Daily Archives

July 22, 2021

ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜମାନ କରୁଥିବା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହୋଇଛି। ତିନି ଠାକୁରଙ୍କ ଅଧର ବ ଓଠ ଉଚ୍ଚର କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋପାଳପୁରରେ ଟାଟା ଚା ପ୍ୟାକେଜିଂ ୟୁନିଟ ଉଦଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଆଜି ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଟାଟା ଗ୍ରୁପର ଏକ ଚା ପ୍ୟାକେଜିଂ ୟୁନିଟ୍ ଉଦଘାଟନ କରିଛନ୍ତି। ଏଥିରେ 100 କୋଟି ଟଙ୍କା ବିନିଯୋଗ ସହିତ 18 ମାସ ମଧ୍ୟରେ ଏହି କାରଖାନା କାର୍ଯ୍ୟକ୍ଷମ ହୋଇଛି। ଏହା ଗଞ୍ଜାମ ଜିଲ୍ଲାର 900 ରୁ ଅଧିକ ଲୋକଙ୍କୁ…

ସ୍ୱତନ୍ତ୍ର ଓଜେଇଇ ପରିକ୍ଷା ପାଇଁ ଆସନ୍ତା କାଲିଠୁ ଅନଲାଇନ୍ ଆବେଦନ

 ଭୁବନେଶ୍ୱର: ବିଟେକ୍ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ଓଜେଇଇ ଆୟୋଜନ କରାଯିବ । ଏଥିପାଇଁ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୩ରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ । ଅଗଷ୍ଟ ୧୨ ପର୍ୟ୍ୟନ୍ତ ପରୀକ୍ଷା ଫି…

ଆଜି ଓଡିଶାରୁ ୨୨୧୦ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର:  ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୧୦ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୯ ଲକ୍ଷ ୩୯ ହଜାର ୧୬୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…

ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଚିନି

ସ୍ୱାସ୍ଥ୍ୟ/ଜୀବନଚର୍ଯ୍ୟା: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକ କାମ ବୋଝ ଯୋଗୁ ଲୋକେ ଥକ୍କାପଣ ଅନୁଭବ କରୁଛନ୍ତି। କେବେ କେବେ ଅତ୍ୟଧିକ ଟେନ୍ସନ ଡିପ୍ରେସନର ରୂପ ନେଉଛି, ଯଦ୍ୱାରା ବ୍ୟକ୍ତିର ବୁଝିବା ଭାବିବା ଶକ୍ତି କ୍ଷୀଣ ହୋଇଯାଉଛି। କିନ୍ତୁ ଏବେ ଚିନ୍ତିତ ହେବାର କୌଣସି କାରଣ ନାହିଁ।…

ଶିଳ୍ପପତି ମହିମା ମିଶ୍ରଙ୍କ ସ୍ତ୍ରୀ ମିନତୀ ମିଶ୍ରଙ୍କ ପରଲୋକ

କଟକ: ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପତ୍ନୀ ମୀନତି ମିଶ୍ରଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ସ୍ଥାନୀୟ ଓଡିଆବଜାରସ୍ଥିତ ବାସଭବନରେ ସକାଳ ୮ଟା୩୦ ମିନିଟରେ ହୃଦଘାତ ଯୋଗୁଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା । ତାଙ୍କ…

ଆଜି ଭୁବନେଶ୍ୱରରୁ ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ, ୨୪୮ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୦୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୧୭୦ କୁ…

ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ମାମଲା: କ୍ରାଇମ ବ୍ରାଞ୍ଚ ହାତରେ ଲାଗିଲା ୭୦ଟି ପର୍ଣ୍ଣ ଭିଡିଓ

 ମୁମ୍ବାଇ  :  ପର୍ଣ୍ଣ ଆପ୍ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଦ୍ବାରା ପ୍ରସ୍ତୁତ ପ୍ରାୟ ୭୦ ଟି ଭିଡିଓ କ୍ରାଇମ ବ୍ରାଞ୍ଚ ହାତରେ ଲାଗିଛି । ଏହି ସମସ୍ତ ଭିଡିଓ ବିଭିନ୍ନ ପ୍ରଡକ୍ସନ୍ ହାଉସ୍ ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି। ପର୍ଣ୍ଣ ଆପ୍ ମାମଲାରେ…

ଡେଲଟା ଭାଇରସ ମଣିଷ ଶରୀରରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି : ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଡେଲଟା ଭାଇରସ । ପ୍ରଥମ ଲହରରେ ଭାଇରସ ମଣିଷ ଦେହରେ ୧୫ ଦିନ ରହୁଥିଲା। ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା । ଡେ଼ଲଟା…

ଓଡିଶାରେ ଭ୍ୟାକ୍ସିନେସନ୍‌ ୧.୫ କୋଟି ପାର କଲା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଅଭିଯାନ ଦୃତ ଗତିରେ ଜାରି ରହିଛି । ଏହାରି ମଧ୍ୟରେ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ଭ୍ୟାକ୍ସିନେସନ୍‌ ୧.୫ କୋଟି ପାର କରିଛି । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦେଢ କୋଟି ଡୋଜ୍ ଭ୍ୟାକସିନ ଦିଆସରିଲାଣି । ଏ ନେଇ…
ବ୍ରେକିଂ