Daily Archives

September 4, 2021

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ: ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୧୭୧ ରନରେ ଆଗୁଆ

ଲଣ୍ଡନ : ରୋହିତ ଶର୍ମାଙ୍କ ଲଢୁଆ ଶତକ ଫଳରେ ଓଭାଲ ଟେଷ୍ଟରେ ପୁଣି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଛି ଭାରତ । ଫଳରେ ଭାରତ ୩  ଓ୍ବିକେଟ ହରାଇ ୨୭୦ ରନ କରିଛି । ଆଜି ଭାରତ  ୪୩ ରନରୁ  ଖେଳିବା ଆରମ୍ଭ କରିଥିଲା । ଭାରତର ଦୁଇ ଓପନର ରୋହିତ ଓ କେଏଲ ରାହୁଲ ସତର୍କତାର ସହ ଖେଳିବା ଆରମ୍ଭ…

ବିଦ୍ୟୁତ ସଟ ସର୍କିଟ ଯୋଗୁ ପାଟଣାଗଡ ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ବିଦ୍ୟୁତ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।  ଅଗ୍ନିକାଣ୍ଟ ଘଟି ଗୋଟେ କମ୍ପୁଟର ଓ କିଛି କାଗଜ ପତ୍ର ପୋଡି ଯାଇଥିବା ସୂଚନାମିଳିଛି । ସୂଚନାଯୋଗ୍ୟ ସନ୍ଧ୍ୟା ସାତଟା ସମୟରେ ପାଟଣାଗଡ ବ୍ଲକ…

ଗୁଗଲ ଆଫଗାନ ସରକାରଙ୍କ E-Mail ଆକାଉଣ୍ଟ ବନ୍ଦ କଲା

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ କେବଳ ସେଠାର ସ୍ଥିତି ବଦଳିଛି । ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ତାଲିବାନ । ଏହାକୁ ଦୃଷ୍ଟିରେ ରଖି ଗୁଗଲ ଆଫଗାନିସ୍ତାର ପୂର୍ବ ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଇ-ମେଲ ଆକାଉଣ୍ଟ ଯେପରି…

ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ୩ଟି ବିଲ୍ ପାରିତ

 ଭୁବନେଶ୍ୱର: ହଟ୍ଟଗୋଳ ଭିତରେ ବିଧାନସଭାରେ ଆଜି ତିନୋଟି ବିଲ୍ ପାରିତ ହୋଇଛି। ଏଗୁଡ଼ିକ ହେଲା ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍‌, ଓଡିଶା ବିନିୟୋଗ ଅଧି ନିୟମ ବଲ୍‌ ଏବଂ ଓଡ଼ିଶା ସହର ଯୋଜନା ଏବଂ ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ୍‌। ଗୃହରେ ୩ଟି ବିଲ୍ ପାରିତ ସମୟରେ କଂଗ୍ରେସ…

ସ୍ୱତନ୍ତ୍ର ପରୀକ୍ଷାର୍ଥୀଙ୍କୁ ଯୁକ୍ତ ୩ ନାମଲେଖା ସୁଯୋଗ ମିଳିବ: ଅରୁଣ ସାହୁ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୩ ନାମଲେଖା ନିମନ୍ତେ ଆଉ ଏକ ସୁଯୋଗ ମିଳିବ। ଏ ନେଇ ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ଯୁକ୍ତ ୩ ନାମଲେଖା ପାଇଁ…

ଆଜି କଟକ ମହାନଗରରୁ ୫୫ କରୋନା ଆକ୍ରାନ୍ତ ଚିହ୍ନଟ, ୪୪ ସୁସ୍ଥ

କଟକ: କଟକରେ ତଳ ଉପର ହେଉଛି ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା ।  ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗର ନିଗମରୁ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୬ ଜଣ କ୍ୱେରାଣ୍ଟିନରୁ ଓ ୧୯ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ…

ପର୍ଯ୍ୟଟକ ପାଇଁ ରାଜ୍ୟ ଜନଜାତି ସଂଗ୍ରହାଳୟରେ ଭର୍ଚୁଆଲ ଟୁର୍‌ରେ ପ୍ରଦର୍ଶିତ ହେବ କନ୍ଧ ଜନଜାତିଙ୍କ ଘର

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ରବିବାର ଅର୍ଥାତ୍‌ ସେପେଫମ୍ବର ୫ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର…

ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଜେଲ୍

ଭୁବନେଶ୍ୱର: ଶେଷରେ ଜାମିନ ଖାରଜ ହେବାରୁ ଜେଲ ଗଲେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ । ଆଜି ଶୁଣାଣି ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟ ସୁଧାଂଶୁଙ୍କ ଜାମିନ ଖାରଜ କରିଛନ୍ତି । ସୁଧାଂଶୁଙ୍କ ସହ ତାଙ୍କ ସହଯୋଗୀ ସ୍ମୃତି ରଞ୍ଜନ ବେହେରାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ…

୧୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ କାନପୁରା ପଞ୍ଚାୟତରାଜ ହାଇସ୍କୁଲ ୭ ଦିନ ପାଇଁ ବନ୍ଦ

ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କାନପୁରା ପଞ୍ଚାୟତରାଜ ହାଇସ୍କୁଲ ୭ଦିନ ପାଇଁ ବନ୍ଦ ନିର୍ଦ୍ଦେଶ । ସ୍କୁଲର ନବମ ଓ ଦଶମ ଶ୍ରେଣୀର ଶନିବାର ୧୧ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ଏହି ବନ୍ଦ ଘୋଷଣା କରିଛି ଶିକ୍ଷା ବିଭାଗ । ସୂଚନାଯୋଗ୍ୟ ଗତ ୧ ତାରିଖ ବୁଧବାର ଦିନ…

ବିଜେପି ବିଧାୟକ ସୁମନ ରୟ ଟିଏମସିରେ ଯୋଗ ଦେଲେ

କୋଲକାତା: ଟିଏମସିରେ ଯୋଗ ଦେଲେ ବିଜେପି ବିଧାୟକ ସୁମନ ରୟ । ପଶ୍ଚିମବଙ୍ଗର କାଳିଆଗଞ୍ଜ ବିଧାନସଭା ଆସନର ବିଜେପି ବିଧାୟକ ସୁମନ ରୟ ଟିଏମସିରେ ଯୋଗ ଦେଇଛନ୍ତି। କୋଲକାତାରେ ମନ୍ତ୍ରୀ ତଥା ଟିଏମସି ନେତା ପାର୍ଥା ଚାଟାର୍ଜୀଙ୍କ ଉପସ୍ଥିତିରେ ସୁମନ ରୟ ଦଳରେ ଯୋଗ ଦେଇଥିଲେ। ଟିଏମସିରେ…
ବ୍ରେକିଂ