Daily Archives

July 18, 2021

ଭାରତକୁ ୨୬୩ ରନର ଟାର୍ଗେଟ

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

ଆଜି ଭୁବନେଶ୍ୱରରୁ ୩୧୮ କରୋନା ସଂକ୍ରମିତ ଚିହ୍ନଟ, ୨୭୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ ୩୧୮ କରୋନା ଆକ୍ରାନ୍ତ । ସେଥିମଧ୍ୟରୁ ୬୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୯ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ହଜାର ୮୮୪ କୁ ବୃଦ୍ଧି ପାଇଛି । ଏନେଇ ବିଏମସି…

ଗୁଗୁଲ ଡୁଡୁଲରେ ଭାରତର ପ୍ରଥମ ମହିଳା ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ମହିଳା ଡାକ୍ତର କାଦମ୍ବିନୀ ଗାଙ୍ଗୁଲିଙ୍କ ୧୬୦ ତମ ଜନ୍ମ ବାର୍ଷିକୀ । ଏ ଅବସରରେ ଗୁଗୁଲ କାଦମ୍ବିନୀ ଗାଙ୍ଗୁଲିଙ୍କୁ ଏକ ଡୁଡଲ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି । ଗାଙ୍ଗୁଲି ପ୍ରଥମ ମହିଳା ଯିଏକି ୧୮୮୪ ମସିହାରେ କଲିକତା ମେଡିକାଲ କଲେଜରେ ନାମ ଲେଖାଇଥିଲେ ।…

ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର:  ରାଜ୍ୟରେ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଥିବା ବେଳେ ଶତ ପ୍ରତିଶତ କ୍ଷମତା ସହିତ ଅଫିସ ଚଳାଇବା ନିମନ୍ତେ ଅନୁମତି ମିଳିଛି । ରବିବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଏହି…

ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ହସ୍ପିଟାଲରେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ  : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ବିଗିଡିବାରେ ଲାଗିଛି । ତେବେ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତକାଲି ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି…

ବିସ୍ଥାପିତ ହେବାର ୫୦ ବର୍ଷ ପରେ ବି ସୁନ୍ଦରଗଡ ଗାଁ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ

କନ୍ଧମାଳ : ବିସ୍ଥାପିତ ହେବାର ବର୍ଷେ କି ୨ବର୍ଷ ନୁହେଁ ପାଖାପାଖି ୫ ଦଶନ୍ଧୀ ବିତି ଗଲାଣି ,ହେଲେ ଏଯାଏଁ ବିସ୍ଥାପିତ ଲୋକଙ୍କ ସମସ୍ୟା ସୁଧୁରୁନି । ରାସ୍ତାଘାଟ, ପାନୀୟ ଜଳ ଆଦି ମୌଳିକ ସୁବିଧା ଟିକକ ନ ପାଇ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁନ୍ଦରଗଡ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ଛତ୍ରପୁର : ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ ।  ଛତ୍ରପୁର ଉପକଣ୍ଠ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମୃତ ଯୁବକ ଜଣଙ୍କ ହେଲେ ନୀଳାଦ୍ରିପୁର ଗ୍ରାମର ପବିତ୍ର ପ୍ରଧାନ l ସୂଚନା ଅନୁସାରେ ଆଜି ସକାଳେ…

ମୌସୁମୀ ଅଧିବେଶନ ପୂର୍ବରୁ ମୋଦିଙ୍କ ସର୍ବଦଳୀୟ ବୈଠକ

 ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଅର୍ଥାତ ୧୯ ଜୁଲାଇରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ସଂସଦର ମୌସୁମୀ ଅଧିବେଶନ । ଏହାର ଦିନକ ପୂର୍ବରୁ ସର୍ବଦଳୀୟ ବୈଠକରେ ୩୩ଟି ଦଳର ୪୦ରୁ ଊର୍ଦ୍ଧ୍ବ ନେତା ସାମିଲ…

ଅଲମ୍ପିକ ପଦକ ବିଜେତା ଓଡିଆ ଖେଳାଳିଙ୍କ ପାଇଁ OOAର ପୁରସ୍କାର ଘୋଷଣା

କଟକ: ଓଡିଶା ଅଲମ୍ପିକ ସଂଘ(OOA)ର ବଡ ଘୋଷଣା । ଟୋକିଓ ଅଲମ୍ପିକରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ରାଜ୍ୟ ଅଲମ୍ପିକ ସଂଘ । ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କ ପାଇଁ ୩ ଲକ୍ଷ ଓ କାଂସ୍ୟ ପଦକ ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବା…

ଆସନ୍ତା ୧୯ ରୁ ଟ୍ୱିନ ସିଟିରେ ମୋ ବସ ସେବା ଆରମ୍ଭ

 ଭୁବନେଶ୍ୱର: ଆସନ୍ତା ୧୯ ରୁ ଆରମ୍ଭ ହେବ ମୋ ବସ ସେବା । ୧୬ ଟି ମାର୍ଗ (ରୁଟ)ରେ ସକାଳ ୭ରୁ ସନ୍ଧ୍ୟା ୬ ଟା ଯାଏଁ ମୋ ବସ ଚଳାଚଳ କରିବ । ପରିସ୍ଥିତିକୁ ଦେଖି ଆଗାମୀ ଦିନରେ ଅଧିକ ମାର୍ଗରେ ବସ ଚଳାଚଳ କରାଯିବ ବୋଲି କ୍ରୁଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି । ବସ ସେବା ସୋମବାରରୁ…
ବ୍ରେକିଂ