଜାର ଟଙ୍କା, ମନିପର୍ସ…

ରାଜ୍ୟରେ ଆଜିଠୁ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ଵର : ରାଜ୍ୟରେ ଆଜିଠୁ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହୋଇଛି । କୋ ୱିନ ଆପ୍‌ର ସ୍ୱତନ୍ତ୍ର ସାଇଟ୍‌ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । କୋ-ୱିନ୍ ପୋର୍ଟାଲରେ ଏଥିପାଇଁ ସ୍ୱତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି । ତେବେ ପଞ୍ଜିକରଣ ନ କରି ମଧ୍ୟ ସିଧା…

୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକୁ ଗୁରୁତ୍ୱ ଦେବାକୁ…

ନୂଆଦିଲ୍ଲୀ : ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି କେଉଁଭଳି ପଦକ୍ଷେପ ନିଆଯାଇ ପାରିବ ସେନେଇ ୬ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି  । କିଛି ରାଜ୍ୟରେ କୋରୋନା ସ୍ଥିତି ଏବେ ବି ଚିନ୍ତାଜନକ ।…

PPL ସାର କାରଖାନା ଆଗରେ ମାଲବାହୀ ଟ୍ରେନ୍‌ ର ୪ଟି ବଗି ଲାଇନଚ୍ୟୁତ

ପାରାଦୀପ : ପାରାଦୀପ ବନ୍ଦରକୁ ଯାଉଥିବା ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ପାରାଦୀପ ପିପିଏଲ୍ ସାରକାନା ମୁଖ୍ୟ ଫାଟକ ସମ୍ମୁଖ ଲେବଲ୍ କ୍ରସିଂରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ପିପିଏଲ୍ ସାର କାରଖାନା ଓ ଟାଉନସିପ୍ କୁ ଯାତାୟାତ ସମ୍ପୂର୍ଣ୍ଣ…

ଉଦ୍ଧାରକାର୍ଯ୍ୟ ବେଳେ ଧସିଲା କୂଅ, ୪ ମୃତ

ଭୋପାଳ: ମଧ୍ୟପ୍ରଦେଶ ବିଦିସାର ଗଞ୍ଜବାସୋଦାରେ ଅଘଟଣ । କୂଅରେ ପଡ଼ିଥିବା ବାଳକକୁ ଉଦ୍ଧାର ବେଳେ ଧସିଲା କୂଅ। ଫଳରେ  ୩୦ ଜଣ ଲୋକ କୂଅରେ ପଡ଼ିଯାଇଥିବା ଜଣାପଡିଛି । ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ…

ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ଦେହାନ୍ତ

ମୁମ୍ବାଇ:  ତିନି ତିନି ଥର ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ଦେହାନ୍ତ ହୋଇଛି। ୭୫ ବର୍ଷ ବୟସରେ ସୁରେଖା ସିକ୍ରିଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଏହି ଲୋକପ୍ରିୟ ଅଭିନେତ୍ରୀ  ଅସୁସ୍ଥ ଥିଲେ । ଆଜି ସକାଳୁ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।  …

୨୪ ଘଣ୍ଟାରେ ଦେଶରେ ଆଉ ୩୮ ହଜାର ୯୪୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୮ ହଜାର ୯୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୦ ଲକ୍ଷ ୨୬ ହଜାର ୮୨୯କୁ ବୃଦ୍ଧି ପାଇଛି । ସେହିପରି ଦିନକରେ କୋରୋନାରେ ୫୪୨ ଜଣଙ୍କ ମୃତ୍ୟୁ ହୋଇଛି ।  ଦେଶରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୪…
ବ୍ରେକିଂ