Daily Archives

July 30, 2021

ପୁରୀ ବଡଦାଣ୍ଡରେ ଧାରଣାରେ ବସିଛନ୍ତି ରାଣୀ ପଣ୍ଡା

ପୁରୀ: ପୁରୀ ବଡଦାଣ୍ଡରେ ଯାତ୍ରା ନାୟିକା ରାଣୀ ପଣ୍ଡା । ଓଡିଶୀ ନୃତ୍ୟାଙ୍ଗନା ବେଶରେ ସଜେଇ ହୋଇ ଧାରଣାରେ ବସିଛନ୍ତି ରାଣୀ । ପୂର୍ବରୁ ରାଜକନିକା ଅଞ୍ଚଳର ଜଣେ ଯୁବକ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ରାଣୀ ନିଜେ ଥାନାରେ ଏତଲା ଦେଇଥିଲେ। ହେଲେ ଏହି…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା

ବଲାଙ୍ଗୀର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା । ଏହାକୁ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ କଲା ୟୁଜିସି । ପୂର୍ବରୁ ଏହାକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଥିଲେ । ଏନେଇ ପ୍ରଥମେ ଆପତ୍ତି ଉଠାଇଥିଲା ୟୁଜିସି । ରାଜ୍ୟ ସରକାରଙ୍କ ଚିଠି ପରେ…

୨୦୮୩ କୋଟି ଟଙ୍କାର ୭ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର: ୨୦୮୩ କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଆଇଓସିଏଲ୍ ଓ ଏଚପିସିଏଲର ଇଥାନଲ ପ୍ଲାଣ୍ଟ ସ୍ଥାପନ ପ୍ରକଳ୍ପ ସମେତ ମୋଟ ୨୦୮୩ କୋଟି ୮୮ ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପକୁ ମିଳିଛି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ । ମୁଖ୍ୟ ଶାସନ ସଚିବ ସୁରେଶ…

ପ୍ରୋଟିନ୍ ସାଲାଡ୍

ଆବଶ୍ୟକ ସାମଗ୍ରୀ- ବୁଟ ଗଜା, ମୁଗ ଗଜା, ପିଆଜ, ଲେମ୍ବୁ ରସ, ଧନିଆ ପତ୍ର, ପନିର, ଟମାଟୋ, ଭଜା ବାଦାମ୍‌, କଂଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା, କଂଚା ଆମ୍ବ , ଭଜା ଜିରା ପାଉଡର, କଳା ଲୁଣ, ଲୁଣ । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ବୁଟ ଏବଂ ମୁଗକୁ ଭିଜାଇ ଗଜା…

ତାମିଲନାଡୁରେ ଲକ୍‌ଡାଉନ ଅବଧି ଅଗଷ୍ଟ ୯କୁ ବୃଦ୍ଧି

ଚେନ୍ନାଇ : କିଛି ଦିନର ବ୍ୟବଧାନ ପରେ ପୁଣି ତାମିଲନାଡୁରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଶୁକ୍ରବାର ରାଜ୍ୟରେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଅଗଷ୍ଟ ୯ଯାଏ ରାଜ୍ୟରେ ଲକ୍‌ଡାଉନ କଟକଣାକୁ ବୃଦ୍ଧି କରାଯାଇଛି। ହେଲେ ଚଳିତଥର…

ଅଗଷ୍ଟ ୨୭ରେ ଓଏସଏସଟିଇଟି

ଭୁବନେଶ୍ୱର: ଅଗଷ୍ଟ ୨୭ରେ ହେବ ମାଧ୍ୟମିକ ସ୍କୁଲ ଶିକ୍ଷକ ଚୟନ ପରୀକ୍ଷା ଓଏସଏସଟିଇଟି । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ, OSSTET-୨୦୨୧ ଫର୍ମ ପୂରଣ ଜୁଲାଇ ୨ରୁ ଆରମ୍ଭ ହୋଇଥିଲା ଏବଂ ଜୁଲାଇ ୧୩ରେ ଶେଷ ହେବାର ଥିଲା। ତଥାପି, ରାଜ୍ୟରେ ଚାଲିଥିବା…

୧୮୫ ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗୃହ ବିଭାଗରେ ନିଯୁକ୍ତି

ଭୁବନେଶ୍ୱର: ଆଜି ୧୮୫ ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗୃହ ବିଭାଗରେ ରାଜ୍ୟ ସରକାର ରୋଜଗାର ପ୍ରଦାନ କରିଛନ୍ତି । ଏହି ସମସ୍ତଙ୍କୁ ଓଡିଶା କର୍ମଚାରୀ ଚୟନ ଆୟୋଗ ନିଯୁକ୍ତ କରିଛନ୍ତି। ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କହିଛନ୍ତି ଯେ ଶାସନର…

ଆସନ୍ତାକାଲି +୨ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ

 ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆସନ୍ତାକାଲି ସନ୍ଧ୍ୟାରେ ପ୍ରକାଶ ପାଇବ। ଏହି ପରୀକ୍ଷାଫଳ ସିଏଚଏସଇ ୱେବସାଇଟ https://chseodisha.nic.inରେ ଉପଲବ୍ଧ ହେବ ବୋଲି ପରୀକ୍ଷା…

ଓଡିଶାରୁ ୧୮୪୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୮୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୯୫୪୯୨୯ କୁ ବୃଦ୍ଧି ପାଇଛି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୭୬ଜଣ ସୁସ୍ଥ ହୋଇଛନ୍ତି। ଷ୍ଟେଟପୁଲ ୧୦୦ ଆକ୍ରାନ୍ତ ସୁସ୍ଥ…

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଇ-ଉପସ୍ଥାନ ଉନ୍ମୋଚିତ

ଭୁବନେଶ୍ୱର: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଇ-ଉପସ୍ଥାନ ଉନ୍ମୋଚିତ ହୋଇଯାଇଛି।  ରାଜ୍ୟର ସମସ୍ତ ସ୍କୁଲରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ ଏହି ଆପ୍‌ ମାଧ୍ୟମରେ ଗ୍ରହଣ କରାଯାଇପାରିବ । ଏହା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଅଭିନବ…
ବ୍ରେକିଂ