Daily Archives

July 28, 2021

‘ରାଜ୍ୟର ସମୃଦ୍ଧ ବନ ସଂପଦର ସୁରକ୍ଷା ଓ ଅଭିିବୃଦ୍ଧିରେ ବନଖଣ୍ଡ ଅଧିକାରୀମାନଙ୍କ ଭୂମିକା ମୁଖ୍ୟ’ : ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର: ଆଜି ବନଖଣ୍ଡ ଅଧିକାରୀ ସମ୍ମିଳନୀ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ ଜଙ୍ଗଲ ସଂପଦ ହେଉଛି ଏକ ପ୍ରମୁଖ ପ୍ରାକୃତିକ ସଂପଦ ।…

ଦୁଇ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୩୫୮୩ କୋଟି ଟଙ୍କାର ସରକାରୀ ବ୍ୟବସାୟ

ଭୁବନେଶ୍ୱର: ପାଞ୍ଚ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୫ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରଥମ ଦୁଇବର୍ଷରେ ମିଶନ ଶକ୍ତି ବିଭାଗ ୩୫୮୩ କୋଟି ଟଙ୍କାର ବ୍ୟବସାୟ…

ରାଜ୍ୟରେ ମେଡିକାଲ କଲେଜ ଖୋଲିବା ପାଇଁ ଡିଏମଇଟିଙ୍କୁ ଏସିଏସଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଗ୍ରାଫ ଧିରେ ଧିରେ ତଳମୁହାଁ ହେଉଛି । ଏପରି ସ୍ଥିତିରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବନ୍ଦ ପଡିଥିବା ମେଡିକାଲ କଲେଜକୁ ପୁଣି ଥରେ ଖୋଲିବା ପାଇଁ ଡିଏମଇଟିଙ୍କୁ ଚିଠି ଲେଖିଲେ ଏସିଏସ୍ ପ୍ରଦୀପ୍ତ ମହାପାତ୍ର । କୋଭିଡ୍ ଗାଇଡଲାଇନ୍…

ହୀରାକୁଦ ଜଳଭଣ୍ଡାରରେ ଖୁବଶୀଘ୍ର ଆରମ୍ଭ ହେବ କ୍ରୁଜ ବୋଟିଂ

ସମ୍ବଲପୁର:  ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଏକ ପ୍ରବେଶ ପଥରେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ସମ୍ବଲପୁର ଗସ୍ତ ସମୟରେ ପ୍ରକାଶ କରିଛନ୍ତି। ଅସିତ୍ ତ୍ରିପାଠୀ ଆଜି ପୂର୍ବାହ୍ନରେ…

କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

କୋରାପୁଟ :  କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ । ଜୟପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନେ ଜୟପୁର ନିକଟସ୍ଥ ଆମ୍ବାଗୁଡାଠାରେ ଥିବା ସରକାରୀ ହାଇସ୍କୁଲର ସ୍ମାର୍ଟ କ୍ଲାସ୍ ବୁଲି ଦେଖିଥିଲେ । ସେଠାରେ ସେ…

କଟକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

ବଡମ୍ବା : କଟକ ଜିଲ୍ଲା ବଡମ୍ବା ଥାନା ଅନର୍ଗତ ଡ଼ମଣଗାଡ଼ିଆ ଗ୍ରାମରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଏସଟିଏଫ୍ ଚଢ଼ାଉ । ୧ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ କରାଯିବ ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି…

ଓଡିଶାରୁ ଆଜି ୧ ହଜାର ୬୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୧ ହଜାର ୬୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟ୍ୱିଟ ଯୋଗେ ସୂଚନା ଦେଇଛି। Another 1699 Covid patients have recovered and are being discharged on 28.07.2021 234 from…

ଭାରତ -ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦, ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

କଲମ୍ବୋ: କୋଭିଡ୍ ସଂକ୍ରମଣ ଭିତରେ ଚାଲିଛି ଭାରତ ଓ ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ୍  । ଫଳରେ ଶ୍ରୀଲଙ୍କା ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରିପୋର୍ଟ ଲେଖିଲା ବେଳକୁ ୫ ଓଭର ୩୮ ରନ ସଂଗ୍ରହ କରିଛି । କୃନାଲ୍…

ଜମ୍ମୁ କାଶ୍ମୀରରେ ସ୍କୁଲର ପୁନଃନିର୍ମାଣ ପାଇଁ ଅକ୍ଷୟ କୁମାର କୋଟିଏ ଟଙ୍କା ଦେଲେ

ମୁମ୍ବାଇ: ନିଜ ବଦାନ୍ୟତା ପାଇଁ ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତା ଅକ୍ଷୟ କୁମାର । ଜମ୍ମୁ କାଶ୍ମୀରରେ ସ୍କୁଲର ପୁନଃନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କରି ଅନ୍ୟମାନଙ୍କ ପାଇଁ ପାଲଟିଗଲେ ଉଦାହରଣ ।  ବିଏସ୍‌ଏଫ୍ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଏନେଇ ସୂଚନା ଦିଆଯାଇଛି।…

ଆଜି ଭୁବନେଶ୍ୱରରୁ ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୭୫ ସୁସ୍ଥ

ଭୁବନେଶ୍ୱର:  ଆଜି ରାଜଧାନୀ ଭୁବନେଶ୍ୱରରୁ ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ୭୬୭ କୁ…
ବ୍ରେକିଂ