Daily Archives

July 29, 2021

ବାଲିଗୁଡ଼ା ଉପ କାରାଗାରର ୩୦ ଅନ୍ତେବାସୀ କରୋନା ସଂକ୍ରମିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପ କାରାଗାରରେ ୩୦ଜଣ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି  । ଏହାପରେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନେଇ  ଜେଲ୍ ସୁପରିଟେଣ୍ଡେଣ୍ଟ୍ ସଞ୍ଜିବ କୁମାର ସଏ ସୂଚନା ଦେଇଛନ୍ତି ।   ଗତ ୨୬…

କର୍ଣ୍ଣାଟକରେ ୩୮ ମାଙ୍କଡ଼ଙ୍କୁ ବିଷ ଦେଇ ନୃଶଂସ ହତ୍ୟା

ବେଙ୍ଗାଲୁରୁ: ବର୍ବରତାର ସବୁ ସୀମା ଟପିଛି ଏ ମଣିଷ  । ମାଙ୍କଡ଼ଙ୍କୁ ବିଷ ଦେଇ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି । କର୍ଣ୍ଣାଟକ ହାସନ ଜିଲ୍ଲାର ଚୋୱଦାନହାଲି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।  ଏଥିରେ ୩୮ଟି ମାଙ୍କଡଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୦ଟି ଗୁରୁତର ଆହତ ହୋଇଛନ୍ତି ।…

୨୦୦୮ କନ୍ଧମାଳ ଦଙ୍ଗା ମାମଲା, ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡାଦେଶ

ଫୁଲବାଣୀ: ବହୁ ଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା କୋଟଗଡ ସ୍ଥିତ ଦେୱାନୀ ଓ ଫୌଜଦାରି ଅଦାଲତ (ଜେଏମଏଫସି)ର ବିଚାରପତି ଅନୁରାଗ ଦେହୁରୀ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୩୦ ଜଣ ଅଭିଯୁକ୍ତକୁ ୨ ବର୍ଷଲେଖାଏଁ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୧ ହଜାର…

ମେଡ଼ିକାଲ ଶିକ୍ଷାରେ ଓବିସି ଏବଂ ଇଡବ୍ଲୁଏସ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ନିଷ୍ପତିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

ନୂଆଦିଲ୍ଲୀ/ଭୁବନେଶ୍ୱର: ମେଡ଼ିକାଲ ଶିକ୍ଷାରେ ଓବିସି ଏବଂ ଇଡବ୍ଲୁଏସ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ନିଷ୍ପତିକୁ ଧର୍ମେନ୍ଦ୍ର  ପ୍ରଧାନ ସ୍ୱାଗତ କରିଛନ୍ତି। ସବକା ସାଥ୍‌-ସବକା ବିକାଶ ମନ୍ତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସରକାର ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡ଼ିକାଲ ଏବଂ…

ବ୍ୟାଙ୍କର୍ସଙ୍କୁ ନେଇ ପିଏମ୍‌ଇଜିପି କାର୍ଯ୍ୟକ୍ରମ ଉପରେ ସମୀକ୍ଷା

ଭୁବନେଶ୍ୱର: ବ୍ୟାଙ୍କର୍ସମାନଙ୍କୁ ନେଇ କେନ୍ଦ୍ରୀୟ ଯୋଜନା ପିଏମ୍‌ଇଜିପି ଅଗ୍ରଗତି ଉପରେ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି…

କରୋନା ପରେ ରାଜଧାନୀବାସୀଙ୍କୁ ଡେଙ୍ଗୁ ଭୟ

 ଭୁବନେଶ୍ୱର: କରୋନା ପରେ ଏବେ ରାଜଧାନୀବାସୀଙ୍କୁ ଡେଙ୍ଗୁ ଡରାଉଛି। ଭୁବନେଶ୍ୱରରୁ ପ୍ରତିଦିନ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ମୋଟ ରୋଗୀ ସଂଖ୍ୟା ୪୫୩କୁ ବୃଦ୍ଧି ହୋଇଛି । ଏହାରି ମଧ୍ୟରେ ରାଜଧାନୀରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ନାବାଳିକାର…

ଲଘୁଚାପ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହୋଇ ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ଉପରେ ସକ୍ରିୟ ରହିଛି । ୪୮ ଘଣ୍ଟାରେ ଏହା ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିବାଗ ବିଭାଗ ଗୁରୁବାର ସତର୍କ ସୂଚନା…

ଗୋଆ ବେଳାଭୂମିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଝଡ

ଗୋଆ: ଗୋଆ ବେଳାଭୂମିରେ ଦୁଇ ନାବାଳିକାଙ୍କ ସହ ଗଣଦୁଷ୍କର୍ମ (Goa gangrape) ଘଟଣା ପରେ ବିରୋଧୀ ଦଳଙ୍କ ଟାର୍ଗେଟରେ ସାୱନ୍ତ ସରକାର । ଏହାରି ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ପକ୍ଷରୁ ବିଧାନସଭାରେ ଦିଆଯାଇଥିବା ବୟାନ ଉପରେ ସୃଷ୍ଟି ହୋଇଛି ବିବାଦର ଝଡ । ଗୋଆ…

ଭୁବନେଶ୍ୱରରୁ ୩୫୩ କରୋନା ଆକ୍ରାନ୍ତ ଚିହ୍ନଟ, ୨୫୩ ସୁସ୍ଥ ହେଲେ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ କରୋନା ।  ଗତ ୨୪ ଘଣ୍ଟାରେ ୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୭୪ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ…

ଛୋଟ ଛୁଆଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି ସୁଜି ଟୋଷ୍ଟ

ଆବଶ୍ୟକ ସାମଗ୍ରୀ- ସୁଜି, ଲୁଣ, ଘିଅ, କ୍ୟାପସିକମ, ଟମାଟୋ, ଗାଜର, କଂଚା ଲଙ୍କା, ଧନିଆ ପତ୍ର, ଲଙ୍କା ପାଉଡର, ଦହି, ଅଦା, ରସୁଣ, ବ୍ରେଡ । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପାତ୍ରରେ ସୁଜି, ଦହି ନେଇ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ଅଳ୍ପ ପାଣି ଢାଳି ଗୋଳାଇ, ଏକ ବହଳିଆ…
ବ୍ରେକିଂ