Daily Archives

July 21, 2021

ଭାରତ ବିପକ୍ଷ ଦୁଇ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ: ଅଗଷ୍ଟ ୪ରୁ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ସିରିଜର ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ୧୭ ଜଣ ଖେଳାଳୀ ନା ଘୋଷଣା କରିଛି। ଜୋ ରୁଟ୍ ଟିମର କ୍ୟାପଟେନ୍ ପଦ ବଜାୟ ରଖିଛନ୍ତି। ଟିମକୁ ଅଭିଜ୍ଞ ଖେଳାଳି ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର, ଜନ୍ନି…

ଭୁବନେଶ୍ୱରରୁ ୩୬୯ କରୋନା ସଂକ୍ରମିତ ଚିହ୍ନଟ, ୨୩୫ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଉପରମୁହାଁ ହେଉଛି ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା । ତେବେ ଆଜି ଭୁବନେଶ୍ୱରରେ ୩୬୯ କରୋନା ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ ୬୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୦୪ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ…

ଟାଟା ଏସି ଗାଡି ଓଲଟି ୧୫ ଆହତ

ପାତ୍ରପୁର: ପାତ୍ରପୁର ବ୍ଲକ ସାମନ୍ତରାପୁର ପଂଚାୟତର ଗୋପୀନାଥପୁର ଛକ ନିକଟରେ ଓଲିଟିଲା ଟାଟା ଏସି ଗାଡି । ୧୫ ମହିଳା ଶ୍ରମିକ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତ ମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜରଡ଼ା ନୂତନ ପ୍ରାଥମିକ…

ଆସନ୍ତା ୨୬ ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ ଖୋଲିବ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି ମହାମାରୀ କରୋନା । ଏହାକୁ ଦୃଷ୍ଟିରେ ରଖି କଟକଣା ମଧ୍ୟ କୋହଳ କରାଯାଇଛି । ତେଣୁ  ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖୋଲିବ । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି  । ଦଶମ ଓ ଦ୍ବାଦଶ…

ବ୍ରହ୍ମପୁରରୁ ୯ ଆନ୍ତରାଜ୍ୟ ଡକାୟତ ଗିରଫ

ବ୍ରହ୍ମପୁର: ପୋଲସ କବଜାରେ ଆନ୍ତରାଜ୍ୟ ଗ୍ୟାଙ୍ଗର ୯ ଡକାୟତ । ଏମାନଙ୍କ ମଧ୍ୟରେ ୮ ଜଣ ଝାଡ଼ଖଣ୍ଡର ଡକାୟତ ଥିବା ବେଳେ ଓ ଜଣେ ଭୁବନେଶ୍ୱର ବାଳକାଟି ଅଞ୍ଚଳର ଡକାୟତ ରହିଛି ବୋଲି ଜଣାପଡିଛି ।  ଏଥିସହ ଏମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଲେଖା ଗୁଳି-ଖଣ୍ଡା-ବୋମା- ଲୁହା ରଡ୍ ଏବଂ ୩୨ଟି…

ଭୀମଟାଙ୍ଗୀରେ ମହିଳାଙ୍କ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ନିଜ ଅପରାଧ ସ୍ୱୀକାର କଲା

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗୀରେ ପ୍ରିୟଙ୍କା ସାହୁଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ ସ୍ୱୀକାର କରିଛି । ଏ ନେଇ ଆଜି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଏମ୍ସରେ ଚିକିତ୍ସିତ ହେଉଥିବା ହତ୍ୟା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଜେରା ବେଳେ ପଦାକୁ…

ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକା ଦିଆଗଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇଛି । ବିଏମ୍‌ସିର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଗର୍ଭବତୀଙ୍କ ଟିକାକରଣ କରାଯାଉଛି । ଏ ନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । #PregnantWomen administered…

ପୁଲିସର ଗିରଫଦାରୀ ପ୍ରତିବାଦରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କଲେ

ବଲାଙ୍ଗିର: ପୁଲିସର ଗିରଫଦାରୀକୁ ବିରୋଧ  । ଫଳରେ ବଲାଙ୍ଗିର ଏସପି ଅଫିସ ଘେରାଉ କରିବା ସହିତ ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରି ପୁଇଁତଳା ଅଏଁଳାସାରି ଗାଁର ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସିଛନ୍ତି । ସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି…

ବୌଦ୍ଧରୁ ବାଘଛାଲ ଜବତ,ଜଣେ ଗିରଫ

ବୌଦ୍ଧ: କ୍ରାଇମବ୍ରାଞ୍ଚ STF ଦ୍ୱାରା ବାଘଛାଲ ସ୍ମଗଲିଂର ପର୍ଦ୍ଦାଫାସ । କଲରାପତିଆ ବାଘ ଛାଲ ଜବତ ସହ ଜଣେ ସ୍ମଗଲରକୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରା ଅଞ୍ଚଳରୁ ଗିରଫ କଲା STF । ସେହିପରି ଗୋଟିଏ ଦେଶୀ ବନ୍ଧୁକ, ୧୨ଟି ସିସା ଗୁଳି,ଗନ୍…

ନନ୍ଦନକାନନରେ ୩ଟି ଶାବକ ଜନ୍ମଦେଲା ବିଜଲୀ, ଜଣେ ମୃତ

ବାରଙ୍ଗ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷ ପରେ ନନ୍ଦନକାନନରେ ଏକକାଳୀନ ୩ଟି ଶାବକ ଜନ୍ମ ଦେଇଛି ସିଂହୀ ବିଜଲୀ । ତିନୋଟି ଶାବକ ମଧ୍ୟରେ ଗୋଟିଏ ଶାବକ ମୃତ ଅବସ୍ଥାରେ ଜନ୍ମ ହୋଇଥିବା ଜଣାପଡି । ସେହିପରି ଅନ୍ୟ ଦୁଇ ଶାବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଵାଭାବିକ ନାହିଁ । ତେଣୁ ଉଦ୍ୟାନ…
ବ୍ରେକିଂ
ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି