Daily Archives

July 18, 2021

ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ନିଯୁକ୍ତ

ନୂଆଦିଲ୍ଲୀ :  ସିଦ୍ଧୁ ହେଲେ ପଞ୍ଜାବ କଂଗ୍ରେସ ମୁଖ୍ୟ। ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ସିଦ୍ଧୁଙ୍କ ସମେତ ୪ ଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସଙ୍ଗତ ସିଂହ ଗିଲଜିଆନ, ସୁଖିନ୍ଦର ସିଂହ ଡାନି,…

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୭ ୱିକେଟ୍‌ରେ ଜିତିଲା

କଲମ୍ବୋ:  ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆର ସହଜ ବିଜୟ ହୋଇଛି । ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ। ଭାରତ ପକ୍ଷରୁ ଅଧିନାୟକ ଶିଖର ଧାୱନଙ୍କ ସର୍ବାଧିକ ୮୫ ରନ୍ ସଂଗ୍ରହ କରିଥିବା ବେଳେ  ଯୁବ କ୍ରିକେଟର ଈଷନ କିଷନ ୫୯ ରନ୍,  ପୃଥ୍ୱୀ ସ୪୩ ରନ  ସଂଗ୍ରହ…

ଗଞ୍ଜାମରେ ଓଡିଶାର ପ୍ରଥମ ଇ-ଲାଇବ୍ରେରୀ

ବ୍ରହ୍ମପୁର : ଗଞ୍ଜାମରେ ଓଡିଶାର ପ୍ରଥମ ଇ-ଲାଇବ୍ରେରୀ । ଗଞ୍ଜାମ ଜିଲ୍ଲାର କରଡାକନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶାର ପ୍ରଥମ ଇ-ଲାଇବ୍ରେରୀ ସ୍ଥାପିତ ହୋଇଛି । ପୁସ୍ତକ ସହିତ ଅନଲାଇନ୍ ପୁସ୍ତକ ମଧ୍ୟ ଏଠାରେ ଉପଲବ୍ଧ ହେବ । ଏହା ପାଠକଙ୍କର ଜ୍ଞାନ ସ୍ତର ବୃଦ୍ଧି କରିବାରେ ସହାୟକ ହେବ…

ଚିକିତ୍ସା ପାଇଁ ସଞ୍ଚିତ କରି ରଖିଥିବା ଟଙ୍କାକୁ ମୂଷା କାଟିଦେଲା

ହାଇଦ୍ରାବାଦ :  ଚିକିତ୍ସା ପାଇଁ ସଞ୍ଚିତ କରି ରଖିଥିବା ଟଙ୍କାକୁ କାଟି ନଷ୍ଟ କରିଦେଲା ମୂଷା । ହଜାରେ କି ଦୁଇ ହଜାରେ ନୁହେଁ ପ୍ରାୟ ଦୁଇ ଲକ୍ଷ ଟଙ୍କା କାଟି ନଷ୍ଟ କରି ଦେଇଛି ମୂଷା । ଏଭଳି ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ଇନ୍ଦିରାନଗର ଥାଣ୍ଡାର ଭେମାନୁର ଗାଁରେ । ସୁଚନା…

ଜାମିଆ ମିଲିଆରେ ସାମ୍ବାଦିକ ଦାନିଶ ସିଦ୍ଦିକୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପହଁଞ୍ଚିଛି ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକୀଙ୍କ ପାର୍ଥିବ ଶରୀର । ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଦାନିଶଙ୍କ ମର ଶରୀର ନେଇ ଆସିଥିବା ଏୟାର ଇଣ୍ଡିଆର ବିମାନ ଦିଲ୍ଲୀରେ ପହଁଞ୍ଚିଛି । ପୁଲିତ୍‌ଜର ପୁରସ୍କାରରେ ସମ୍ମାନିତ ଫଟୋ ସାମ୍ବାଦିକ ଦାନିଶ…

ରାସ୍ତା ତିଆରିକୁ ନେଇ ଦୁଇ ପରିବାର ମଧ୍ୟରେ ହାତାହାତି , ୭ ଆହତ

ଭଦ୍ରକ : ରାସ୍ତା ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ବାସୁଦେବପୁରର ଆନ୍ଦୋଳା ପଞ୍ଚାୟତ କାଶିପୁର ଗାଁର ଦେଖିବାକୁ ମିଳିଛି ଏଭଳି ଘଟଣା ।  ସମସ୍ତ ଗୁରୁତର ଆହାତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା…

ଦଳର ସ୍ଥିତିକୁ ଆଗକୁ ନେବାରେ ମହିଳା ମୋର୍ଚ୍ଚାର ଭୂମିକା ଅତୁଳନୀୟ: ଧର୍ମେନ୍ଦ୍ର

ଭୁବନେଶ୍ୱର:  ରବିବାର ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ବୈଠକରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଦଳର…

ଆଜି ଓଡିଶାରୁ ୨୪୯୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ସୁସ୍ଥ ହେଲେ ଆଉ ୨ ହଜାର ୪୯୨ ଜଣ କରୋନା ଆକ୍ରାନ୍ତ  । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ଟ୍ୱିଟ କରି ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୬୪, କଟକରୁ ୩୭୮, ବାଲେଶ୍ଵରରୁ ୨୨୧, ଯାଜପୁରରୁ ୧୮୦, ନୟାଗଡରୁ ୧୪୭, ପୁରୀରୁ ୧୦୪, ମୟୂରଭଞ୍ଜରୁ…

ରେଳଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା- ଏହି ଦୁଇଟି ଟ୍ରେନ ବାତିଲ

ଭୁବନେଶ୍ୱର: ବାତିଲ ହେଲା ବିଶାଖା ଆଉ ପ୍ରଶାନ୍ତି ଏକ୍ସପ୍ରେସ । କୋଟ୍ଟଭାଲାସା-ପାଲାସା ରେଳ ସେକ୍ସନର ଆଲମଣ୍ଡା ଏବଂ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରେଳ ବିଭାଗ । ସେଗୁଡିକ ହେଲା. ୦୭୦୧୫…

ସ୍ୱାସ୍ଥ୍ୟ ପାଇଁ ହିତକର ବନ୍ଧାକୋବି ସୁପ୍

ପାଟିକୁ ସୁଆଦିଆ ଏବଂ ଦେହକୁ ହିତ ବନ୍ଧାକୋବି ସୁପ୍‌। ଆବଶ୍ୟକୀୟ ସାମଗ୍ରୀ ଗୋଟେ ବନ୍ଧାକୋବି ପିଆଜ ୨ଟା ଟମାଟୋ ୧ଟା ରଶୁଣ ୧ କୋଲା କଞ୍ଚାଲଙ୍କା ୧ଟା ଧନିଆପତ୍ର ଲୁଣ ଏବଂ ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗୋଟେ କଡ଼େଇରେ ଗୋଟିଏ ଚାମଚ ଦେଶୀ…
ବ୍ରେକିଂ