Daily Archives

July 27, 2021

ଚିଲ୍ଲୀ କଙ୍କଡା

ଆବଶ୍ୟକ ସାମଗ୍ରୀ  କଙ୍କଡା, କର୍ଣ୍ଣଫ୍ଲୋର, ମଇଦା, କାଶ୍ମୀର ରେଡ ଚିଲ୍ଲୀ ପାଉଡର, ଗୋଲମରିଚ ପାଉଡର , ଲୁଣ, ତେଲ, କଂଚା ଅଣ୍ଡା, ଧନିଆ ପତ୍ର,  ଭ୍ରୁସଙ୍ଗ ପତ୍ର, କଂଚା ଲଙ୍କା, ଅଦା, ରସୁଣ, ଟମାଟୋ ପ୍ୟୁରୀ, ଲଙ୍କା ପାଉଡର, ଚିଲ୍ଲୀ ସସ, ଟମାଟୋ ସସ, ସୋୟା ସସ । ପ୍ରସ୍ତୁତି ପ୍ରଣାଳୀ…

ପ୍ରାକୃତିକ ପରିବେଶ ଓ ଚିରସ୍ରୋତା ଝରଣାଜଳରେ ବୁଡ଼ି ପୂଜା ପାଉଛନ୍ତି ଜଳମହାଦେବ

ବରଗଡ଼ : ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତରେ ବହୁ ଦର୍ଶନୀୟ ସ୍ଥାନ ରହିଛି । ସେଥିମଧ୍ୟରୁ ଜଳମହାଦେବ ଅନ୍ଯତମ । ପୂର୍ବ କାଳରେ ଭୋଜପୁରଗଡ଼ରେ ତନ୍ତ୍ରପୀଠ ଭାବରେ ପରିଚିତ ଥିବା ଏହି ଭୋଜପୁର ଗଡ଼ ପରବର୍ତ୍ତୀ ସମୟରେ ପାଟଣା ରାଜା ଭୋଜରାଜଙ୍କ ଗଡ଼ ହିସାବରେ ଦଖଲହୋଇ ପନ୍ଦର କିଲୋମିଟର…

ହରପ୍ପା ସହର ଧୋଲାବୀରାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ମିଳିଲା

ନୂଆଦିଲ୍ଲୀ: ଗୁଜରାଟର ହରପ୍ପା ସହର ଧୋଲାବୀରାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ମିଳିଛି ।  ଏନେଇ ୟୁନେସ୍କୋର ଐତିହ୍ୟ କମିଟି ଆଜି ଏହା ଘୋଷଣା କରିଛି। ୟୁନେସ୍କୋର ବିଶ୍ୱ ଐତିହ୍ୟ କମିଟିର ୪୪ତମ ବୈଠକ କରୋନା ଯୋଗୁ ଅନଲାଇନ ମୋଡରେ ଅନୁଷ୍ଠିତ ହେଉଛି । ଫଳରେ ଗୁଜରାଟର କଚ୍ଚ ଜିଲ୍ଲାର…

ରାଜ୍ୟରେ ପ୍ରାଣୀସଂପଦ ଚିକିତ୍ସା ପାଇଁ ପ୍ରଥମ କରି ଆରମ୍ଭ ହେଲା ଟେଲି-ମେଡିସିନ୍‌ ବ୍ୟବସ୍ଥା

ଭୁବନେଶ୍ୱର: ବି.କେ.ଏନ୍‌ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋ-ଚିକିତ୍ସା ସେବା ଓ ଗୋଯନି ସମ୍ବନ୍ଧୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍‌ ତି୍ରପାଠୀଙ୍କ ଦ୍ୱାରା ହୋଇଯାଇଛି । ଏହି…

ଓଡିଶା ନିର୍ମାଣ ନିଗମ ଲିଃ. ରେ ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର : ଓଡିଶା ନିର୍ମାଣ ନିଗମ ଲିଃ(ଓ.ସି.ସି.ଏଲ୍‌) ତରଫରୁ କରାଯାଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଭଲ ଭାବରେ ତଦାରଖ କରି ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚମାନର କମ୍ପ୍ୟୁଟର ବ୍ୟବସ୍ଥାକୃତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା( ପ୍ରୋଜେକ୍ଟ…

ଆଜି ଓଡିଶାରୁ ୧୯୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଧିରେ ଧିରେ ରାଜ୍ୟରେ ଖସୁଛି କରୋନା ଗ୍ରାଫ୍। ଆଜି ରାଜ୍ୟରୁ ଆଉ ୧ ହଜାର ୯୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୮୬ଜଣ ସୁସ୍ଥହୋଇଛନ୍ତି। ସେହିପରି…

ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

 ବେଙ୍ଗାଲୁରୁ:ବିଜେପି ନେତା ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କୁ ଏଥିପାଇଁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ…

ଅଶ୍ୱତ୍ଥ ଗଛକୁ ପୂଜା କଲେ, ମିଳିବ ଏହି ଚମତ୍କାର ଫାଇଦା

ବାସ୍ତୁ ଟିପ୍ସ: କୁହାଯାଏ ଗଛକୁ ପୂଜା କଲେ ସାକ୍ଷାତ ଭଗବାନଙ୍କୁ ତାହା ମିଳିଥାଏ । ତେବେ ଆଜି ଆମେ ସେହିଭଳି ଏକ ଗଛ ବିଷୟରେ ଆଲୋଚନା କରୁଛୁ । ଅଶ୍ୱତ୍ଥ ଗଛକୁ ଶୁଦ୍ଧ ଓ ପୂଜନୀୟ ବୋଲି କୁହାଯାଏ । ଅନ୍ୟ ଦିନ ଅପେକ୍ଷା ଶନିବାରକୁ ପୂଜା କଲେ ସୁଫଳ ମିଳିଥାଏ । ଶନିବାର ଅଶ୍ୱତ୍ଥ ଗଛରେ ଲାଲ…

କ୍ୟାପିଟାଲ ହାଇସ୍କୁଲ ସାମ୍ନାରେ ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

 ଭୁବନେଶ୍ୱର: କ୍ୟାପିଟାଲ ହାଇସ୍କୁଲରେ ସାମ୍ନାରେ ଅଭାବନୀୟ ଘଟଣା। ଦଶମ ପରୀକ୍ଷା ପାଇଁ ଫର୍ମପୂରଣ ହୋଇନ ପାରିବାରୁ ଆଜି କ୍ୟାପିଟାଲ ହାଇସ୍କୁଲ ପରିସରରେ ମାଆ ଓ ପୁଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଭୟଙ୍କୁ ବୁଝାସୁଝା…

ଆସନ୍ତା ମାସରୁ ଛୋଟ ପିଲାଙ୍କୁ ଟିକା ଦିଆଯାଇପାରେ: ସ୍ୱାସ୍ଥ୍ୟମନ୍ତ୍ରୀ

 ନୂଆଦିଲ୍ଲୀ: ଦେଶରେ ଟିକାକରଣ ଆଗେଇ ଚାଲିଥିବା ବେଳେ ପିଲାମାନଙ୍କ ପାଇଁ ଏଯାଏଁ କୌଣସି ଟିକା ଆସି ନାହିଁ । ସେପଟେ ଏନେଇ ନୂଆ ଖବର ସାମ୍ନାକୁ ଆସିଛି । ଆସନ୍ତାମାସରୁ ଛୋଟ ପିଲାଙ୍କୁ ଟିକାକରଣ କରାଯାଇପାରେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।…
ବ୍ରେକିଂ