Monthly Archives

September 2021

କାରଖାନା ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଯୁବକ ମୃତ

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ଥାନା ଶ୍ୟାମ ମେଟାଲିକ୍ ପ୍ଲାଣ୍ଟରେ ଫାୟାରିଂ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି ।  କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତକ ଜଣକ ଝାରସୁଗୁଡା ଲହଣ୍ଡାବୁଡ ଗ୍ରାମର ବେଙ୍ଗଡୁରୁ ଭୂୟାଁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଝାରସୁଗୁଡା…

କଟକରୁ ୧୮ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୫ ଜଣ କ୍ବାରେଣ୍ଟାଇନରୁ ଓ ୧୦ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ଅନୁଷ୍ଠାନରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ…

ହାଇଦ୍ରାବାଦକୁ ୧୩୪ ରନରେ ଚେନ୍ନାଇ ରୋକିଲା

ସାରଜା: ଇଣ୍ଡିଆନ ପ୍ରମିୟର ଲିଗ ଆଇପିଏଲ ୪୪ ତମ ମ୍ୟାଚରେ ସାମ୍ନାସାମ୍ନୀ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ଟିମ । ଏମ୍‌ ଏସ୍ ଧୋନୀଙ୍କ ଚେନ୍ନାଇ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୭…

ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ପୁନଃ ଚଳାଚଳ

ଭୁବନେଶ୍ୱର : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା । ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ତିନି ଯୋଡା ଟ୍ରେନର ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ । କଟକ-ପୁରୀ-କଟକ, କଟକ-ଭଦ୍ରକ-କଟକ ଏବଂ କଟକ-ପାରାଦୀପ-କଟକ ସ୍ବତନ୍ତ୍ର ଟ୍ରେନକୁ ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି…

କନ୍ନଡ ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡ ଅଭିନେତ୍ରୀ ସୌଜନ୍ୟା ଆଜି ତାଙ୍କ ବାଙ୍ଗାଲୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ସୌଜନ୍ୟାଙ୍କ ସୁସାଇଡ ନୋଟ ପୋଲିସ ଉଦ୍ଧାର କରିଛି । ଏଥିପାଇଁ ସେ କାହାକୁ ଦାୟୀ କରି ନାହାନ୍ତି । ମୋର ପ୍ରିୟ ପରିବାରବର୍ଗ ମୁଁ…

ପ୍ରିୟଜନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ଚଟପଟା ଝାଲ ମଟର

ଆବଶ୍ୟକ ସାମଗ୍ରୀ ସିଝା ମଟର, ସିଝା ବୁଟ, ପିଆଜ, କଂଚା ଲଙ୍କା, କାକୁଡି ,ଧନିଆ ପତ୍ର, ଟମାଟୋ, ସୋରିଷ ତେଲ, ବିଟ ଲୁଣ, ଚାଟ୍ ମସଲା, ଲେମ୍ବୁ ରସ, ତେନ୍ତୁଳୀ ରସ,  । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ମଟର ଏବଂ ବୁଟକୁ ସିଝାଇ ରଖିବେ । ଏହାପରେ ଏକ ବଡ ପାତ୍ର ନେଇ ସେଥିରେ ସିଝାଇଥିବା…

ଆଜି ଭୁବନେଶ୍ୱରରୁ ୨୪୦ ପଜିଟିଭ ଚିହ୍ନଟ, ୧୮୭ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ ପୁଣି ଉପର ମୁହାଁ ମହାମାରୀ କରୋନା । ଗତକାଲି ରାଜଧାନୀ ଭୁବନେଶ୍ୱରରୁ  ୧୭୩ ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ଆଜି ୨୪୦କୁ ଲମ୍ଫ ମାରିଛି କରୋନା ଆକ୍ରାନ୍ତ ସଂଖ୍ୟା ।  ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସେହିପରି କରୋନାରୁ ଆଜି…

ସ୍ୱାସ୍ଥ୍ୟ ପାଇଁ ହିତକର କଦଳୀ ଫୁଲ

ସ୍ୱାସ୍ଥ୍ୟ ଟିପ୍ସ: କଦଳୀ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟତଃ ସମସ୍ତେ ଜାଣନ୍ତି । ହେଲେ ଏକଥା ହୁଏତ ସମସ୍ତଙ୍କୁ ଜଣା ନଥିବା ଯେ, କଦଳୀ ଫୁଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । ଏଥିରେ ଫାଇବର, ପ୍ରୋଟିନ୍‌, କ୍ୟାଲସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌, ଆଇରନ୍ ଭଳି…

ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: କ୍ରାଇମବ୍ରାଞ୍ଚ ପକ୍ଷରୁ ଏସଓପି ଜାରି

ଭୁବନେଶ୍ୱର: ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ପରେ କ୍ରାଇମବ୍ରାଞ୍ଚ ତରଫରୁ ଜାରିହୋଇଛି ହୋଇଛି ଏସଓପି । ଥାନାରେ ଥିବା ମାଲଖାନାରେ ଜବତ ହୋଇଥିବା ବିସ୍ଫୋରକ, କ୍ଷତିକାରକ ତଥା ଜ୍ୱଳନଶୀଳ ସାମଗ୍ରୀ କିପରି ସୁରକ୍ଷିତ ଭାବରେ ରଖାଯିବ ସେନେଇ ଗୁରୁବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଛି…

ବାଲେଶ୍ୱରରୁ ଭାଲୁ ମୃତଦେହ ଉଦ୍ଧାର

ନୀଳଗିରି: ନୀଳଗିରି ରେଞ୍ଜ ଅଧିନ ଧୋବଶିଳା ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ବନବିଭାଗ ମୃତ ଭାଲୁଟିକୁ ଉଦ୍ଧାର କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଭାଲୁଟିର ବୟସ ୧୨ ବର୍ଷ ହେବ ବୋଲି ଜଣାପଡିଛି । ମିଳିଥିବା ସୂଚନାଅନୁଯାୟୀ…
ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ