Daily Archives

September 1, 2021

ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଆୟକର କମିଶନର ହେଲେ

ଭୁବନେଶ୍ୱର: ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର । ଏଥିସହ ଆୟକର ବିଭାଗରେ ୩୬ ଜଣ ପ୍ରଧାନ ଆୟକର କମିଶନରଙ୍କୁ ପଦୋନ୍ନତି ଦିଆଯାଇଛି । ପଦୋନ୍ନତି ପରେ ସେମାନେ ମୁଖ୍ୟ ଆୟକର କମିଶନର ଭାବେ କାର୍ଯ୍ୟନିର୍ବାହ କରିବେ । ଏଥି ମଧ୍ୟରେ ୪ ଜଣ ଓଡ଼ିଆ ଅଫିସର ଅନ୍ତର୍ଭୁକ୍ତ । ସେମାନେ…

ଆଜି କଟକରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ପୁଣି ଆଜି ବୃଦ୍ଧି ହୋଇଛି ମହାମାରୀ କରୋନା ସଂଖ୍ୟା । ଆକ୍ରାନ୍ତଠୁ ଅଧିକ ରହିଛି ସୁସ୍ଥ ସଂଖ୍ୟା ।  ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗର ନିଗମରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୮ ଜଣ କ୍ୱେରାଣ୍ଟିନରୁ ଓ ୨୧ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା…

ସେପ୍ଟେମ୍ବର ୩ ରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ହୋଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଅଫଲାଇନ ପରୀକ୍ଷା ସୁଯୋଗ ଦିଆଯିବ । ଏଥିପାଇଁ ଆସନ୍ତା ୩ ରୁ ପରୀକ୍ଷାର୍ଥୀ ଅନଲାଇନ ଯୋଗେ ଆବେଦନ କରିପାରିବେ । ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି…

ହରିଶଙ୍କର-ନୃସିଂହନାଥ ମନ୍ଦିରର ବିକାଶମୂଳକ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ସୌନ୍ଦର୍ଯ୍ୟକରଣ ହେବ ପଶ୍ଚିମ ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଓ ନୃସିଂହନାଥ ମନ୍ଦିର । ତେଣୁ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ଆଜି…

ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କଠାରୁ ୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିବା ପୋର୍ଟାଲ ସାମ୍ବାଦିକ ଗିରଫ

ଝାରସୁଗୁଡ଼ା:  ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଲୁଟ ଅଭିଯୋଗରେ ୱେବ ପୋର୍ଟାଲ ସାମ୍ବାଦିକ ଗିରିଫ । ଗିରଫ ଜଣକ ହେଲେ ଜନନୀ ପୋର୍ଟାଲର ସାମ୍ବାଦିକ ଦୀପକ ଦେହୁରୀ । ଝାରସୁଗୁଡ଼ା ବଡ଼ମାଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଫେସବୁକ ମାଧ୍ୟମରେ ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ…

ଭୁବନେଶ୍ୱରରୁ ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ, ୨୬୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ ଦିନେ ବୃଦ୍ଧି ହେଉଛି ତ ପୁଣି ଦିନେ ହ୍ରାସ ପାଉଛି କରୋନା ସଂଖ୍ୟା । ତେବେ ଗତକାଲି ଅପେକ୍ଷା ଆଜି ତଳକୁ ଖସିଛି ମହାମାରୀ କରୋନା ।  ଗତ ୨୪ ଘଣ୍ଟା ମଧ୍ୟରେ ୧୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ…

ରେଳଲାଇନ ପାର ହେଲା ବେଳେ ଟ୍ରେନ ଧକ୍କାରେ ଗୋଟିଏ ପରିବାରର ୪ ମୃତ

ରାଉରକେଲା: ନଦୀ ରେଳ ପୋଲ ଲାଇନ ଦେଇ ଯାଉଥିବା ବେଳେ ଧକ୍କା ଦେଲା ଟ୍ରେନ । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି ।  ଝାଡ଼ଖଣ୍ଡ  ଚକ୍ରଧରପୁର ବିଂଯାଇ ନଦୀ ପୋଲ ଦେଇ ଯାଉଥିବା ବେଳେ ମୁମ୍ବାଇ- ହାଓ୍ବାଡା ଦୂରନ୍ତ ଏକ୍ସପ୍ରେସ ଟ୍ରେନ ଧକ୍କା ଦେଇଥିଲା ।  ମୃତକମାନେ ଗୋଟିଏ ପରିବାରର ବୋଲି…

ଉତ୍ତରପ୍ରଦେଶର ଗାଜିୟାବାଦରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ମୃତ

ଗାଜିୟାବାଦ : ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ମୃତ ।  ଉତ୍ତରପ୍ରଦେଶର ଗାଜିୟାବାଦ ଜିଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏମାନଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି ବୋଲି ଜଣାପଡିଛି । ଜଣଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ…

ଆଜି ରାଜ୍ୟରେ ୬୬୬ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୨୬୭

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୬୬୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୭ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୩ ହଜାର ୯୦୧ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କେନ୍ଦ୍ରାପଡାରୁ ୫୦ ଗ୍ରାମ ବ୍ରାଉନ ସୁଗାର ଜବତ, ମହିଳା ଗିରଫ

କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣଙ୍କ ଦକ୍ଷିଣଦିଆ ଗ୍ରାମର ବୋଲି ଜଣାପଡିଛି ।  ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ…
ବ୍ରେକିଂ