Daily Archives

July 25, 2021

ସେପ୍ଟେମ୍ବର ୧୯ରୁ ଆଇପିଏଲ ଆରମ୍ଭ, ଫେଜ-୨ର କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ  : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୪ ତମ ସିଜନ୍ ଅର୍ଥାତ୍ ଆଇପିଏଲ୍ ୨୦୨୧ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ୧୪ ତମ ସଂସ୍କରଣର ବାକି ଥିବା ମ୍ୟାଚ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଖେଳାଯିବ । ଏ ନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଭାରତରେ ଚଳିତ ବର୍ଷର ଆଇପିଏଲ ମ୍ୟାଚ…

ବିଶ୍ୱ କ୍ୟାଡେଟ କୁସ୍ତି ଚାମ୍ପିୟନଶିପରେ ଭାରତକୁ ୩ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ହରିୟାଣାର କୋମଲ୍ । ଯୁବ ଭାରତୀୟ କୁସ୍ତିଯୋଦ୍ଧା କୋମଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୂର୍ବରୁ ଯୁବ ରେସଲର ପ୍ରିୟ ମଲିକ ଏବଂ ତନ୍ନୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ସ୍ୱର୍ଣ୍ଣ ପଦକ ସହିତ ଭାରତ ୧୩୯…

ଯୁବ ଶକ୍ତିଙ୍କ ପାଇଁ କିଛି ନୂଆ କରିବାର ସଂକଳ୍ପର ପ୍ରତୀକ ହୋଇଛନ୍ତି ଇସାକ ମୁଣ୍ଡା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୭୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ସମ୍ବଲପୁର ଜିଲ୍ଲାର ଇସାକ ମୁଣ୍ଡାଙ୍କ ସହ ଟେଲିଫୋନରେ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…

ବଲାଙ୍ଗୀରରେ ସଡକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

ବଲାଙ୍ଗୀର:  ବଲାଙ୍ଗୀର ଜିଲ୍ଲାର ଦୁଇ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପାଟଣାଗଡ ରାସ୍ତା ସରମୁହାଣ ନିକଟରେ ଏକ ଅଟୋ - କାର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି…

ଭୁବନେଶ୍ୱରରୁ ୩୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୧ସୁସ୍ଥ

ଭୁବନେଶ୍ୱର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ୩୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ୩୭୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୦୮ଜଣ ଚିହ୍ନଟ…

ଆଜି ଓଡିଶାରୁ ୨ ହଜାର ୧୦୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୨ ହଜାର ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୩୨, କଟକରୁ ୩୩୨, ବାଲେଶ୍ୱରରୁ ୧୬୮, ଜଗତସିଂହପୁରରୁ ୯୬, କେନ୍ଦ୍ରାପଡାରୁ ୯୫, ମୟୂରଭଞ୍ଜରୁ ୮୯,…

ଟିଭି ପରଦାକୁ ଫେରୁଛି ଦ କପିଲ୍ ଶର୍ମା ସୋ, ପ୍ରୋମୋ ରିଲିଜ୍

ମୁମ୍ବାଇ: ଖୁବଶୀଘ୍ର ଆସୁଛି ଲୋକପ୍ରିୟ ହାସ୍ୟ କାର୍ଯ୍ୟକ୍ରମ ଦ କପିଲ ଶର୍ମା ସୋ । ରବିବାର ଏହାର ଏକ ପ୍ରୋମୋ ମଧ୍ୟ ସେୟାର କରାଯାଇଛି । ପ୍ରୋମୋରେ କପିଲଙ୍କ ସହ କୃଷ୍ଣା ଅଭିଶେକ, କିକୁ ସାରଦା, ଭାରତୀ ସିଂହ, ଚନ୍ଦନ ପ୍ରଭାକର, ଅର୍ଚ୍ଚନା ପୁରଣ ସିଂହ ଏବଂ ସୁଦେଶ ଲହରୀ ମଧ୍ୟ ନଜର ଆସିଛନ୍ତି ।…

ହାଇଦରର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର

ବାଲେଶ୍ୱର: କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ ହାଇଦରର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ସ୍ତ୍ରୀ ଓ ଦୁଇ ବୋହୂଙ୍କୁ ହାଇଦରଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି। ମୃତଦେହ ବ୍ୟବଚ୍ଛେଦ କରିବା ପୂର୍ବରୁ ହାଇଦରରଙ୍କ ସ୍ତ୍ରୀ ଓ ସଂପର୍କୀୟଙ୍କୁ ଶବ ଗୃହକୁ ଯିବା ପାଇଁ ପୁଲିସ…

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍‌ ସିଲ୍‌

ବଲାଙ୍ଗୀର : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଲାଙ୍ଗୀର ଲର୍କିପାଲି ଏଲ୍‌ଆଇ ଟ୍ରେନିଂ ସେଣ୍ଟରରେ ପୋଲିସ ତଦନ୍ତ ଅରମ୍ଭ କରିଛି। ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ପୋଲିସ ପଚରାଉଚରା କରିଛି। ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଆୟୋଜନ…

ଟୋକିଓ ଅଲମ୍ପିକ: ଭାରତୀୟ ହକି ଦଳର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚରେ ବିଜୟୀ ହେବା ପରେ ଦ୍ୱିତୀୟ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି ଭାରତୀୟ ପୁରୁଷ ହକି ଦଳ । ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ୭-୧ରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଅଷ୍ଟ୍ରେଲିଆ ଆକ୍ରମଣ ସମ୍ମୁଖରେ ଭାରତୀୟ ଡିଫେନ୍ସ ସମ୍ପୂର୍ଣ୍ଣ ନିଷ୍ପ୍ରଭ ମନେ…
ବ୍ରେକିଂ