Daily Archives

July 26, 2021

ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ୟୁକେ ହାଇକୋର୍ଟ

ନୂଆଦିଲ୍ଲୀ:  ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟରୁ ଏକ ବଡ଼ ଝଟକା ମିଳିଛି। ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ୟୁକେ ହାଇକୋର୍ଟ। ଏହା ପରେ ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସଂପତ୍ତି ଜବତ ହେବ। ସଂପତ୍ତି ଜବତ ଲାଗି ୟୁକେ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଅକ୍ଟୋବର ୩ ତାରିଖରେ JEE ଆଡଭାନ୍ସ ପରୀକ୍ଷା

ନୂଆଦିଲ୍ଲୀ:  ଅକ୍ଟୋବର ୩ ତାରିଖରେ JEE ଆଡଭାନ୍ସ ପରୀକ୍ଷା । IIT ରେ ନାମଲେଖା ପାଇଁ ହେବ ଜେଇଇ ଆଡଭାନ୍ସ ପରୀକ୍ଷା।  କୋଭିଡ୍‌ ଗାଇଡଲାଇନ୍‌ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦରୁ ହିଂସାକାଣ୍ଡ, ୬ ପୋଲିସ କର୍ମୀ ସହିଦ୍

ନୂଆଦିଲ୍ଲୀ:   ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦରୁ ହିଂସାକାଣ୍ଡ ଘଟିଛି ।  ଆନ୍ତଃରାଜ୍ୟ ସୀମା ଅନ୍ତର୍ଗତ ଛଛର ଜିଲ୍ଲାରେ ଉପଦ୍ରବୀଙ୍କ  ଗୁଳିମାଡ଼ରେ ଆସାମ ପୋଲିସର ୬ ଜଣ ସହିଦ୍ ହୋଇଛନ୍ତି ।  ଆସାମର କଛାର ଓ ମିଜୋରାମର କୋଲାସିବ ଜିଲ୍ଲା ସୀମାରେ ଏହି ହିଂସାକାଣ୍ଡ ଘଟିଛି । ଦୁଇ…

ଟୋକିଓ ଅଲିମ୍ପିକ୍ସ: ମହିଳା ହକିରେ ଭାରତକୁ ୦-୨ ଗୋଲ୍‌ରେ ହରାଇଲା ଜର୍ମାନୀ

 ଟୋକିଓ: ଟୋକିଓ ଅଲିମ୍ପିକ୍ସର ମହିଳା ହକିରେ ହାରିଲା ଭାରତୀୟ ଦଳ । ପୁଲ୍‌-Aର ଦ୍ବିତୀୟ ମ୍ୟାଚ୍‌ରେ ଭାରତକୁ ୦-୨ ଗୋଲ୍‌ରେ ହରାଇଲା ଜର୍ମାନୀ । ଗୁରଜିତ କୌରଙ୍କ ପେନାଲ୍ଟି ମିସ୍ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା୨-୦ରେ ଅଗ୍ରଣୀ ରହିବା ପରେ ଜର୍ମାନୀ…

ଡିନର ପାଇଁ ପ୍ରସ୍ତୁତ କରନ୍ତୁ ପନିର ଦୋ ପିଆଜା

 ଆବଶ୍ୟକ ସାମଗ୍ରୀ- ପନିର , ପିଆଜ, ରସୁଣ, ଅଦା, ଲଙ୍କା ପାଉଡର, ହଳଦୀ ପାଉଡର, ଲୁଣ, ତେଲ, ଚିଲ୍ଲୀ ଫ୍ଲେକ୍ସ, ଟମାଟୋ, ଭ୍ରୁସଙ୍ଗ ପତ୍ର, ଜିରା, ସୋରିଷ, କଂଚା ଲଙ୍କା, ପନିର୍ ମସଲା, ଅଦା-ରସୁଣ ପେଷ୍ଟ   । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ପନିରକୁ ଧୋଇ ବଡବଡ ଖଣ୍ଡ କରି କାଟିବେ ।…

ମୀରାବାଈ ଚାନୁଙ୍କୁ ମଣିପୁର ପୋଲିସ ବିଭାଗରେ ଏଏସପି ଦାୟିତ୍ୱ

ନୂଆଦିଲ୍ଲୀ: ଅଲମ୍ପିକରେ ରୌପ୍ୟ ପଦକ ଆଣି ଦେଶ ପାଇଁ ଗୌରବ ପାଲଟିଛନ୍ତି ମୀରାବାଈ ଚାନୁ । ଚାରିଆଡେ ତାଙ୍କରି ଚର୍ଚ୍ଚା । ଯୁବପୀଢୀକୁ ଏବେ ତାଙ୍କରି ଉଦାହରଣ ଦିଆଯାଉଛି । ଏହାରି ଭିତରେ ମଣିପୁର ସରକାର ଚାନୁଙ୍କୁ ପୋଲିସ ବିଭାଗର ଅତିରିକ୍ତ ଅଧୀକ୍ଷକ (କ୍ରୀଡ଼ା) ଭାବରେ ନିଯୁକ୍ତ କରିବାକୁ…

ଆଜି ଭୁବନେଶ୍ୱରରୁ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୪ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ ଧିରେ ଧିରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୮୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୨୨ ଜଣ । ଏହାକୁ ମିଶାଇ…

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ଅଗଷ୍ଟ ୪ରେ ନିଷ୍ପତ୍ତି

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଅନୁମତି ନେଇ ଆସନ୍ତା ଅଗଷ୍ଟ ୪ରେ ନିଷ୍ପତ୍ତି ନିଆଯାଇପାରେ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅଗଷ୍ଟ ୪ରେ ବସିବ । ଏହି ବୈଠକରେ କରୋନା କଟକଣା ମଧ୍ୟରେ ଶ୍ରୀମନ୍ଦିରରେ…

କୋଭିଡ କଟକଣା ମଧ୍ୟରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ

 ଭୁବନେଶ୍ୱର: କୋଭିଡ୍  କଟକଣା ମଧ୍ୟରେ ଏଥର ପାଳନ ହେବ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ । ସୂଚନା ଓ…

ଆଜି ଓଡିଶାରୁ ୨ ହଜାର ୨୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୨ ହଜାର ୨୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୮୯, କଟକରୁ ୩୩୦, ଯାଜପୁରରୁ ୨୨୩, ଜଗତସିଂହପୁରରୁ ୧୨୦, ମୟୂରଭଞ୍ଜରୁ ୯୭, ପୁରୀରୁ ୮୩, ଅନୁଗୁଳରୁ…
ବ୍ରେକିଂ