Daily Archives

September 6, 2021

ଭୁବନେଶ୍ୱରର ଏକ ଭଡ଼ା ଘରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର:  ଭୁବନେଶ୍ୱରର ମଞ୍ଚେଶ୍ବର ଥାନା ରଙ୍ଗମାଟିଆ କ୍ଲବ ଘର ପାଖରେ ଥିବା ଏକ ଭଡ଼ା ଘରୁ ସୋମବାର ସନ୍ଧ୍ୟାରେ ଜଣେ ନାବାଳିକାଙ୍କ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ନାବାଳିକା ଜଣଙ୍କ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ନାବାଳିକାଙ୍କ ବୟସ ୧୬ ବର୍ଷ…

ପିପିଲି ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ

ଭୁବନେଶ୍ୱର : ମହାମାରୀ କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ଥିବା ପିପିଲି ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ଭାରତ ନିର୍ବାଚନ ଆୟୋଗ ଗତ ୪ ତାରିଖର ପୁନଃବିଜ୍ଞପ୍ତି ପ୍ରକାଶ କରିଛନ୍ତି ।  ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ…

କଟକ ମହାନଗରରୁ ୪୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ଦିନେ ହ୍ରାସ ପାଉଛି ତ ପୁଣି ଦିନେ ବୃଦ୍ଧି ହେଉଛି ମହାମାରୀ କରୋନା । ଗତକାଲି କରୋନା ଆକ୍ରାନ୍ତ ବୃଦ୍ଧି ହୋଇଥିବା ବେଳେ ଆଜି ହ୍ରାସ ପାଇଛି । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗର ନିଗମରୁ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୫ ଜଣ କ୍ୱେରାଣ୍ଟିନରୁ ଓ ୨୧ ଜଣ…

ଓଭାଲ ଟେଷ୍ଟରେ ଭାରତ ୧୫୭ ରନରେ ବିଜୟୀ , ସିରିଜରେ ଭାରତ ୨-୧ରେ ଆଗୁଆ

ଦି ଓଭାଲ : ଓଭାଲରେ ଭାରତର ଦମଦାର ବିଜୟ ।  ଏହି ମ୍ୟାଚକୁ ଭାରତ ୧୫୭ ରନରେ ଇଂଲଣ୍ଡକୁ ହରାଇବାରେ ସକ୍ଷମ ହୋଇଛି । ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ୩୬୮ ରନ ପିଛା କରୁଥିବା ଇଂଲଣ୍ଡ  ଦ୍ୱିତୀୟ ଇନିଂସରେ ୨୧୦ ରନରେ ଅଲଆଉଟ ହୋଇଛି । ଯାହାଫଳରେ ଏହି ମ୍ୟାଚକୁ ଜିତି ନେଇଛି ବିରାଟ…

କ୍ରିମି ପନିର୍

ଆବଶ୍ୟକ ସାମଗ୍ରୀ  ପନିର, ତେଲ, ଲୁଣ, ଗୋଲମରିଚ, ଲବଙ୍ଗ, ଡାଲଚିନି, ଜିରା, ପିଆଜ, ରସୁଣ, ଅଦା, ଦହି, ଫ୍ରେଶ କ୍ରୀମ, ଧନିଆ ପତ୍ର, କସ୍ତୁରୀ ମେଥି, କାଜୁ, ଲଙ୍କା ପାଉଡର । ପ୍ରସ୍ତୁତି ପ୍ରଣାଳୀ  ପ୍ରଥମେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ…

ଓଡିଶାର ମଣ୍ଡା ମଇଁଷିଙ୍କୁ ଜାତୀୟ ମାନ୍ୟତା ପ୍ରାପ୍ତି

ଭୁବନେଶ୍ୱର: ପ୍ରାଣୀ ପ୍ରଜନନ ପଞ୍ଜୀକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ। ଓଡିଶାର ମଣ୍ଡା ମଇଁଷି ଜାତୀୟ ମାନ୍ୟତା ପ୍ରାପ୍ତି ହୋଇଛି। ଓଡିଶାର ପୂର୍ବଘାଟ ପର୍ବତମାଳାର ଭୌଗୋଳିକ ବିଭାଜନ ସ୍ଥିତି  ତଥା କୋରାପୁଟ  ଅଞ୍ଚଳ ମାଳଭୂମି  ସ୍ଥିତି ଯୋଗୁଁ ମଣ୍ଡା ମଇଁଷି ଯାହାର ଏକ ସ୍ୱତନ୍ତ୍ର ବା ଅନନ୍ୟ…

ରାଜ୍ୟରେ ଯୌତୁକ ଜନିତ ହତ୍ୟା ମାମଲା ବଢିଛି

ଭୁବନେଶ୍ୱର: ରାଜ୍ୟରେ ହତ୍ୟା ଓ ଯୌତୁକଜନିତ ହତ୍ୟା ମାମଲା ବଢୁଛି। ୨୦୧୯ ମସିହାରେ ୨୭୮ଟି ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଛି। ୨୦୨୦ରେ ୩୧୧ଟି ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଛି। ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ହତ୍ୟା ନେଇ…

ଫ୍ରାନ୍ସର ପୂର୍ବତନ ଡିଫେଣ୍ଡର ଜିନ୍-ପିଏର ଆଡାମ୍ସଙ୍କ ପରଲୋକ

ନୂଆଦିଲ୍ଲୀ: ଫ୍ରାନ୍ସର ପୂର୍ବତନ ଡିଫେଣ୍ଡର ଜିନ୍-ପିଏର ଆଡାମ୍ସଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଆଡାମ୍ସ ଗତ ୩୯ ବର୍ଷ ଧରି କୋମାରେ ଥିଲେ। ୧୯୮୨ରେ ଆଣ୍ଠୁରେ ଅପରେସନ୍ କରିବା ପୂର୍ବରୁ ତାଙ୍କୁ ଆନାସ୍ତାସିଆ ଦିଆଯାଇଥିଲା। କିନ୍ତୁ ଏହି ମେଡିସିନ୍ ତାଙ୍କ…

ଦୋକାନ ଭିତରେ ପଶିଲା କୋଇଲା ବୋଝେଇ ଟ୍ରକ୍, ୩ ଗୁରୁତର ଆହତ

ବୌଦ୍ଧ: ଦୋକାନ ଭିତରେ ପଶିଲା କୋଇଲା ବୋଝେଇ ଟ୍ରକ୍‌ । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଲୁଣିବାହାଲଠାରେ ଏହି ଦୁର୍ଘଟଣା ଘଟିଛି । ତେବେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନାଅନୁଯାୟୀ…

ପିମ୍ପୁଡି ପାଇଁ ବିମାନ ଉଡାଣ ବାତିଲ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପିମ୍ପୁଡ଼ି ଆତଙ୍କ। ଭୂଟାନ ରାଜକୁମାରଙ୍କୁ ଲଣ୍ଡନ ନେଇ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନର ବିଜନେସ କ୍ଲାସରେ ପିମ୍ପୁଡ଼ି ଥିବା ଜଣାପଡିବା ପରେ ଉଡ଼ାଣ ବାତିଲ କରିଦିଆଯାଇଛି। ରାଜକୁମାରଙ୍କୁ ଅନ୍ୟ ଏବେ ବିମାନରେ ଲଣ୍ଡନ ପଠାଯାଇଥିବା ନେଇ ସୂଚନା ମିଳିଛି।…
ବ୍ରେକିଂ