Daily Archives

July 18, 2021

କରୋନା ଟେଷ୍ଟରେ ଓଡ଼ିଶାର ରେକର୍ଡ

ଭୁବନେଶ୍ୱର: କରୋନା ଟେଷ୍ଟରେ ଓଡ଼ିଶାର ରେକର୍ଡ । ରାଜ୍ୟରେ ୧.୫ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅଧିକ…

ଲକ୍ଷଣ ଥାଇ ବି ଲୋକେ ଟେଷ୍ଟ କରୁ ନାହାନ୍ତି: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର : କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ । ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରୁ ନାହିଁ । ଅନେକ ହିଡେନ୍ କେସ ରହୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୩ ମାସ ଇନଟିଗ୍ରେଟେଡ଼ ସର୍ଭିଲାନ୍ସ କରାଯିବ । ଅଗଷ୍ଟ…

ପ୍ରଥମ ଦିନିକିଆ: ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ଜାରି

କଲମ୍ବୋ: ଆର.ପ୍ରେମଦାସା ପଡିଆରେ ଚାଲିଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ । ପ୍ରଥମେ ଟସ ଜିତି ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ତେବେ ରିପୋର୍ଟ ଲେଖିଲା ବେଳେକୁ ପ୍ରଥମେ ବ୍ୟାଟିଂ ଜାରି ରଖିଥିବା ଶ୍ରୀଲଙ୍କା ୮ ଓଭରରେ ୩୯ ରନ ସଂଗ୍ରହ କରିଛି । ଏହି…

ବାହୁଡ଼ା ଯାତ୍ରାରେ ଅମାନିଆଙ୍କ ଲାଗି ୨୦ଟି ସ୍କ୍ୱାର୍ଡ ଗଠନ

ପୁରୀ : ଦିନକ ପରେ ହେବ ବାହୁଡ଼ା ଯାତ୍ରା । ତାପୂର୍ବରୁ ପୁରୀରେ ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ କରାଯିବ । ସେହିପରି ଅମାନିଆଙ୍କୁ ସାବାଡ କରିବାକୁ ୨୦ଟି ସ୍କ୍ୱାର୍ଡ ଗଠନ କରାଯାଇଛି ।…

ମାଲକାନଗିରିରେ ୨ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରିରେ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ଼ କ୍ୟାଡରର ଏହି ୨ ନକ୍ସଲ ରବିବାର ଓଡ଼ିଶା ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର । ସବିତା ନାଁରେ ୨…

ଜୁଲାଇ ୨୧ ରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଦିଆଯିବ ଟିକା । ଆସନ୍ତା ଜୁଲାଇ ୨୧ ରୁ ଟିକାକରଣ ଆରମ୍ଭ କରାଯିବ। ଗର୍ଭବତୀମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକା ନେଇ ପାରିବେ ବୋଲି  ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି  ସୂଚନା ଦିଆଯାଇଛି । As per the Health Department…

ଦେଶରେ ୨୪ ଘଣ୍ଟାରେ ୪୧ ହଜାର ୧୫୭ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ୨୪ ଘଣ୍ଟାରେ ୪୧ ହଜାର ୧୫୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୧ ଲକ୍ଷ ୬ ହଜାର ୬୫କୁ ବୃଦ୍ଧି ପାଇଛି । ସେହିପରି ଦିନକରେ କୋରୋନାରେ ୫୧୮ ଜଣଙ୍କର ମୃତ୍ୟୁ ହୋଇଛି । କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯କୁ…

ଘାଟିରୁ ଶହେ ଫୁଟ୍ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟିରୁ ଶହେ ଫୁଟ୍ ତଳକୁ ଖସିଲା ଟ୍ରକ୍ । ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ  ହେଲପର ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି । ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ କୋଲକାତା ଯାଉଥିଲା । ଏଥିରେ ଲୁହା ପଥର…

କୋରାପୁଟରେ ପୋଲିସ ଡିଜି ଅଭୟ, ମାଓ କାର୍ଯ୍ୟକଳାପର ସ୍ଥିତି ଓ ମୁକାବିଲା ନେଇ ସମୀକ୍ଷା

ସୁନାବେଡା: କୋରାପୁଟ ସୁନାବେଡ଼ାରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ସେ । ମାଓ କାର୍ଯ୍ୟକଳାପର ସ୍ଥିତି ଓ ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ପୋଲିସ ଡିଜିଙ୍କ ସହ ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍,…

ଚୋରା ବନ୍ଧୁକ ରାକେଟର ପର୍ଦ୍ଦାଫାସ, ୧୦ ଚୋରା ବନ୍ଧୁକ ସହ ୨ ବେପାରୀ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧାରେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟର ପର୍ଦ୍ଦାଫାସ ହୋଇଛି । ଘଟଣାରେ ୧୦ଟି ଚୋରା ବନ୍ଧୁକ ସହ ୨ ବେପାରୀଙ୍କୁ ଗିରଫ କରାଯାଇଛି । ଖୋର୍ଦ୍ଧା-ରଣପୁର ସୀମାରୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନୟାଗଡ଼ ଜିଲ୍ଲାର ରଣପୁରର ବସନ୍ତ ମହାରଣା ଓରଫ…
ବ୍ରେକିଂ