Daily Archives

August 4, 2021

କୋଭିଡ ନିୟମ ଠିକ ଭାବେ ନମାନିଲେ ପୁଣି ଥରେ ଲକଡାଉନ ହେବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଏଯାଏଁ କରୋନା ସଂପୂର୍ଣ୍ଣ ଭାବେ ଯାଇନାହିଁ । ପୁଣି ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ…

ଆଜି ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୭ଟା ସମୟରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ କେଉଁ ବିଷୟ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ସେନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା…

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ, ୨୯ ମନ୍ତ୍ରୀ ଶପଥ ନେଲେ

ବେଙ୍ଗାଲୁର: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବା ପରେ ଏବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ବୋମାଇ ସରକାରଙ୍କ ନୂଆ ଟିମରେ ଶପଥ ନେଇଛନ୍ତି ୨୯ ମନ୍ତ୍ରୀ । ରାଜ୍ୟପାଳ ଥାୱାରଚନ୍ଦ ଗେହଲଙ୍କ ଦ୍ୱାରା ରାଜଭବନଠାରେ ନୂଆ ମନ୍ତ୍ରୀମାନଙ୍କ ଶପଥପାଠ ହୋଇଛି । ନୂଆ ମନ୍ତ୍ରୀମଣ୍ଡଳରେ…

ମହିଳା ହକିରେ ଭାରତକୁ ୨-୧ରେ ହରାଇ ଆର୍ଜେଣ୍ଟିନା ସେମିଫାଇନାଲ ଜିତିଲା

ଟୋକିଓ: ଅଧାରେ ରହିଲା ସ୍ୱର୍ଣ୍ଣ ଲଢ଼େଇର ଆଶା । ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମଥର ପାଇଁ ସେମିରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଟିମ ଆଜି ଆର୍ଜେଣ୍ଟିନା ଠାରୁ ହାରି ଯାଇଛି । ଭାରତକୁ ୨-୧ରେ ହରାଇ ଆର୍ଜେଣ୍ଟିନା ଚଳିତ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିଛି।…

ଗୋଟିଏ ଦିନ ପାଇଁ ରାଜ୍ୟସଭାରୁ ୬ ଟିଏମ୍‌ସି ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ରାଜ୍ୟସଭାରୁ ୬ ଟିଏମ୍‌ସି ସାଂସଦ ନିଲମ୍ବିତ । ପେଗାସସ୍ ସ୍ପାଏୱେରକୁ ନେଇ ରାଜ୍ୟସଭାରେ ହୋହାଲ୍ଲା କରିବା ଓ ପ୍ଲାକାର୍ଡ ଦେଖାଇବା ପରେ ସାଂସଦମାନଙ୍କୁ ଗୋଟିଏ ଦିନ ପାଇଁ ରାଜ୍ୟସଭା ବାଚସ୍ପତି ନିଲମ୍ବିତ କରିଛନ୍ତି  । ନିଲମ୍ବିତ ସାଂସଦମାନେ ହେଲେ ଡୋଲା ସେନ୍, ଏମ୍‌ଡି…

ଅନୁଗୁଳର ରେଙ୍ଗାଲି ଡ୍ୟାମ ପ୍ରଥମ ବନ୍ୟାଜଳ ଛାଡିଲା

ଅନୁଗୁଳ: ପ୍ରଥମ ବନ୍ୟାଜଳ ଛାଡିଲା ରେଙ୍ଗାଲି ଡ୍ୟାମ । ରେଙ୍ଗାଲି ଡ୍ୟାମର କର୍ତ୍ତୃପକ୍ଷ ବୁଧବାର ସକାଳ ୧୧ ଟାରେ ଡ୍ୟାମର ସ୍ଲୁଇସ୍ ଗେଟ୍ ନଂ-୭ ରୁ ବନ୍ୟା ଜଳ ଛାଡିଥିବା ସୂଚନା ମିଳିଛି। ଜଳଭଣ୍ଡାରକୁ ଜଳ ପ୍ରବାହ ୧୬୨୭ କ୍ୟୁସେକ୍ ହୋଇଥିବାବେଳେ ଆଉଟଫ୍ଲୋ ୧୦୦୦ କ୍ୟୁସେକ୍ ଥିଲା। ସକାଳ…

ରେସଲିଂ ଫାଇନାଲରେ ରବି ଦହିଆ

ଟୋକିଓ: ଟୋକିଓ ଅଲମ୍ପିକରେ ଭାରତୀୟ କୁସ୍ତିଯୋଦ୍ଧା ରବି ଦହିଆ ଫାଇନାଲରେ ପ୍ରବେଶ । ବୁଧବାର ଦିନ ପୁରୁଷ କୁସ୍ତି ପ୍ରତିଯୋଗୀତାର ୫୭ କିଲୋ ବର୍ଗ ସେମିଫାଇନାଲରେ ସେ କାଜାକାସ୍ତାନର ସାନାୟେବ ନୁରିସ୍ଲାମଙ୍କୁ ପରାଜିତ କରି ଟୋକିଓ ଅଲମ୍ପିକର ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ…

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ପୀଡ଼ିତାଙ୍କ ପରିବାରକୁ ଭେଟି ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ଦିଲ୍ଲୀ…

ନୂଆଦିଲ୍ଲୀ: ଦିଲ୍ଲୀ ନାଙ୍ଗଲ ଗାଓଁର ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିବା ୯ ବର୍ଷର ନାବାଳିକାଙ୍କ ପରିବାରକୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏଥିସହ ପୀଡିତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା…

ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଅଗଷ୍ଟ ୯ ରୁ ଖୋଲିବ

ଭୁବନେଶ୍ଵର,: ଆସନ୍ତା ଅଗଷ୍ଟ ୯ ରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବୈଷୟିକ…

ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ ମୁହାଁମୁହିଁ

ଦୁବାଇ: ଅକ୍ଟୋବର ୧୭ରୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ । ହେଲେ ଏହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ଅକ୍ଟୋବର ୨୪ ତାରିଖରେ ପୁଣି କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ସୂଚନା ଅନୁସାରେ ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା…
ବ୍ରେକିଂ