Daily Archives

July 17, 2021

ରେଲୱେରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଓ ଅପହରଣ ମାମଲାରେ ୭ ଗିରଫ

ଭୁବନେଶ୍ୱର: ଅପହରଣ ଘଟଣାର ତଦନ୍ତ କରୁ କରୁ ବଡ଼ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଟଙ୍କା ଠକିବା ଓ ଅପହରଣ ଭଳି ଦୁଇଟି ଭିନ୍ନ ମାମଲାରେ ୭ ଜଣକୁ ଗିରଫ କରିଛି ପୋଲିସ । ରେଳବାଇରେ ଚାକିରି ଦେବା ନାଁରେ ଟଙ୍କା ଠକି ନେଇଥିବା ଅଭିଯୋଗ କରି ଶଳା-ଭିଣୋଇଙ୍କୁ ଅପହରଣ କରି…

ପ୍ରେମରେ ବିଫଳତା ପରେ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ବିରାଗାଡ଼ା ଗ୍ରାମରେ ପ୍ରେମରେ ବିଫଳତା ପରେ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା ।  ଯୁବକ ଜଣକ ହେଲେ ବିରାଗାଡ଼ା ଗ୍ରାମର କର୍ମଦୂତ ବଳିଆରସିଂଙ୍କ ୧୯ ବର୍ଷୀୟ ପୁଅ କର୍ଣ୍ଣ ବଳିଆରସିଂ। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୯ ଟା ସମୟରେ…

ସହରାଞ୍ଚଳ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ‘ଆହାର’ରେ ମିଶନ ଶକ୍ତି ଏସ୍‌ଏଚ୍‌ଜିଙ୍କ ଅଭିନବ ପଦକ୍ଷେପ

ଭୁବନେଶ୍ୱର: ମହିଳାମାନଙ୍କର ଅର୍ଥନୈତିକ ଏବଂ ସାମାଜିକ ସଶକ୍ତିକରଣକୁ ମିଶନ ଶକ୍ତି ବିଭାଗ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଆସୁଛି । ସରକାରୀ ବିଭାଗଗୁଡ଼ିକ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୫ ବର୍ଷରେ ୫୦୦୦ କୋଟି ଟଙ୍କାର ବ୍ୟବସାୟ ଯୋଗାଇଦେବାକୁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ…

୨ଏମ୍ ଏମ୍ କାଠରେ ଜଗନ୍ନାଥ ନିର୍ମାଣ କରି ରେକର୍ଡ

ବ୍ରହ୍ମପୁର : ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଆଉ ଏକ ସଫଳତା ଲାଭ କରିଛନ୍ତି। ୨ଏମ୍ ଏମ୍ କାଠରେ ଜଗନ୍ନାଥ ମୂର୍ତ୍ତି ନିର୍ମାଣ କରି ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ସେ। ବିଶ୍ଵର ଛୋଟ ଜଗନ୍ନାଥ ମୂର୍ତ୍ତି ଗଢିଛନ୍ତି ଯାହାର ଉଚ୍ଚତା ମାତ୍ର ୨ ଏମ୍ ଏମ୍ । ପୂର୍ବରୁ ୧ ସେମିର…

ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ୧୪୪ ଧାରା ଲାଗିବ

ପୁରୀ: ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ୧୪୪ ଧାରା ଲାଗୁ ହେବ । କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ସଂଧ୍ୟା  ୮ଟାରୁ ୨୧ ତାରିଖ ସଂଧ୍ୟା ୮ଟା ଯାଏଁ କଟକଣା ଜାରି ରହିବ । ବଡଦାଣ୍ଡରେ ଥିବା ସମସ୍ତ ଘର ଛାତ, ବାଲକୋନିରେ ଛିଡା ହେବା ଉପରେ କଟକଣା ଲଗାଯାଇଛି…

ରାଜ୍ୟରେ ଆଜି ୨୪୦୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୨୭ ହଜାର ୯୨୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି । ଆଜି କଟକରୁ ସର୍ବାଧିକ ୪୧୦ ଜଣ…

ଭୁବନେଶ୍ୱରରୁ ଆଜି ୩୭୨ କରୋନା ସଂକ୍ରମିତ ଚିହ୍ନଟ, ୨୨୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିବା ବଦଳରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥଠୁ ଆକ୍ରାନ୍ତଙ୍କ ଅଧିକ ରହୁଛି । ତେବେ ଆଜି ଭୁବନେଶ୍ୱରରେ ୩୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୮୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୮୫ ଜଣ…

ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଷ୍ଟେଟ ୱାଇଡ ଏରିଆ ନେଟୱର୍କ ପ୍ରକଳ୍ପର ଅପ-ଗ୍ରେଡେସନକୁ ଅନୁମୋଦନ କରିଛି…

ସୋମବାରରୁ ୧୬ଟି ରୁଟରେ ‘ମୋ ବସ’ ଚାଲିବ

ଭୁବନେଶ୍ୱର: ସୋମବାରଠାରୁ ଗଡିବ ମୋ ବସ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋ ବସ ସେବା ଜୁଲାଇ ୧୯ ସୋମବାର ଠାରୁ ଆରମ୍ଭ ହେବ । “ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ୧୬ଟି ରୁଟ୍‌ରେ ଚାଲିବ ମୋ ବସ । ଆଗାମୀ ଦିନରେ ଆହୁରି ଅଧିକା ରୁଟ୍‌ରେ ବସ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା…

ସୋମବାର ଠାରୁ ରାଜ୍ୟରେ ବସ୍ ଚାଲିବ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ସ୍ୱାଭାବିକ ହେବ ବସ୍ ଚଳାଚଳ। କରୋନା ମହାମାରୀ ଯୋଗୁ ବନ୍ଦ ଥିବା ବସ ପୁଣି ଚଳାଚଳ କରିବ।  ଏନେଇ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେହିପରି ଘରୋଇ ବସ୍ ମାଲିକ ସଂଘ ସହ…
ବ୍ରେକିଂ