Daily Archives

September 2, 2021

ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ମାଲକାନଗିରି: ପୋଖରୀରେ ବୁଡ଼ି ୨ ଶିଶୁ ମୃତ୍ୟୁ । ମାଲକାନଗିରି ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତର କମାରଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ବୋଲି ଜଣାପଡିଛି । ସୂଚନାମୁତାବକ ଉଭୟ…

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୧୯୧ ରନରେ ଅଲଆଉଟ

ଓଭାଲ: ଓଭାଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ ହୋଇଯାଇଛି । ତେବେ ତୃତୀୟ ଟେଷ୍ଟ ପରି ଏଥର ମଧ୍ୟ ଫେଲ ମାରିଥିଲେ ବ୍ୟାଟ୍ସ ମ୍ୟାନ । ଅଧିନାୟକ ବିରାଟ କୋହଲି ଓ ଶାର୍ଦ୍ଦୁଳ ଠାକୁରଙ୍କ ଅର୍ଦ୍ଧଶତକ ଫଳରେ ଭାରତ ୧୯୧ ରନ କରିବାକୁ ସକ୍ଷମ…

ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ଘୋଷଣା

ଭୁବନେଶ୍ବର : ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ଘୋଷଣା ହୋଇଛି । ଜୀବନବ୍ୟାପୀ ସାଧନା ଲାଗି ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ପ୍ରଦାନ କରାଯିବ । ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ଆରୁଷୀ ମୁଦଗଲ ଏବଂ ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ…

ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ବାଉଁଶ ହସ୍ତଶିଳ୍ପର ସର୍ବାଙ୍ଗୀନ ବିକାଶ ନିମନ୍ତେ ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର…

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଅନଲାଇନ ଦେୟ ପୈଠ ୨.୦ ସଂସ୍କରଣର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5ଟି ନୀତି ଆଧାରରେ ରାଜ୍ୟ ଅର୍ଥ ବିଭାଗଙ୍କ ଦ୍ୱାରା ପ୍ରସ୍ତୁତ ସମ୍ୱନିତ ଆର୍ଥିକ ପରିଚାଳନା ବ୍ୟବସ୍ଥା ଅନ୍ତର୍ଗତ ଅନଲାଇନ ଦେୟପୈଠ ବୈଦ୍ୟୁତିକ ରସିଦ ବ୍ୟବସ୍ଥାର ୨.୦ ସଂସ୍କରଣର ଶୁଭାରମ୍ଭ ହୋଇଛି ।  ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର…

ଆଜି ଭୁବନେଶ୍ୱରରୁ ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ,ମୃତ୍ୟୁ ସଂଖ୍ୟା ହଜାରେ ପାର

ଭୁବନେଶ୍ୱର: ରାଜଧାନୀରେ ପୁଣି ଆଜି ଉପର ମୁହାଁ ମହାମାରୀ କରୋନା । ତେବେ ଗତକାଲି ଅପେକ୍ଷା ଆଜି ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୧ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ…

ସମ୍ବଲପୁରରୁ ପୁଣି ନକଲି ଟଙ୍କା ଜବତ, ୩ ଗିରଫ

ସମ୍ବଲପୁର : ସମ୍ବଲପୁର ପୁଣି ନକଲି ଟଙ୍କା ଜବତ । ଘଟଣାରେ ୧୨ ହଜାର ୩୦୦ ନକଲି ଟଙ୍କା ଜବତ କରିବା ସହ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବୁର୍ଲା ପୋଲିସ । ଆଜି ଜଣେ ଅଟୋ ଚାଳକକୁ ଜଣେ ବ୍ୟକ୍ତି ୨୦୦ ଟଙ୍କା ଦେଉଥିବା ସମୟରେ ଏହା ନକଲି ଜାଣିବାକୁ ପାଇଥିଲେ ଅଟୋ ଚାଳକ । ଏନେଇ ଅଟୋ ଚାଳକ…

ହିରାଖଣ୍ଡ ଏକ୍ସପ୍ରେସ ଆଧୁନିକ ଏଲ.ଏଚ.ବି କୋଚ ସହିତ ଚଳାଚଳ କରିବ

ଭୁବନେଶ୍ୱର: ଯାତ୍ରୀମାନଙ୍କୁ ଉତ୍ତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ଚଳିତ ମାସରୁ ଆଧୁନିକ ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି । ଯାହାଦ୍ୱାରା…

ପୂର୍ବତଟ ରେଳପଥରେ ବରିଷ୍ଠ କ୍ରୀଡା ଅଧିକାରୀ ଭାବେ ଅମିତ ରୋହିଦାସଙ୍କୁ ନିଯୁକ୍ତି

ଭୁବନେଶ୍ୱର: ପୂର୍ବତଟ ରେଳପଥରେ ବରିଷ୍ଠ କ୍ରୀଡା ଅଧିକାରୀ ଭାବେ ଯୋଗଦେଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ ରୋହିଦାସ । ଏହା ପୂର୍ବରୁ ସେ ପଶ୍ଚିମ ରେଳପଥ ମୁମ୍ବାଇ ଠାରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି)/ କ୍ରୀଡା ପଦବିରେ କାର୍ଯ୍ୟ କରୁଥିଲେ । ଅମିତ ରୋହିଦାସଙ୍କ ଏହି ନୂତନ…

ସ୍ୱତନ୍ତ୍ର ହିରାକୁଦ୍ ଓ ଜଗନ୍ନାଥ ଏକ୍ସପ୍ରେସ୍ ଏବଂ ସ୍ୱତନ୍ତ୍ର ଖୋର୍ଦ୍ଧା ରୋଡ୍-ପୁରୀ ପାସେଞ୍ଜର ଟ୍ରେନ ଚଳାଚଳ ହେଲା

ଭୁବନେଶ୍ୱର : ଯାତ୍ରୀଙ୍କ ସୁବିଧା ପାଇଁ ଚଳାଚଳ କଲା ସ୍ପେଶାଲ ଟ୍ରେନ୍ । ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହୀରାକୁଦ୍ ସ୍ପେଶାଲ୍, ପୁରୀ-ହାଓ୍ବଡ଼ା-ପୁରୀ ଜଗନ୍ନାଥ ସ୍ପେଶାଲ୍ ଓ ଖୋର୍ଦ୍ଧା ରୋଡ୍-ପୁରୀ-ଖୋର୍ଦ୍ଧା ରୋଡ୍ ପାସେଞ୍ଜର ସ୍ପେଶାଲ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି…
ବ୍ରେକିଂ