Daily Archives

August 1, 2021

ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାରଠାରୁ ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୋଲିବ

ବାରଙ୍ଗ:  କରୋନା କଟକଣା କୋହଳ ହେବା ପରେ ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାର ଠାରୁ ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୋଲାଯିବ। ମେ ପହିଲାରୁ ଗତ ତିନିମାସ ଧରି ବନ୍ଦ ରହିଥିବା ପ୍ରାଣୀ ଉଦ୍ୟାନରେ  ପର୍ଯ୍ୟଟକଙ୍କ ପାଦ ପଡ଼ିବ। ଏଥିପାଇଁ କର୍ତ୍ତୁପକ୍ଷ ସବୁ ଦିଗକୁ ସମୀକ୍ଷା କରିବାରେ ବ୍ୟସ୍ତ।…

ଭାରତ ଉପରେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ୱ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଥରେ ଇତିହାସ ରଚିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ସ୍ବାଧୀନତା ପରେ ପ୍ରଥମ ଥର କୌଣସି ପ୍ରଧାନମନ୍ତ୍ରୀ ଜାତିସଙ୍ଘର ସୁରକ୍ଷା ପରିଷଦ ବୈଠକର କରିବେ ଅଧ୍ୟକ୍ଷତା । ରବିବାର ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ସମ୍ଭାଳିଛି…

ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟରେ ତାଳିମାରି ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କଲେ

ଭୁବନେଶ୍ୱର: ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସର ସେମି ଫାଇନାଲକୁ ପ୍ରବେଶ କରିଛି ।  ଭାରତୀୟ ହକି ଟିମର ଏହି ଐତିହାସିକ ବିଜୟରେ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ବସି ସମ୍ପୂର୍ଣ୍ଣ ମ୍ୟାଚ ଦେଖିବା ସହ ଟ୍ୱିଟ…

ପର୍ଯ୍ୟଟକଙ୍କ ପାଇଁ କାଲିଠୁ କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲିବ

ପୁରୀ: ମହାମାରୀ କରୋନାର ଦ୍ୱିତୀୟ ଲହର ପାଇଁ ଗତ ଅପ୍ରେଲ ୧୬ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଦୀର୍ଘ ୩ମାସରୁ ଉର୍ଦ୍ଧ ଦିନ ହେବ ବନ୍ଦ ରହିଥିଲା କୋଣାର୍କ ସୂର୍ଯ୍ୟମନ୍ଦିର । ଫଳରେ ସରକାରଙ୍କ ପ୍ରତ୍ୟେହ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ବ୍ୟବସାୟୀ ମାନଙ୍କ ଭାତହାଣ୍ଡି ଉପରେ…

ଟୋକିଓ ଅଲମ୍ପିକ: କାଲି ୨୦୦ ମିଟରରେ ଦୌଡ଼ିବେ ଦୂତୀ

ଟୋକିଓ: କାଲି ୨୦୦ ମିଟର୍ ଦୌଡ଼ ପାଇଁ ଟ୍ରାକକୁ ଓହ୍ଲାଇବେ। ୧୦୦ ମିଟର୍ ଦୌଡ଼ରେ ନିରାଶ କରିଥିବା ଭାରତୀୟ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ୨୦୦ ମିଟରରେ ସଫଳ ହେବା ନେଇ ଆଶାୟୀ ଅଛନ୍ତି। ୨୦୦ ତୁଳନାରେ ୧୦୦ ମିଟରରେ ଦୂତୀଙ୍କୁ ଅଧିକ ସଫଳତା ମିଳିଛି। ତେଣୁ ଦୂତୀ ୨୦୦ ମିଟର ଦୂତୀଙ୍କ ପାଇଁ ଅଧିକ…

ଆଜି ଭୁବନେଶ୍ୱରରୁ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୩୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮୧ କୁ ବୃଦ୍ଧି ହୋଇଛି।…

ପିଅନ୍ତୁ ଆଖୁ ରସ, ମିଳିବ ଚମତ୍କାରୀ ଫାଇଦା

 ସ୍ୱାସ୍ଥ୍ୟ ଟିପ୍ସ: ଦୈନିକ ଗୋଟିଏ ଗ୍ଲାସ୍‌ ଆଖୁ ରସ ପାନ କଲେ ଶରୀରକୁ ବିଭିନ୍ନ ପ୍ରକାରର ଫାଇଦା ହୋଇଥାଏ । ପେଟ ରୋଗରୁ ନେଇ ଓଜନ ହ୍ରାସ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରିଥାଏ ଏହି ଆଖୁ ରସ। ଆପଣ ଯଦି ଓଜନ ହ୍ରାସ ଡାଏଟ୍‌ରେ ଅଛନ୍ତି ତେବେ ସେଥିରେ ଆଖୁ ରସ ନିଶ୍ଚୟ ସାମିଲ୍‌ କରନ୍ତୁ। ଏହାକୁ…

ସେମି ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ

ଟୋକିଓ:  ଦୀର୍ଘ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି ଭାରତୀୟ ପୁରୁଷ ହକି ଦଳ । ରବିବାର ଭାରତ ୩-୧ରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରିବା ସହିତ ସେମିରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଦୀଲପ୍ରିତ ସିଂ, ଗୁରଜଣ୍ଟ ସିଂ ଓ ହାର୍ଦ୍ଦିକ ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।…

ରସାବଳୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବିରେ ଓଡିଶାର ୩ ସାଂସଦ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ

ନୂଆଦିଲ୍ଲୀ : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଶ୍ରୀବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ଦାବି କରି ସାଂସଦ ସୁବାସ ସିଂହଙ୍କ ନେତୃତ୍ବରେ ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ ରବିବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି। ସଂସଦ…

ଆଜି ଓଡିଶାରୁ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୧ ହଜାର ୭୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨୦, କଟକରୁ ୨୦୮, ଅନୁଗୁଳରୁ ୯୮, ବାଲେଶ୍ବରରୁ ୯୭, ଯାଜପୁରରୁ ୮୬, କେନ୍ଦ୍ରାପଡାରୁ ୮୩,…
ବ୍ରେକିଂ