Daily Archives

August 4, 2021

ଫିଲ୍ମ ‘ବେଲ ବଟମ୍’ରେ ଲାରାଙ୍କ ଲୁକକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ :  ଅକ୍ଷୟ କୁମାରଙ୍କ ଫିଲ୍ମ  ବେଲ୍ ବଟମ୍  ର ଟ୍ରେଲର ରିଲିଜ ହେବାପରେ ଏଥିରେ ଲାରା ଦତ୍ତଙ୍କ ଭୂମିକାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ୧୯୮୪ ଘଟଣା ଉପରେ ଆଧାରିତ ବେଲ୍ ବଟମ୍ ଏକ ସ୍ପାଏ ଥ୍ରୀଲର ଫିଲ୍ମ । ଏଥିରେ ଅଭିନେତ୍ରୀ ଲାରା ଦତ୍ତା ପୂର୍ବତନ…

ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର

ଭୁବନେଶ୍ଵର:  ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର କରାଯାଇଛି । ଏଣିକି ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଆବଶ୍ୟକ ନାହିଁ କରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ।  ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି…

ଆଜି ୫ଟାରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି

ପୁରୀ:  ଆଜି ଶ୍ରୀମନ୍ଦିର ଖୋଲିବା ନେଇ ହେବାକୁ ଥିବା ଭର୍ଚୁଆଲ ସମନ୍ବୟ ବୈଠକ ବାତିଲ ହୋଇଛି । ବୈଠକକୁ ବାତିଲ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ତେବେ ଆଜି ଅପରାହ୍‌ଣ ୫ଟାରେ ଛତିଶା ନିଯୋଗ ବୈଠକ ବସିବ । ଶ୍ରୀମନ୍ଦିର ଖୋଲିବା ନେଇ ନୀଳାଦ୍ରି ଭକ୍ତ ନିବାସରେ  ଆଲୋଚନା ହେବ…

ସେମିରେ ହାରିଲେ ଭାରତୀୟ ବକ୍ସର ଲଭଲିନା, ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ

ଟୋକିଓ : ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେଲେ ଆସାମର ୨୩ ବର୍ଷୀୟା ଲଭ୍‌ଲିନା। ଟୋକିଓ ଅଲିମ୍ପିକ୍ସରେ ମହିଳା ବକ୍ସିଂ ୬୯ କେଜି ବର୍ଗର ସେମିଫାଇନାଲ ତୁର୍କୀର ବୁସେନାଜ ସୁରମେନେଲିଙ୍କଠୁ ହାରିଲେ ଲଭ୍‌ଲିନା ବଡ଼ଗୋସାଇଁ । ମ୍ୟାଚ ଆରମ୍ଭରୁ ସେ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ୨ ରାଉଣ୍ଡରୁ…

ବଲାଙ୍ଗୀରରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟଶାସନ ସଚିବ ଓ ୫-ଟି ସଚିବ

ବଲାଙ୍ଗୀର :  ଆଜି ଓଡିଶାର ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ .ପାଣ୍ଡିଆନ ଓ ଏନଏଚଏମର ମିଶନ ଡାଇରେକ୍ଟର ଶାଳିନୀ ପଣ୍ଡିତ ବଲାଙ୍ଗୀର ଗସ୍ତରେ ଆସି ପ୍ରଶାସନିକ ଅଧିକାରୀଙ୍କ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ସକାଳ ୯.୩୦ରେ ତୁଷୁରା…

ଭିଜିଲାନ୍ସ ଜାଲରେ ସହକାରୀ ଚକ୍ଷୁ ଚିକିତ୍ସକ

ବରଗଡ : ଭିଜିଲାନ୍ସ ଜାଲରେ ବରଗଡ଼ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ କିଶୋର ଚନ୍ଦ୍ର ପ୍ରଧାନ ।  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରଛି । କିଶୋର ପଧାନଙ୍କ ୩ଟି ଠିକଣାରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ କରିଛି। ମାରୁତି…

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ :  ଦୁଇ ଦିନର ଆଶ୍ଵସ୍ତି ପରେ ଦେଶରେ ଆଜି ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୭ ଲକ୍ଷ ୬୯ହଜାର ୧୩୨ରେ ପହଞ୍ଚିଛି ।ସେହିପରି…

ଟୋକିଓ ଅଲିମ୍ପିକ୍ସର କୁସ୍ତି ସେମିଫାଇନାଲରେ ଭାରତର ୨ ଖେଳାଳି

ଟୋକିଓ :  ଟୋକିଓ ଅଲିମ୍ପିକ୍ସର କୁସ୍ତି ସେମିଫାଇନାଲରେ ଭାରତର ୨ ଖେଳାଳି। ପୁରୁଷ ଫ୍ରି-ଷ୍ଟାଇଲ ୫୭ କେଜି ବର୍ଗରେ ବୁଲ୍‌ଗେରିଆର ଖେଳାଳିଙ୍କୁ ୧୪-୪ରେ ହରାଇ  ରବି ଦହିୟା ସେମିଫାଇନାଲରେ ପହଞ୍ଚିଛନ୍ତି । ସେହିପରି ପୁରୁଷ କୁସ୍ତି ୮୬ କେଜି ବର୍ଗରେ କ୍ବାର୍ଟର ଫାଇନାଲରେ ଚୀନ୍‌ର ଜୁସେନ…

ବଲାଙ୍ଗୀର ଗସ୍ତରେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ

ବଲାଙ୍ଗୀର :  ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ୍ ବଲାଙ୍ଗୀର ଗସ୍ତ କରିଛି । ସେଠାରେ ସେମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ । ଗସ୍ତ ସମୟରେ ୫ଟି…

ଟୋକିଓ ଅଲିମ୍ପିକ୍ସ:  ଆଜି ମହିଳା ହକି ସେମିଫାଇନାଲ

ଟୋକିଓ: ରାନୀ ରାମପଲଙ୍କ ନେତୃତ୍ବାଧିନ ଭାରତୀୟ ମହିଳା ହକି ଦଳ ଅବିଶ୍ବସନୀୟ ଖେଳ ପ୍ରଦର୍ଶନ କରି ପ୍ରଥମଥର ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ କ୍ବାର୍ଟର ଫାଇନାଲରେ ତିନିଥରର ଗୋଲ୍ଡ ମେଡାଲିଷ୍ଟ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି । ବୁଧବାର ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ…
ବ୍ରେକିଂ