Daily Archives

July 31, 2021

ଜେଲ୍‌ ଗଲେ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ

ଭୁବନେଶ୍ୱର : ଜେଲ ଗଲେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍‌ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲନ୍ସ ପକ୍ଷରୁ ଗିରଫ କରାଯାଇଥିଲା । ତେବେ ସେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ଆବେଦନ କରିଥିଲେ । …

ମହାରାଷ୍ଟ୍ର ଓ କେରଳରୁ ଆସୁଥିବା ଲୋକଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ: କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: ଏଣିକି ମହାରାଷ୍ଟ୍ର ଓ କେରଳରୁ କର୍ଣ୍ଣାଟକକୁ ଆସୁଥିବା ଲୋକଙ୍କ ପାଇଁ ଆରିଟି ପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କଲା କର୍ଣ୍ଣାଟକ ସରକାର । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି କର୍ଣ୍ଣାଟକା ସରକାର । ତେବେ…

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁରରେ ଗୋଣ୍ଡ ଜନଜାତିଙ୍କ ଘର

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଅଗଷ୍ଟ ୧ ତାରିଖ ଦିନ ଦର୍ଶକମାନେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିଶୁପୁତ୍ରକୁ ହତ୍ୟା, ଅଭିଯୁକ୍ତର ଆତ୍ମସମର୍ପଣ

ମାଲକାନଗିରି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିଶୁପୁତ୍ରକୁ ହତ୍ୟା । ମାଲକାନଗିରି ଜିଲ୍ଲା ଏମଭି-୧୯ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଘଟଣା ଜଣାପଡିବା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଶାନ୍ତ କରିବାରେ ସଫଳ…

ଯୁକ୍ତ ୨ ବାଣିଜ୍ୟ ଏବଂ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଏବଂ ବିଜ୍ଞାନ ପରୀକ୍ଷା ଫଳ । ପରୀକ୍ଷା ଫଳ ପ୍ରକାଶ କଲେ ବିଦ୍ୟାଳୟ ଏବଂ ଗଣ ଶିକ୍ଷାମନ୍ତ୍ରୀ ସମୀର ରଜ୍ଞନ ଦାସ । ଯୁକ୍ତ ୨ ବିଜ୍ଞାନରେ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ବାଣିଜ୍ୟରେ ପାସ୍ ହାର ରହିଛି ୯୪.୯୬ ପ୍ରତିଶତ ।…

ସୋମବାରଠାରୁ ସବୁ ରୁଟରେ ମୋ ବସ ଚାଲିବ

ଭୁବନେଶ୍ୱର: ସୋମବାରଠାରୁ ସମସ୍ତ ୨୫ ରୁଟରେ ଚାଲିବ ମୋ ବସ୍ । ୨୫ ରୁଟରେ ସମସ୍ତ ୧୯୪ ବସ୍ ଚଳାଚଳ କରିବ । ସୋମବାରଠାରୁ ଶୁକ୍ରବାର ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ ଚାଲିବ । ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ । ମାସ୍କ ନଥିଲେ ଯାଇପାରିବେ ନାହିଁ । ସଂକ୍ରମଣ ଦୃଷ୍ଟିରୁ ପୂର୍ବରୁ କେବଳ…

କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ହକି ଟିମ୍

ନୂଆଦିଲ୍ଲୀ: ଅଲିମ୍ପିକ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛି ରାଣୀ ରାମପାଲଙ୍କ ଭାରତୀୟ ଦଳ । ରାଣୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଅନ୍ତିମ ଗ୍ରୁପ ମୁକାବିଲାରେ ସାଉଥ ଆଫ୍ରିକାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ ଆଶା ବଳବତ୍ତର ରଖିଥିଲା । ପୁଲ୍ ଏରେ ଆୟାର୍ଲାଣ୍ଡ ନିଜର…

ଭୁବନେଶ୍ୱରରୁ ଆଜି ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ ତଳକୁ ଖସିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୭୨ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର…

ଆଜି ଓଡିଶାରୁ ୧ ହଜାର ୮୯୯ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ୧ ହଜାର ୮୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୫୯, କଟକରୁ ୨୫୭, ଯାଜପୁରରୁ ୧୧୪, ପୁରୀରୁ ୧୧୩, ବାଲେଶ୍ବରରୁ ୧୦୬, ଅନୁଗୁଳରୁ ୮୮, ଜଗତସିଂହପୁରରୁ…

ଆଜି ଘରେ ବନାନ୍ତୁ ଫିସ୍ ଟିକ୍କା ମସଲା

ରୋଷେଇ: ଭେଜରେ ପନୀର ଟିକ୍କା ଏବଂ ନନଭେଜରେ ଚିକେନ୍‌ ଟିକ୍କା ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଫିସ୍‌ ଟିକ୍କା ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।  ଆବଶ୍ୟକ ସାମଗ୍ରୀ ୨୫୦ ଗ୍ରାମ ମାଛ (କଣ୍ଟା ନଥିବା…
ବ୍ରେକିଂ