Daily Archives

September 5, 2021

ପଶ୍ଚିମବଙ୍ଗ ଉପ ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ଘୋଷଣା, ଭବାନୀପୁରରୁ ମମତା

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ରବିବାର ଟିଏମସି ୩ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଭବାନୀପୁରରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଲଢ଼ିବେ । ୩୦ ସେପ୍ଟେମ୍ବରରେ ନିର୍ବାଚନ ହେବ ଏବଂ ୩ ଅକ୍ଟୋବରରେ ଫଳାଫଳ ବାହାରିବ । ମମତାଙ୍କ ପାଇଁ ଭବାନୀପୁର ବିଧାୟକ…

ହରିୟାଣାରେ ଆଉ ୧୪ ଦିନ ଲକଡାଉନ ବଢ଼ିଲା

ଚଣ୍ଡିଗଡ : ହରିୟାଣାରେ ବଢ଼ିଲା ଲକଡାଉନ । ଆଉ ଦୁଇ ସପ୍ତାହ ବା ୧୪ ଦିନ ପାଇଁ ଲକଡାଉନ ଅବଧି ବଢାଇଛନ୍ତି ହରିୟାଣା ସରକାର । ଆଜି ଜାରି ହୋଇଥିବା ନୂଆ ଗାଇଡଲାଇନ ଅନୁଯାୟୀ ହରିୟାଣାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣା ବୃଦ୍ଧି କରିଛନ୍ତି ସରକାର । ହେଲେ କଟକଣାରେ ସମାନ୍ୟ କୋହଳ…

ଆଜି ଭୁବନେଶ୍ୱରରୁ ୧୪୩ କରୋନା ଆକ୍ରାତ ଚିହ୍ନଟ, ୧୫୯ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ ଧିରେ ଧିରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରୁ ୧୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି  ଟୁଇଟ କରି ସୂଚନା ଦେଇଛି।…

ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପାକାରୀ ସୋରିଷ ତେଲ

ସ୍ୱାସ୍ଥ୍ୟଟିପ୍ସ : ସୋରିଷ ତେଲକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଏହା ଖାଦ୍ୟର ସ୍ବାଦ ବଢାଇବା ସହିତ, ଏହା ସ୍ୱାସ୍ଥ୍ୟ  ପାଇଁ ମଧ୍ୟ ବହୁତ୍ ଲାଭଦାୟକ ଅଟେ । ସ୍ୱାସ୍ଥ୍ୟ  ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ସୋରିଷ ତେଲ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।…

ପ୍ରିୟଜନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କଦଳୀ ମାଲପୁଆ

 ଆବଶ୍ୟକ ସାମଗ୍ରୀ ପାଚିଲା କଦଳୀ, ମଇଦା, ସୁଜି, କ୍ଷୀର, ଫ୍ରେଶ କ୍ରୀମ, ଚିନି, ଗୋଲମରିଚ ଗୁଣ୍ଡ, ପାନମଧୁରୀ ପାଉଡର, ଗୁଜୁରାତି ଗୁଣ୍ଡ, କେଶର, ବେକିଂ ପାଉଡର, ଲେମ୍ବୁ ରସ, କାଜୁ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ  ପାଚିଲା କଦଳୀର ଚୋପା ଛଡେଇ ଏକ ପାତ୍ରରେ ନେଇ ତାକୁ ଭଲଭାବେ ଚକଟି…

ଆଜି ଓଡିଶାରୁ ୭୬୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର:  ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ।  ଆଜି ଓଡିଶାରୁ ୭୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଏହାକୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୭ ହଜାର ୬୩ରେ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ  ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା…

ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେଉ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନର କନ୍ଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ୪୪୩ ଶିକ୍ଷକ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଗୋହିରା ଡ୍ୟାମ ପରିଦର୍ଶନ

ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ଉଜୁଡିବା ସହ ଜମି ଫାଟି ଆଁ କଲାଣି। ଚାଷୀ ଆସନ୍ନ ମରୁଡି ପରିସ୍ଥିତି ଯୋଗୁଁ ହତାଶ ହୋଇ ରହିଛନ୍ତି। ଜିଲ୍ଲାର ମରୁଡ଼ି ପରିସ୍ଥିତି ଅନୁଧ୍ୟାନ ପାଇଁ ଆଜି ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ…

ଆଇକନିକ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ

ଭୁବନେଶ୍ୱର: ଓଡ଼ିଶା ଆଇକନିକ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏହି ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ ୨୫ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି । ଯେଉଁଥିରେ ୧୩ ଏକର ବିଦ୍ୟାଳୟ କ୍ୟାମ୍ପସ ହେଉଥିବା ବେଳେ ୧୦୦୦ ଶିକ୍ଷାର୍ଥୀଙ୍କ…

ଲଘୁଚାପ ପାଇଁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ

ଭୁବନେଶ୍ୱର: କାଲି ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୬ଟି ଜିଲ୍ଲାକୁ…
ବ୍ରେକିଂ