Daily Archives

July 24, 2021

ଆସନ୍ତାକାଲି ଠାରୁ କର୍ଣ୍ଣାଟକର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ

ବେଙ୍ଗାଲୁରୁ: ଆସନ୍ତାକାଲି ଠାରୁ କର୍ଣ୍ଣାଟକରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଧର୍ମାନୁଷ୍ଠାନ ଖୋଲିବକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ଏଥିସହ କଟକଣାକୁ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।  କେବଳ ଧର୍ମାନୁଷ୍ଠାନ ନୁହେଁ,…

ଓଡିଶାରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ରାଜ୍ୟର ଅଧିକ ଡିଭିଜନରେ ବାଘ ଗଣନା କରାଯିବ । ପୂର୍ବରୁ ରାଜ୍ୟର ୧୫ଟି ଡିଭିଜନରେ ବାଘ ଗଣନା କରାଯାଉଥିଲା । ଫଳରେ ଏଥର ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି। ଓଡ଼ିଶାରେ କେତେ ସଂଖ୍ୟାରେ ବାଘ ଅଛନ୍ତି…

ଅଗଷ୍ଟ ୧ ରୁ ରାଷ୍ଟ୍ରପତି ଭବନ ମ୍ୟୁଜିୟମ୍ ଖୋଲିବ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରି ଧିରେ ଧିରେ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ ମ୍ୟୁଜିୟମ୍। ଅଗଷ୍ଟ ୧ ରୁ ଲୋକମାନେ ରାଷ୍ଟ୍ରପତି ଭବନ ମ୍ୟୁଜିୟମ ଭ୍ରମଣ କରିପାରିବେ। କରୋନା ସଂକ୍ରମଣ ବୃଦ୍ଧି ହେବା ପରେ ଏହାକୁ…

ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ

 ଭୁବନେଶ୍ୱର: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ। ବାଲେଶ୍ୱର ସିମୁଳିଆ ନିକଟରେ ତାକୁ ଏନକାଉଣ୍ଟର କରାଯାଇଥିଲା। ତା ପେଟରେ ଗୁଳି ବାଜିଥିବାରୁ ତାକୁ ସଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାର ମୃତ୍ୟୁ…

କୁଆଖାଇପଠାରୁ ମୃତଦେହ ମିଳିବା ଘଟଣା: ବସ୍ତିରେ ପରିଚୟ ଖୋଜୁଛି ପୋଲିସ

 ଭୁବନେଶ୍ୱର: କୁଆଖାଇ ନଦୀ ପଠାରୁ ମିଳିଥିବା ମୃତବ୍ୟକ୍ତିର ପରିଚୟ ଖୋଜୁଛି ପୋଲିସ। ବସ୍ତିକୁ ବସ୍ତି ବୁଲି ପରିଚୟ ଖୋଜୁଛି । ଗତ ୨୧ ତାରିଖରେ କୁଆଖାଇ ନଦୀ ପଠାରୁ ପୋତା ହୋଇଥିବା ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ପୋଲିସ ମୃତକର ସାର୍ଟପ୍ୟାଣ୍ଟ ସହ କୁଣ୍ଡଳ ଓ ଚପଲ ଦେଖାଇ…

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରକୁ ପୋଲିସର ଏନକାଉଣ୍ଟର। ବାଲେଶ୍ୱର ସିମୁଳିଆ ନିକଟରେ ତାକୁ ଏନକାଉଣ୍ଟର କରାଯାଇଥିବା କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ତା ପେଟରେ ଗୁଳି ବାଜିଥିବାରୁ ତାକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ କଟକ ଚୌଦ୍ୱାର ଜେଲରୁ…

ବେଆଇନ ବନ୍ଧୁକ ଲାଇସେନ୍ସ୍ ଦୁର୍ନୀତିରେ ଦୁଇ ଆଇଏଏସ୍ ଅଧିକାରୀଙ୍କ ଘର ସମେତ ୪୦ଟି ସ୍ଥାନରେ ସିବିଆଇର ରେଡ୍

ଶ୍ରୀନଗର: ଜମ୍ମୁ କଶ୍ମୀର ଏବଂ ଦିଲ୍ଲୀର ଦୁଇଜଣ ଆଇଏଏସ୍ ଅଧିକାରୀଙ୍କ ଘର ସମେତ ୪୦ ଟି ସ୍ଥାନରେ ସିବିଆଇର ରେଡ୍ । ବେଆଇନ୍ ବନ୍ଧୁକ ଲାଇସେନ୍ସ ମାମଲାରେ ଶନିବାର ଏହି ରେଡ୍ ହୋଇଛି ।  ଦୁଇ ଆଇଏଏସ ଅଧିକାରୀ ହେଲେ ଶ୍ରୀନଗରର ପୂର୍ବତନ ଡେପୁଟି କମିଶନର ଶାହୀଦ ଇକବାଲ ଚୌଧୁରୀ ଏବଂ ଅନ୍ୟ ଜଣେ…

ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ: ଆଜି ଆଇସିଏସଇ (ICSE) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । www.cisce.org ଓ୍ବେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ଦେଖିପାରିବେ । ଅପରାହ୍ନ ୩ଟା ପରଠାରୁ ଏହି ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି । ଆଇସିଏସଇରେ ପାସ୍‌ହାର ୯୯.୮୬ ପ୍ରତିଶତ…

ବିଏମସି ପକ୍ଷରୁ ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ବିଏମସି ପକ୍ଷରୁ ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ଆରମ୍ଭ । ଆଜିଠାରୁ ବିଏମସିର ନର୍ଥ ଜୋନ ଗଜପତି ନଗର ଅଂଚଳରୁ ଆରମ୍ଭ ହେଲା ଏହି ଅଭିଯାନ । ବିଏମସିର ସମସ୍ତ ୬୭ଟି ୱାର୍ଡରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ । BMC under its #MuSafaiwala campaign today started #ewaste…

ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ ଖୋଲିଲା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଖୋଲିଲା ୪ଟି ଗେଟ । ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାଜଳ ନିଷ୍କାସନ ପାଇଁ ଏହି ୪ଟି ଗେଟକୁ ଖୋଲାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଅଧିକ ଜଳ ପଶୁଛି । ଅନ୍ୟପକ୍ଷରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର…
ବ୍ରେକିଂ