Daily Archives

July 21, 2021

ଆଜି ଠାରୁ ୧୫ ଅଗଷ୍ଟ ଯାଏଁ ଲାଲ୍ କିଲା ବନ୍ଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲାଲ୍ କିଲା ବନ୍ଦ । ସ୍ୱାଧୀନତା ଦିବସର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜିଠୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଲାଲ୍ କିଲା ଦୁର୍ଗକୁ ପ୍ରବେଶ ପାଇଁ ମନା ହୋଇଛି ।  ଯେଉଁମାନେ ଜୁଲାଇ ୨୧ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲ୍ କିଲା ରେଡ୍ ଦୁର୍ଗ…

ସାବତ ବାପା ମାଡ଼ରେ ନାବାଳିକା ଝିଅ ମୃତ୍ୟୁ

କେନ୍ଦୁଝର: ଫୋନ୍‌ରେ କଥା ହେଉଥିବାରୁ ଝିଅକୁ ବାଡେଇ ବାଡେଇ ମାରିଦେଲା ସାବତ ବାପା । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଚମ୍ପୁଆ ଥାନା ରଘୁଆଳ ସାହିରେ ଘଟିଛି । ସୂଚନାଯୋଗ୍ୟ ଗତକାଲି ରାତିରେ ନାବାଳିକାଜଣକ ଫୋନରେ କାହା ସହ କଥା ହେଉଥିଲା। ଏହା ଦେଖି ସାବତ ବାପା କୈଳାସ ତାକୁ ଆକଟ କରିବାରୁ…

ଦେଶରେ ଗତ ୨୪ ଘଣ୍ଟାରେ ୪୨ ହଜାର ୧୫ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆଜି ପୁଣି ଉପର ମୁହାଁ କରୋନା ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୧୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୩ କୋଟି ୧୨ ଲକ୍ଷ ୧୬ ହଜାର ୩୩୭ କୁ ବୃଦ୍ଧି ପାଇଛି । ଏଥିସହ ଆକ୍ଟିଭ୍ କେସ- ୪,୦୭,୧୭୦ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି…

ବାର୍ଡ ଫ୍ଲୁ ସଂକ୍ରମଣରେ ୧୧ ବର୍ଷର ନାବାଳକ ମୃତ

ନୂଆଦିଲ୍ଲୀ: ଦେଶରେ ବାର୍ଡ ଫ୍ଲୁ ନେଲା ପ୍ରଥମ ଜୀବନ । ଏମ୍ସର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୧୧ ବର୍ଷର ନାବାଳକ ବାର୍ଡ ଫ୍ଲୁରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଦେଶରେ ବାର୍ଡ଼ ଫ୍ଲୁରେ ଏହା ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ନାବାଳକ ଜଣକ ଏଚ୫ଏନୱାନରେ ସଂକ୍ରମିତ…

ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ  । ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ । ମଙ୍ଗଳ ଆଳତି ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀ ଜୀଉଙ୍କ ସୁନାବେଶ…

ରାଜ୍ୟରେ ୨୪ ଘଣ୍ଟାରେ ୧୯୨୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ଆଜି ୨ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୧୨ଟି ହେଉଛି ସ୍ଥାନୀୟ ସଂକ୍ରମଣ ରହିଛି । ସେହିପରି  କରୋନାରେ  ଆଉ ୬୯…

ବୁଧବାର ରାଶିଫଳ

ମେଷ: ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥିତି ପ୍ରତିକୂଳରେ ଚାଲିବ । ମନରେ ବିଭ୍ରାନ୍ତି, ଦୂର ଯାତ୍ରାରେ କ୍ଷତି, ବନ୍ଧୁ ପ୍ରିୟଜନରେ ମାନ ମନାନ୍ତର ଆସିପାରେ । କର୍ମକ୍ଷେତ୍ରରେ ପ୍ରୋତ୍ସାହନ ପାଇବେ । ନିଜସ୍ୱ ଚିନ୍ତାଧାରାକୁ ସବୁବେଳେ ମାନ୍ୟତା ଦେବା ଉଚିତ । ବୃଷ: ସ୍ୱାସ୍ଥ୍ୟହାନୀର…
ବ୍ରେକିଂ