Daily Archives

July 23, 2021

ଭାରତୀୟ ଅଲିମ୍ପିକ୍ ଫ୍ୟାନ୍ ଆର୍ମିରେ ଯୋଗ ଦେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଶୁକ୍ରବାର ଠାରୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ଏମ୍‌ପିଏଲ୍ ସ୍ପୋର୍ଟସ୍ ଫାଉଣ୍ଡେସନ୍‌ର ଅଭିଯାନ ଭାରତୀୟ ଅଲିମ୍ପିକ୍ ଫ୍ୟାନ୍ ଆର୍ମିର ଅଂଶ ଭାବେ ଭାରତୀୟ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ଲାଗି ବିଶିଷ୍ଟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗ…

ଓଡିଶାରୁ ଆଉ ୨୦୪୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର:  ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୯ ଲକ୍ଷ ୪୧ ହଜାର ୨୦୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ବାଲେଶ୍ୱରରୁ ନକଲି ବିଦେଶୀ ମଦ ଜବତ, ୩ ଗିରଫ

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅଧିନ ଅସ୍ତପାଟଣାରେ ବିପୁଳ ନକଲି ବିଦେଶୀ ମଦ ଜବତ ।  ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜିଲ୍ଲା ଅବକାରୀ ବିଭାଗ ଚଢାଉ କରି ୨୮୦ ବୋତଲ ନକଲି ମାକଡୁଆଲ ରମ , ୫୦ଲିଟର ସ୍ପିରିଟ , ବିଭିନ୍ନ ବ୍ରାଣ୍ଡର ୭୦୦ଠିପି , ୧୦୦କର୍କ…

ମୁଖ୍ୟମନ୍ତ୍ରୀ ୧୪ଟି ଶିଳ୍ପ ସଂସ୍ଥାର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ

ଭୁବନେଶ୍ୱର : ୧୪ଟି ଶିଳ୍ପ ସଂସ୍ଥାର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ଟି ସଂସ୍ଥାର ଉଦ୍‌ଘାଟନ ଓ ୧୧ଟି ସଂସ୍ଥା ପାଇଁ କଲେ ଶିଳାନ୍ୟାସ । ୧୪ ଶିଳ୍ପସଂସ୍ଥାରେ ନିବେଶ ହେବ ୧୫୩୭ କୋଟି ଟଙ୍କା । ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇବେ ୩ ହଜାର ୭୭୩ ଜଣ ।…

ବାଲେଶ୍ୱରରୁ ଅଫୁଟା ବୋମା ଉଦ୍ଧାର

ଵାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଅଧୀନ ଵରିପଦା ପଞ୍ଚାୟତର ମହାରୂଦ୍ରପୁରୁ ଆଡିଆରେ ଖସିଲା ଅଫୁଟା ବୋମା । ଗୋଟିଏ ବାଛୁରୀ ଆହତ ହୋଇଥିବା ସହ ଲୋକେ ଭୟଭୀତ । ଅଫୁଟା ଗୋଳାଟିର  ଓଜନ ୬୦ରୁ ଉର୍ଦ୍ଧ ହୋଇ ଥାଇପାରେ ଵୋଲି ଅନୁମାନ କରାଯାଉଛି । ସୂଚନାଅନୁଯାୟୀ ଆଜି  ଅପରାହ୍ନରେ…

ଦୁଇଦିନିଆ ଭାରତ ଗସ୍ତରେ ଆମେରିକାର ବୈଦେଶିକମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ

ନୂଆଦିଲ୍ଲୀ: ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ବୈଦେଶିକମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ । ଜୁଲାଇ ୨୭-୨୮ ଦୁଇଦିନ ଧରି ସେ ଭାରତରେ ରହିବେ । ସେ ବୈଦେଶିକମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଯାତ୍ରା । ଏନେଇ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।…

ଶ୍ରୀଲଙ୍କା ଆଗରେ ୨୨୬ ରନର ବିଜୟଲକ୍ଷ୍ୟ ରଖିଲା ଭାରତ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମେ ବ୍ୟାଟିଂ କରି ଭାରତ ୨୨୫ ରନ୍ କରି ଅଲଆଉଟ୍ ହୋଇଯାଇଛି । ଫଳରେ ଶ୍ରୀଲଙ୍କାକୁ ୨୨୬ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୩.୧ ଓଭରରେ ୨୨୫…

ଭୁବନେଶ୍ୱର ରେଳ ଷ୍ଟେସନରେ ହେବ ରେଷ୍ଟୁରାଣ୍ଟ, ପାର୍କିଂ, ସପିଙ୍ଗ ମଲ୍‌ ସୁବିଧା

ଭୁବନେଶ୍ବର: ଅନ୍ତର୍ଜାତୀୟ ସ୍ତରର ହେବ ଭୁବନେଶ୍ବର ରେଳ ଷ୍ଟେସନ। ଷ୍ଟେସନର ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ ଓ ଯାତ୍ରୀ ସୁବିଧା ହେବ । ଷ୍ଟେସନରେ ପାର୍କିଂ, ସପିଙ୍ଗ ମଲ୍‌ ସୁବିଧା ବି କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୧୦ରୁ ୧୨ ହଜାର କୋଟି ଟଙ୍କା । ପୂର୍ବତଟ ରେଳବାଇର ମହାପ୍ରବନ୍ଧକ…

ଭୁବନେଶ୍ୱରରୁ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୫୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୪୮୮ କୁ ବୃଦ୍ଧି ହୋଇଛି। ଏନେଇ ବିଏମସି…

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ଵର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ପରୀକ୍ଷା ଓ ଫଳ ପ୍ରକାଶ ସୂଚୀ ପ୍ରକାଶ ପାଇଛି । ଅଗଷ୍ଟ ୨୩ ରୁ ସେପ୍ଟେମ୍ବର ୧ ମଧ୍ୟରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ସେହିପରି ଅକ୍ଟୋବର ୧୫ରୁ ଆରମ୍ଭ ହେବ ପିଜି ନାମଲେଖା । ଅଗଷ୍ଟ ୩୧ ସୁଦ୍ଧା ସରିବ ପିଜି ଶେଷ ସେମିଷ୍ଟର । ସେପ୍ଟେମ୍ବର…
ବ୍ରେକିଂ