Monthly Archives

August 2021

ସେପ୍ଟେମ୍ବର ୬ ରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ସେପ୍ଟେମ୍ବର ୬ ତାରିଖ ଠାରୁ ଖୋଲିବ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଏସ୍‌ଓପି ଜାରି ହୋଇଛି । ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍‌ନିକ୍‌,…

ଫାଷ୍ଟ ଫୁଡ୍ ଦୋକାନ ଉପରେ ପଡିଲା ବିରାଟକାୟ ଗଛ

ଆନନ୍ଦପୁର: ଆନନ୍ଦପୁର ବ୍ଲକ୍ ଛକ ନିକଟ ରାସ୍ତା କଡରେ ଥିବା ଫାଷ୍ଟ ଫୁଡ୍ ଦୋକାନ ଉପରେ ଉପୁଡି ପଡିଲା ଏକ ବିରାଟକାୟ ଗଛ । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି  l ଗ୍ରାହକଙ୍କ ପାଇଁ ଥିବା ଓପନ ଷ୍ଟଲର କିଛି ଚେୟାର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା l ପୁରୁଣା ଗଛଟି ଦୁର୍ବଳ…

କଟକରୁ ୩୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ସ୍ଥିର ରହିଛି ମହାମାରୀ କରୋନା ସଂଖ୍ୟା ।ଆକ୍ରାନ୍ତଠୁ ଅଧିକ ରହିଛି ସୁସ୍ଥ ସଂଖ୍ୟା ।  ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗର ନିଗମରୁ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୩ ଜଣ କ୍ୱେରାଣ୍ଟିନରୁ ଓ ୧୦ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି ।…

ଏସିଏଫ୍ ସୌମ୍ୟ ମୃତ୍ୟୁ ଘଟଣା, କାଲି ପତ୍ନୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବ

କଟକ :  ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଂଜନ ମୃତ୍ୟୁ ଘଟଣା । ପତ୍ନୀ ବିଦ୍ୟାଭାରତୀଙ୍କୁ ଆଉଥରେ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ ଟିମ । ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏଥିସହ ସୌମ୍ୟଙ୍କ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଏହି ମାମଲାର…

ମାରିୟପ୍ପନ ଓ ଶରଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଟୋକିଓ ପାରାଅଲମ୍ପିକ୍ସରେ ଭଲ ପଦର୍ଶନ ଜାରି ରଖିଛନ୍ତି ଭାରତୀୟ ଆଥଲେଟ ।  ହାଇଜମ୍ପରେ ଭାରତ ଏକାଥରକେ ଦୁଇଟି ପଦକ ଜିତିଥିବାରୁ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଡାଲ ଜିତି ଭାରତ ପାଇଁ ଗୌରବ ଆଣିଥିବା ମାରିୟପ୍ପନ ଥାଙ୍ଗାଭେଲୁ ଓ ଶରଦ…

ଚାନ୍ଦିପୁରରୁ ଡଲଫିନ୍ ଉଦ୍ଧାର

ବାଲେଶ୍ଵର: ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟ ନଅହଜାର ପଏଣ୍ଟରେ ମଙ୍ଗଳବାର ଏକ ଜୀବନ୍ତ ଡଲଫିନ ଦେଖିବାକୁ ମିଳିଛି। ତେବେ ଡଲଫିନ ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।  ସ୍ଥାନୀୟ ଲୋକେ ଡଲଫିନକୁ ଧରି କିଛି ସମୟ ପରେ ପୁଣି ସମୁଦ୍ରରେ ଛାଡ଼ିଦେଇଥିବା ଜଣାପଡ଼ିଛି ।…

କେରଳରୁ କର୍ଣ୍ଣାଟକ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହର ଭୟ ଭିତରେ କେରଳରେ ବେକାବୁ କରୋନା ସଂକ୍ରମଣ । ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ କେରଳର ସ୍ଥିତି ସୁଧୁରିବାର ନା'ନେଉନି । ସାରା ଦେଶରୁ ଦୈନିକ ଆସୁଥିବା କରୋନା ରୋଗୀଙ୍କ ସଂଖ୍ୟାରୁ…

ଶ୍ରୀକ୍ଷେତ୍ରରେ ମହାବାହୁଙ୍କୁ ଦର୍ଶନ କଲେ ଗୋବିନ୍ଦା

 ପୁରୀ :  ଆଜି ଶ୍ରୀକ୍ଷେତ୍ରରେ ପୁଣି ଥରେ ମହାବାହୁଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ମଙ୍ଗଳବାର ଶ୍ରୀମନ୍ଦିର ଆସି ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ପ୍ରଭୁଙ୍କ ଡାକରାରେ ହିଁ ସେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ୍ ଦ୍ବିତୀୟ…

ଭୁବନେଶ୍ୱରରୁ ୨୦୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଦିନେ ବୃଦ୍ଧି ହେଉଛି ତ ପୁଣି ଦିନେ ହ୍ରାସ ପାଉଛି କରୋନା ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୨୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…

ହକିର ଉନ୍ନତି ପାଇଁ ନବୀନଙ୍କୁ ଅଷ୍ଟ୍ରେଲିଆ ହାଇକମିଶନର ପ୍ରଶଂସା

ଭୁବନେଶ୍ୱର: ହକିର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପକୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରୀ ଓଫାରେଲ ଏଓ ।ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ ଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ…
ବ୍ରେକିଂ