Daily Archives

August 2, 2021

ଉଦ୍ଧାର କାର୍ଯ୍ୟରେ ଯାଇ ଓଲଟିଲା ଟ୍ରାକ୍ଟର: ଡ୍ରାଇଭର ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡମାଲ ପଞ୍ଚାୟତ ଗନଘୋଷା ଗ୍ରାମରେ ଉଦ୍ଧାର କାର୍ଯ୍ୟରେ ଯାଇଥିବା ଏକ ଟ୍ରାକ୍ଟର ଓଲଟି ପଡିଥିବା ଜଣାପଡିଛି । ଘଟଣାରେ ଡ୍ରାଇଭରର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ,  ଧାନରୁଆ ପାଇଁ ଟ୍ରାକ୍ଟରରେ କାଦୁଅ କରୁଥିବା ବେଳେ ଫସିଯାଇଥିଲା।…

‘ବୃହତ୍‌ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ’ ଏବଂ ‘ଡିବିଟି ଇନ୍‌ପୁଟ ଓଡ଼ିଶା ପୋର୍ଟାଲ’ର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର:  ରାଜ୍ୟର କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରଗତିଶୀଳ ନେତୃତ୍ୱ ଓ ମାଗଦର୍ଶନରେ ଫସଲର ବିବିଧିକରଣକୁ ପ୍ରୋତ୍ସାହିତ କରାଯାଉଛି । ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଉଚ୍ଚ ଓ ମଧ୍ୟମ ଜମିରେ ଅଣଧାନ ଚାଷ ଯଥା- ଡାଲି, ତୈଳବୀଜ,…

ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍‌ରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଦୀର୍ଘ ବର୍ଷ ପରେ ସେମିଫାଇନାଲ୍‌ରେ ପ୍ରବେଶ କରିଥିବାରୁ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଭୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ…

ସମସ୍ତ ପ୍ରକୃତ ଚାଷୀ ମାନଙ୍କର ସଠିକ୍ ପଂଜୀକରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ୨୦୨୦-୨୧ ଖରିଫ୍‌ ଋତୁରେ ଚାଷୀମାନଙ୍କ ଠାରୁ ଧାନକ୍ରୟ ନିମନ୍ତେ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ପ୍ରକୃତ ଚାଷୀମାନଙ୍କର ସଠିକ୍‌ ପଂଜୀକରଣ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଖରିଫ୍‌ ଋତୁରେ କୌଣସି ପ୍ରକୃତଚାଷୀ…

ଦର୍ଶକଙ୍କ ନିମନ୍ତେ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ଖୋଲିଲା

ଭୁବନେଶ୍ୱର: ଆଜି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ଦର୍ଶକଙ୍କ ନିମନ୍ତେ ଖୋଲାଯାଇଛି । ସରକାରଙ୍କ ଅନୁମୋଦିତ କୋଭିଡ୍‌ ନିର୍ଦ୍ଦେଶାବଳୀ ପାଳନପୂର୍ବକ ଏହି ସଂଗ୍ରହାଳୟ ଖୋଲା ରହିବ । ସଂଗ୍ରହାଳୟ ଖୋଲିବା ପରେ ଦର୍ଶକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ସଂଗ୍ରହାଳୟ କର୍ମଚାରୀ ଏବଂ…

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ସେବା ଲୋକାର୍ପିତ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟୟାମୂର୍ତ୍ତି ଡ. ଏସ୍‌. ମୁରଲୀଧର ବିଭିନ୍ନ ପ୍ରକାର ଇ-ସେବା କାର୍ଯ୍ୟକ୍ରମର ଉନ୍ମୋଚନ କରିଛନ୍ତି । ହାଇକୋର୍ଟ ମୋବାଇଲ୍‌ ଆପ୍‌, ଜିଲ୍ଲା ଏବଂ ସବ୍‌ ଅର୍ଡିନେଟ୍‌ କୋର୍ଟର ଜରିମାନା, ଭୁବନେଶ୍ୱର ଏବଂ କଟକ କମିଶନରେଟ୍‌ ପୋଲିସର…

୮୦ ବର୍ଷ ବୟସରେ ବିଶିଷ୍ଟ କଣ୍ଠଶିଳ୍ପୀ କଲ୍ୟାଣୀ ମେନନଙ୍କ ଦେହାନ୍ତ

ଚେନ୍ନାଇ: ବିଶିଷ୍ଟ କଣ୍ଠଶିଳ୍ପୀ କଲ୍ୟାଣୀ ମେନନ୍‌ଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ତେବେ ସୋମବାର ଚେନ୍ନାଇର ଏକ ପ୍ରାଇଭେଟ ହସ୍ପିଟାଲରେ କଲ୍ୟାଣୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ସିନେମାଟୋଗ୍ରାଫର ସନ୍ତୋଷ ଶିବନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

ମୁହଁରୁ ଅତ୍ୟଧିକ କେଶ ହଟାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଜୀବନଚର୍ଯ୍ୟା: କେତେକ ଝିଅଙ୍କର ମୁହଁରେ ଅତ୍ୟଧିକ କେଶ ଉଠି ଅସୁନ୍ଦର ଦେଖାଯାଏ। କେତେକ ଘରୋଇ ଉପଚାର ମାଧ୍ୟମରେ ଆପଣ ଏହି କେଶ ହଟାଇପାରିବେ। ଆଜିକାଲି ହରମୋନ୍‌ ପରିବର୍ତ୍ତନ ଯୋଗୁଁ କେତେକ ଝିଅଙ୍କ ମୁହଁରେ ଅତ୍ୟଧିକ କେଶ ଉଠୁଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ଝିଅମାନେ ପାର୍ଲର ଯାଇ…

ଭୁବନେଶ୍ୱରରୁ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୪ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖସିଛି କରୋନା ଗ୍ରାଫ । ତେବେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୩୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଏହାକୁ ମିଶାଇ ରାଜଧାନୀରେ ମୋଟ…

ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସର । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିରଞ୍ଚିଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେପଟେ ଆଜି ଓଏସଏସସି ମଧ୍ୟ ବିରଞ୍ଚିଙ୍କୁ ନିଲମ୍ବନ କରିଛି । ବିରଞ୍ଚିଙ୍କୁ ନିଲମ୍ବନ…
ବ୍ରେକିଂ