Daily Archives

July 20, 2021

ଭଦ୍ରକରୁ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ,ଜଣେ ଗିରଫ

ଭଦ୍ରକ: ଭଦ୍ରକ ଗୁଆମାଳଠାରେ ୧୭୫ ଗ୍ରାମର ବ୍ରାଉନସୁଗାର ଜବତ  । ବ୍ରାଉନସୁଗାର ବେପାର ହେଉଥିବା ବେଳେ ମାଡିବସିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକକୁ ଜବତ କରିଛି ବିଭାଗ । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୭…

ନିଖୋଜର ତିନି ଦିନ ପରେ ପାଣିରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ତରଭା: ନିଖୋଜର ତିନି ଦିନ ପରେ ଗଳିତ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ତରଭା ବ୍ଲକ ସରଗଜ ପଞ୍ଚୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୃତକ ଜଣଙ୍କ ହେଉଛନ୍ତି ବ୍ରହ୍ମଣୀ ଗ୍ରାମର ପ୍ରଶାନ୍ତ ସାହୁ ବୋଲି ଜଣାପଡିଛି । ସୂଚନାମୁତାବକ ଗତ ୧୭ ତାରିଖରେ ବ୍ରହ୍ମଣୀ…

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚିଲେ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଆହୁରି ରହସ୍ୟ ମୟ ହେବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ତଥ୍ୟ ଯୋଡ଼ି ହେବାରେ ଲାଗିଛି ଯାହାକି ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଅଧିକ ରହସ୍ୟାବୃତ୍ତ କରି ଦେଇଛି । ଏନେଇ ଆଜି…

ବଡଦାଣ୍ଡରେ ତିନି ରଥ ଗଡିଲା

ପୁରୀ : ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଛନ୍ତି ଶ୍ରୀଜିଉ । ପ୍ରଭୁଙ୍କ ଏହି ମାନବୀୟ ଲୀଳା, ଦୂରରୁ ଥାଇ ଟିଭି ମାଧ୍ୟମରେ ଦେଖୁଛନ୍ତି ଭକ୍ତ । ତେବେ ବାହୁଡା ଯାତ୍ରାର ନିର୍ଘଂଟ ନୀତି ଅନୁଯାୟୀ ସକାଳ ଆଠଟାରୁ ଆରମ୍ଭ ହୋଇଥିଲା ପହଣ୍ଡି…

ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି

କଲମ୍ବୋ: ମଙ୍ଗଳବାର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ । ଏଥିରେ ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଯାହାଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବୋଲିଂ କରିବ। ପ୍ରଥମ ଦିନିକିଆକୁ ୭ ୱିକେଟ୍‌ରେ ଜିତିବା ପରେ ଭାରତୀୟ…

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ୭ ଗିରଫ

ସଇଁତଲା: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ଏଥିରେ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ସଇଁତଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜେଶ ବଗର୍ତି ତାଙ୍କ ମାଆ କିଆଁ ବଗର୍ତି , ବୈଷ୍ଣବ ବଗର୍ତି, ତହସିଲ ବଗର୍ତି , ନବ ବଗର୍ତି, ହୃଷିକେଶ  ବଗର୍ତିଙ୍କ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଦୁଇଟି ସ୍ଥାନରେ ଚଢାଉ

ଭୁବନେଶ୍ୱର:  ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ସହକାରୀ ଯନ୍ତ୍ରୀ । ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଧରିଆ ମାଝୀ ବୋଲି ଜଣାପଡିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ଟିମ । ଧରିଆ ମାଝୀଙ୍କର ବାସଭବନ ସମେତ ଏକକାଳୀନ ପାଞ୍ଚଟି ଜାଗାରେ ଚଢାଇ…

ବିରାମଚନ୍ଦ୍ରପୁରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଲୁ ମୃତ

ବୌଦ୍ଧ : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଲୁ ମୃତ। ବୌଦ୍ଧ ରେଞ୍ଜ ଅଧିନସ୍ଥ ବିରାମଚନ୍ଦ୍ରପୁରରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ, ଆଜି ଭୋର ସକାଳୁ ବିରାମଚନ୍ଦ୍ରପୁର ଗ୍ରାମର କିଛି ଲୋକ…

ଛେରାପହଁରାରେ ଗଜପତି ମହାରାଜାଙ୍କ ୫୦ ବର୍ଷ ପୂରଣ

ପୁରୀ: ଛେରାପହଁରାକୁ ୫୦ ବର୍ଷ ପୂରଣ କରି ଗଜପତି ମହାରାଜାଙ୍କ ରେକର୍ଡ । ଚଳିତ ବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି ମହାରାଜା।  କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ ।…

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା; ଶ୍ୱଶୂର କହିଲେ ଜ୍ୱାଇଁ ମୋର ଦେବତା ଭଳି

ଉଦଳା: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା ଏବେ ଘନେବାରେ ଲାଗିଛି । ଚାଲିଛି ଦୋଷ ଲଦାଲଦି। ସୌମ୍ୟଙ୍କ ପରିବାର ବିଦ୍ୟାଙ୍କ ଉପରେ ଦୋଷ ଲଦୁଥିବା ବେଳେ ବିଦ୍ୟା କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିତିହିନ । ଏହାରି ମଧ୍ୟରେ ତାଙ୍କ ପତ୍ନୀ…
ବ୍ରେକିଂ