Daily Archives

September 3, 2021

୯ ତାରିଖରେ ପାରାଲିମ୍ପିକ୍ସ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ଭେଟିବେ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓ-୨୦୨୦ରେ ଦମଦାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ଚଳିତ ପାରାଲିମ୍ପିକ୍ସରେ ଅଦ୍ୟାବଧି ଭାରତ ୧୩ଟି ପଦକ ହାସଲ କରି ସାରିଛି । ଆସନ୍ତା…

କୋଚଙ୍କ ନାଁରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆଣିଲେ ମନିକା ବାତ୍ରା

ନୂଆଦିଲ୍ଲୀ : ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ଜାତୀୟ କୋଚ୍‌ ସୌମ୍ୟଦୀପ ରୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଦୋହାଠାରେ ଆୟୋଜିତ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ତାଙ୍କ ଛାତ୍ର ଠାରୁ ଜାଣିଶୁଣି ହାରି ଯିବାକୁ କୋଚ୍‌ ମୋତେ କହିଥିଲେ।…

ଭୁବନେଶ୍ୱରରେ ଆଇକନିକ୍ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବ

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ଏକ ଆଇକନିକ୍ ଆଦର୍ଶ ବିଦ୍ୟାଳୟ । ଏହି ଆଇକନିକ୍ ଆଦର୍ଶ ବିଦ୍ୟାଳୟରେ ୫୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାର ସୁଯୋଗ ମିଳିବ । ୨୫ ଏକର ଅଞ୍ଚଳରେ ଏହି ସ୍କୁଲଟି ପରିବ୍ୟାପ୍ତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା…

ନିମ୍ନ ଭିତ୍ତି ଉପରେ ଉଚ୍ଚ ଅଭିବୃଦ୍ଧି

ଚଳିତ ୨୦୨୧-୨୨ ଆର୍ଥିକ ବର୍ଷର  ପ୍ରଥମ ତ୍ରୈମାସିକରେ  ଦେଶର ମୋଟର ଆଭ୍ୟନ୍ତରୀଣ ଉତ୍ପାଦନ ଅର୍ଥାତ ଜିଡିପି  ବୃଦ୍ଧି ହାର ୨୦.୧ ପ୍ରତିଶତ ହୋଇଥିବା ସମ୍ପର୍କରେ  ଯେଉଁ ଅଟକଳ ପ୍ରକାଶ ପାଇଛି ସେଥିରେ ବିସ୍ମିତ ହେବାର କିଛିନାହିଁ। କାରଣ ନିମ୍ନ ଭିତ୍ତି ଉପରେ ସେହି ଆକଳନ ହୋଇଛି। ଗତ ୨୦୨୦-୨୧…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଏସଆରଟିସିର ୧୧୦ ନୂଆ ବସ୍ ଲୋକାର୍ପିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଏ.ଜି ଛକରେ ଥିବା ଓ.ଏସ୍.ଆଇ.ଟି.ସି ର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ ର ଯାତ୍ରା ଶୁଭାରମ୍ଭ କରିଛନ୍ତି । ଯାତ୍ରୀ ମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା…

ଭୁବନେଶ୍ୱରରୁ ୨୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଖସୁଛି କରୋନା ଗ୍ରାଫ୍।  ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରୁ ୨୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ଟୁଇଟ କରି ସୂଚନା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୨୪୩ଜଣ କରୋନା ଆକ୍ରାନ୍ତଙ୍କ…

ଇନଷ୍ଟାଗ୍ରାମରେ କୋହଲିଙ୍କ ଫୋଲଅର୍ସ ସଂଖ୍ୟା ୧୫୦ମିଲିୟନ ଛୁଇଁଲା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲୀଙ୍କ ନାମରେ ଆଉ ଏକ ରେକର୍ଡ ହୋଇଛି । ତେବେ ଏହି ରେକର୍ଡ କ୍ରିକେଟ୍ ରେ ନୂହେଁ ବରଂ ଇନଷ୍ଟାଗ୍ର୍ରାମର ଫଲୋୟର୍ସ ସହିତ ଜଡ଼ିତ । କୋହଲୀଙ୍କ ଇନଷ୍ଟାଗ୍ରାମରେ ଫଲୋୟର୍ସ ସଂଖ୍ୟା ୧୫୦ ମିଲିୟନ୍ ରେ ପହଞ୍ଚିଛି । ଆଉ ଏହି ରେକର୍ଡ ସହିତ ସେ…

ପାରା ଅଲିମ୍ପିକ୍ସ: ତୀରନ୍ଦାଜରେ ହରବିନ୍ଦର ସିଂଙ୍କୁ ବ୍ରୋଞ୍ଜ ପଦକ

ଟୋକିଓ: ଚଳିତ ପାରା ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ତୀରନ୍ଦାଜ ହରବିନ୍ଦର ସିଂ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଦକ୍ଷିଣ କୋରିଆର କିମ ମିନ ସୁଙ୍କ ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ରୋମାଂଚକର ହୋଇଥିଲା । ରିକର୍ଭ ବ୍ୟକ୍ତିଗତ ଇଭେଂଟ ଶୁଟ ଅଫରେ ହରବିନ୍ଦର ୧୦ ପଂଏଟ ହାସଲ କରିଥିବା ବେଳେ…

କଟକରୁ ୮ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ , ୨ ଗିରଫ

କଟକ: କଟକ ଜଗତପୁର ଥାନା ପୋଲିସ ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଏଥି ସହିତ ବ୍ରାଉନସୁଗାର ବିକିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜପୁ ଓରଫ ମନରୋଞନ ବେହେରା ଓ ବସୁ ଓରଫ ବସନ୍ତ ଦଳାଇ । ଦୁଇ ଅଭିଯୁକ୍ତ ଜଗତପୁର ଖଇରା ପୋଲ ନିକଟରେ…

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବ୍ଲାଙ୍କ୍ ଫାୟାରିଂ

ଭୁବନେଶ୍ୱର : ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଉପକଣ୍ଠରେ ଫୁଟିଛି ଗୁଳି । ଜାଗମରାରେ ଗାଡ଼ି ପାର୍କିଂକୁ ନେଇ ପଡୋଶୀଙ୍କ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା । ସାମାନ୍ୟ ବଚସାକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା । ପଡ଼ୋଶୀଙ୍କ ମାଡ଼ରେ ଆହତ ଯୁବକ ଜଣକ…
ବ୍ରେକିଂ