Daily Archives

July 19, 2021

ଦୁଇ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ

ନୟାଗଡ଼: ଦୁଇ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ। ଏଥିସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଜୋରିମାନ ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଲେଖାଏ ଜେଲ୍‌ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଚିଲଡ୍ରେନ କୋର୍ଟର ସ୍ୱତନ୍ତ୍ର ବିଚାରପତି । ସୂଚନାମୁତାବକ ୨୦୧୭…

‘ମୋ ସ୍କୁଲ’ଅଭିଯାନ ପାଇଁ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶରେ ସାମିଲ ହେବ ‘ମୋ ସ୍କୁଲ’। ଏଥିପାଇଁ  ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୯୫କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୨୩ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ସହ ଯୋଡ଼ି ହୋଇଥିବା ବେଳେ ପୁରାତନ…

ବାହୁଡା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଲାଗୁ ହେଲା

ପୁରୀ: ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ବାହୁଡା ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ଲାଗୁ ହୋଇଛି । ୨୧ ତାରିଖ ରାତି ୮ଟା ଯାଏଁ ଏହି କଟକଣା ବଳବତ୍ତ ରହିବ ।   ଏହି ସମୟରେ ଲୋକମାନେ ଘରୁ ନବାହାରିବା ପାଇଁ କଟକଣା ଜାରି କରାଯାଇଛି । ଶ୍ରୀଜୀଉଙ୍କୁ ବାହୁଡ଼ାଇ…

ଭୁବନେଶ୍ୱରରୁ ୧୮୧ କରୋନା ସଂକ୍ରମିତ ଚିହ୍ନଟ, ୧୫୮ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତଳମୁହାଁ ହୋଇଛି କରୋନା ଆକ୍ରାନ୍ତ ସଂଖ୍ୟା । ତେବେ ଆଜି ଭୁବନେଶ୍ୱରରେ ୧୮୧ କରୋନା ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ ୬୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧୬ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ…

ଆଜି ଓଡିଶାରୁ ୨୨୪୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ସୁସ୍ଥ ହେଲେ ଆଉ ୨ ହଜାର ୨୪୮ ଜଣ କରୋନା ଆକ୍ରାନ୍ତ  । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ଟ୍ୱିଟ କରି ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୫୦, କଟକରୁ ୨୮୪ ସୁସ୍ଥ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ଅଗଷ୍ଟ ୨୭ ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା ହେବ

କଟକ: ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ । ଅଗଷ୍ଟ ୨୭ ତାରିଖରେ ହେବ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା।  ଦୁଇଟି ସିଟିଂରେ ପରୀକ୍ଷା ହେବ। ସକାଳ ୧୦ରୁ ୧୨ ଜିଏସ୍‌ ପ୍ରଥମ ପେପର ଓ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ।…

ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି, ୩୫ହଜାର ହେକ୍ଟର ଜମି ଜଳସେଚିତ ହେବ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନର ଅପେକ୍ଷା ପରେ ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି । ଫଳରେ ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା  ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ…

ଉତ୍ତରାଖଣ୍ଡରେ ଆଉ ସପ୍ତାହ ପର୍ଯ୍ୟନ୍ତ କୋଭିଡ କର୍ଫ୍ୟୁ ବୃଦ୍ଧି

ଡେରାଡୁନ୍: ଉତ୍ତରାଖଣ୍ଡରେ ପୁଣି ବୃଦ୍ଧି ହେଲା କୋଭିଡ କର୍ଫ୍ୟୁ । ଏ ନେଇ କ୍ୟାବିନେଟ ମନ୍ତ୍ରୀ ସୁବୋଧ ୟୁନିୟାଲ ସୋମବାର ଘୋଷଣା କରିଛନ୍ତି  । ପୂର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି । ସେହିପରି ସେ ଆହୁରି ମଧ୍ୟ…

ଆସନ୍ତାକାଲି ୧୧ ଟା ପର୍ଯ୍ୟନ୍ତ ମୌସୁମୀ ଅଧିବେଶନର ଉଭୟ ସଦନର ବୈଠକ ସ୍ଥଗିତ

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଭିତରେ ମୌସୁମୀ ଅଧିବେଶନର ପ୍ରଥମଦିନ ଠିକରେ ଚାଲିପାରି ନାହିଁ ଲୋକସଭା ଓ ରାଜ୍ୟ ସଭା । ଫଳରେ ଏହା ଆସନ୍ତାକାଲି ୧୧ ଟା ପର୍ଯ୍ୟନ୍ତ  ସ୍ଥଗିତ ରହିଛି । ଅନ୍ୟପଟେ  ଫୋନ୍ ଟ୍ୟାପିଂ ବିବାଦକୁ ନେଇ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ…

ଅଭିନେତା ବିଦ୍ୟୁତ ଜାମୱାଲଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ ‘ଆଇବି-୭୧’ ଘୋଷଣା

ମୁମ୍ବାଇ: ବଲିଉଡ଼ ଅଭିନେତା ବିଦ୍ୟୁତ ଜାମୱାଲ ଅଭିନେତାରୁ ପ୍ରଯୋଜକରେ ପାଦ ଥାପିଛନ୍ତି । ନିଜର ପ୍ରଡକ୍ସନ ହାଉସ ଆକ୍ସନ ହୀରୋ ବ୍ୟାନରରେ ପ୍ରଥମ ଚଳଚ୍ଚିତ୍ର ‘ଆଇବି-୭୧’ ନାମକ ଚଳଚ୍ଚିତ୍ରର ଘୋଷଣା କରିଛନ୍ତି। ଏହି ଥ୍ରୀଲର ଫିଲ୍ମକୁ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଗାଜିର ନିର୍ଦ୍ଦେଶକ…
ବ୍ରେକିଂ