Daily Archives

July 24, 2021

ବାପା-ମା’ ହରାଇଥିବା ୧୦୩ ଶିଶୁଙ୍କୁ ଆଶୀର୍ବାଦ 

ଦେବଗଡ଼:  ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା ଓ ମା ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ଘୋଷିତ ଆଶୀର୍ବାଦ ଯୋଜନାରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା…

ଘୋଡା ଗାଡିରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରତ୍ନ ସିଂହାସନକୁ ବିଜେ ହେଲେ ତିନିଠାକୁର

ଦେବଗଡ଼:  ଦେବଗଡ ସ୍ଥିତ ଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରତ୍ନ ସିଂହାସନକୁ ବିଜେ କରିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ତିନି ଠାକୁରଙ୍କୁ ରଥରେ ଗୁଣ୍ଡିଚା ମନ୍ଦିରକୁ ନିଆ ନଯାଇ ଘୋଡା ଗାଡିରେ ମନ୍ଦିରକୁ ନିଅଯାଇଥିଲା । ପୂର୍ବତନ ବାମଣ୍ଡା…

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର, ପରୋଜା ଜନଜାତିଙ୍କ ପାରମ୍ପରିକ ଖାଦ୍ୟ ସଂରକ୍ଷଣ ପଦ୍ଧତି

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଜୁଲାଇ ୨୫ ତାରିଖ ଦିନ…

ବାଂଲାଦେଶକୁ ୨୦୦ ଟନ ଅକ୍ସିଜେନ୍ ଭାରତ ପଠାଇଲା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବାଂଲାଦେଶକୁ କୋଭିଡ୍‌ ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛି ଭାରତ । ଅକ୍ସିଜେନ୍ ଏକ୍ସପ୍ରେସ୍‌ ଦ୍ୱାରା ବାଂଲାଦେଶକୁ ୨୦୦ ଟନ୍‌ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍‌ ପଠାଇଛି ଭାରତ । ସୂଚନା ଅନୁସାରେ, ଝାଡ଼ଖଣ୍ଡର ଟାଟାନଗରରୁ ୨୦୦…

ବିପଦ ସଂକେତ ଉପରେ ବୈତରଣୀ ନଦୀ ଜଳସ୍ତର

ଭଦ୍ରକ: ବିପଦ ସଂକେତ ଉପରେ ବୈତରଣୀ ନଦୀ ଜଳସ୍ତର ପ୍ରବାହିତ ହେଉଛି । ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଛି । ବିପଦ ସଂକେତ ୧୭.୮୩ ଥିବା ବେଳେ ଏବେ ଜଳସ୍ତର ରହିଛି ୧୭.୯୪ । ବୈତରଣୀରେ ବନ୍ୟା ଆସିଲେ ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲା ପ୍ରଭାବିତ ହେବ ।…

ତ୍ୱଚାରେ ଚମକ ଆଣିବା ପାଇଁ ବ୍ୟବହାର କରନ୍ତୁ ମସୁର ଡାଲି

ଜୀବନଚର୍ଯ୍ୟା: ଯେ କୌଣସି ଡାଲି ହେଉନାଁ କାହିଁକି , ସାଧାରଣତଃ ଡାଲିକୁ ଖାଦ୍ୟରେ ବ୍ୟବହାର କରାଯାଇଥାଏ । ହେଲେ ଅପଣ ମାନେ ଜାଣନ୍ତି କି , ଏମିତି ବି କିଛି ଡାଲି ଅଛି ଯାହାକୁ ତ୍ବଚା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ତା ମଧ୍ୟରୁ ଆସନ୍ତୁ ଜାଣିବା ମସୁର ଡାଲି କିପରି ତ୍ବଚାରେ ବ୍ୟବହାର…

ଓଡିଶାରୁ ୧୮୬୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୬୫ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୯ ଲକ୍ଷ ୪୩ ହଜାର ୬୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଅଲମ୍ପିକରେ ଖେଳାଳିଙ୍କୁ ପଦକ ଜିତାଇଥିବା କୋଚଙ୍କ ପାଇଁ ଅର୍ଥରାଶି ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଖେଳାଳିଙ୍କୁ ପଦକ ଜିତାଇଥିବା କୋଚଙ୍କୁ ଅର୍ଥରାଶି ପୁରସ୍କାର ପ୍ରଦାନ କରିବ ଭାରତୀୟ ଅଲମ୍ପିକ ସଂଘ (IOA) । ଯେଉଁ କୋଚମାନେ ଚଳିତ ଟୋକିଓ ଅଲମ୍ପିକ୍ସ ଖେଳାଳିଙ୍କ ସହ ରହି ସେମାନଙ୍କୁ ଟ୍ରେନିଂ ଦେଉଛନ୍ତି ତାଙ୍କୁ ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯିବ । ଯେଉଁ…

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବାଦାମ ସୁପ୍‌

ଆବଶ୍ୟକୀସ ସାମଗ୍ରୀ- ବାଦାମ ମଞ୍ଜି ଦେଢ଼ କପ୍, କଟା ଟମାଟୋ ଦୁଇଟା, କଟା ପିଆଜ ଗୋଟିଏ, କର୍ଣ୍ଣଫ୍ଲୋର ଏକ ଚାମଚ, ଅଦା ରସୁଣ ପେଷ୍ଟ ଏକ ଛୋଟ ଚାମଚ, ଲେମ୍ବୁ ରସ ଏକ ଛୋଟ ଚାମଚ, ମିଶା ନିମ ପତ୍ର ୬ରୁ ୭ଟି, ଲୁଣ ଏବଂ ପାଣି  ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଅଳ୍ପ ପାଣି ଏବଂ ବାଦାମକୁ…

ଭୁବନେଶ୍ୱରରୁ ୨୦୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ତଳମୁହାଁ ହେଉଛି କରୋନା ମହାମାରୀ । ତେବେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେଥିରୁ ୪୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୬୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର…
ବ୍ରେକିଂ