Daily Archives

September 7, 2021

ଭାରତ ବିପକ୍ଷ ୫ ଟେଷ୍ଟ ପାଇଁ ଇଂଲଣ୍ଡର ୧୬ ଜଣିଆ ଦଳ ଘୋଷଣା

ନୂଆଦିଲ୍ଳୀ: ଭାରତ ବିପକ୍ଷ ଅନ୍ତିମ ଟେଷ୍ଟ ପାଇଁ ଇଂଲଣ୍ଡ ୧୬ ଜଣିଆ ଦଳ  ଘୋଷଣା କରିଛି ।  ଇସିବି ପକ୍ଷରୁ ୧୬ ଜଣିଆ ଦଳ ଘୋଷଣା କରାଯାଇଥିବା ବେଳେ ଦଳକୁ ଫେରିଛନ୍ତି ଜୋସ ବଟଲର ଓ ଜ୍ୟାକ ଲିଚ୍ । ଚତୁର୍ଥ ମ୍ୟାଚରେ ଭାରତଠୁ ୧୫୭ ରନରେ ହାରିଥିବା ଇଂଲଣ୍ଡ ବର୍ତ୍ତମାନ ସିରିଜରେ ୨-୧ରେ ପଛୁଆ…

ଦେଶରେ ପରିବର୍ତ୍ତନ ପାଇଁ ଏକ ସମଷ୍ଟିଗତ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶରେ ପରିବର୍ତ୍ତନ ପାଇଁ ଏକ ସମଷ୍ଟିଗତ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି  ।  ଶିକ୍ଷକ ପର୍ବ'ର ଉଦଘାଟନୀ ଉତ୍ସବରେ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କନକ୍ଲେଭକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏହି ପଦକ୍ଷେପ କେବଳ ଆମର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ…

ଆଫଗାନିସ୍ତାନରେ ତାଲିବାନ ଯୁଗ ଆରମ୍ଭ, ମୁଲ୍ଲା ମହମ୍ମଦ ହସନ ପ୍ରଧାନମନ୍ତ୍ରୀ ହେବେ

କାବୁଲ: ଦୀର୍ଘ ଦିନର ଆଲୋଚନା ଓ ପଞ୍ଜଶିର ଲଢ଼େଇ ମଧ୍ୟରେ ଆଫଗାନିସ୍ତାନରେ ସରକାର ଗଠନ କରିଛି ତାଲିବାନ । କାବୁଲ ଦଖଲର ୩ ସପ୍ତାହ ପରେ ଆଜି ବିଧିବଦ୍ଧ ଭାବେ ସଂଗଠନ ପକ୍ଷରୁ ସରକାର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ଆଫଗାନିସ୍ତାରେ ତାଲିବାନୀ ସରକାରର…

ସ୍ୱିଗି ବୟଙ୍କ ଗଞ୍ଜେଇ ଡେଲିଭରି

ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ ବ୍ୟବସାୟୀମାନେ ନୂଆ ନୂଆ ତରିକା ଆପଣାଇଛନ୍ତି । ବିଭିନ୍ନ ସମୟରେ ଗଞ୍ଜେଇ ଚାଲାଣ ସମୟରେ ପୋଲିସ ହାତରେ ଧରାପଡ଼ିବା ପରେ ଗଞ୍ଜେଇ ବ୍ୟବସାୟୀମାନେ ସ୍ୱିଗି ବୟ ଡେଲିଭରି ପିଲାମାନଙ୍କୁ ଏହି କାରବାରରେ ନିୟୋଜିତ କରୁଛନ୍ତି । ସ୍ୱିଗି ବୟଙ୍କୁ ଗିରଫ କରିବା ସହ…

କଟକରୁ ୩୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ଧିରେ ଧିରେ ହ୍ରାସ ପାଉଛି ମହାମାରୀ କରୋନା । ଗତକାଲି କରୋନା ଆକ୍ରାନ୍ତ ବୃଦ୍ଧି ହୋଇଥିବା ବେଳେ ଆଜି ହ୍ରାସ ପାଇଛି । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗର ନିଗମରୁ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୭ ଜଣ କ୍ୱେରାଣ୍ଟିନରୁ ଓ ୧୬ ଜଣ ସ୍ଥାନୀୟ ସଂକ୍ରମଣ…

ମାଲକନାଗିରିରେ ଜୁଆ ଆଡ୍ଡା ଠାବ, ୫ ଗିରଫ

ମାଲକାନଗିରି: ମାଲକନାଗିରିର ପଦ୍ମଗିରି ଅଂଚଳରେ ଜୁଆ ଖେଳ ଚାଲୁଥିବା ବେଳେ ମାଡିବସିଲା ପୋଲିସ । ଘଟଣାରେ ୫ ଜଣକୁ ଗିରଫ କରିବା ସହ ନଗଦ ୧୪,୯୮୦ ଟଙ୍କା ଜବତ କରିଛି ପୋଲିସ । ଏଥିସହ ସେମାନଙ୍କଠାରୁ ୫ଟି ମଟର ସାଇକେଲ,ତାସ ବ୍ୟାଣ୍ଡଲ ଇତ୍ୟାଦି ଜବତ ମଧ୍ୟ କରାଯାଇଛି । ତେବେ ପୁଲିସ କେସ ରୁଜୁ…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ଉପରେ କାଲି ବୈଠକ

ଭୁବନେଶ୍ୱର:  ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ବୈଠକ ଡାକିଛନ୍ତି ରାଜ୍ୟ ସରକାର । କଟକ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ବୈଠକକୁ ଆମନ୍ତ୍ରଣ କରାଯାଇଛି  । ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ବୈଠକ ପାଇଁ ଡାକରା । ବିଧାନସଭାରେ ଆଜି ମୂର୍ତ୍ତି ପ୍ରସଙ୍ଗ ଉଠିବା ପରେ ଏନେଇ ତତ୍ପର…

ଆଇସିଏମଆରକୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ:  ଆଇସିଏମଆରକୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ । ଆଜି ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମଆର ନୀରବ ରହିଲେ ଚଳିବନି। ଘରୋଇ ପରୀକ୍ଷାଗାର ସମ୍ବନ୍ଧରେ ଆସୁଥିବା ଅଭିଯୋଗଗୁଡିକ ଉପରେ ଆଇସିଏମଆର ଦୃଷ୍ଟି ଦେବା ସହ ତୁରନ୍ତ ପଦକ୍ଷେପ…

ବିଧାନସଭାରେ ମୋ ସାଇକେଲ ଝଡ

 ଭୁବନେଶ୍ୱର: ବିଧାନସଭାରେ ଉଠିଲା ମୋ ସାଇକେଲ ପ୍ରସଙ୍ଗ।  ଗୃହରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ସୁରେଶ ରାଉତରାୟ । ଭୁବନେଶ୍ୱର ସ୍ମାର୍ଟସିଟି ମାଧ୍ୟମରେ କେଉଁ ସଂସ୍ଥାଠାରୁ, କେତୋଟି ସାଇକେଲ ଓ ଗୋଟାକୁ କେତେ ଟଙ୍କାରେ କିଣାଯାଇଛି? ଏହାବାଦ୍ କିଣାଯାଇଥିବା ସାଇକେଲ ଗୁଡିକରୁ କେତୋଟି…

ଆଜି ଭୁବନେଶ୍ୱରରୁ ୨୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ପୁଣି ଉପର ମୁହାଁ କରୋନା ମହାମାରୀ । ଗତ ତିନି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୨୦୦ ଭିତରେ ରହୁଥିବା ବେଳେ ଆଜି ୨୦୦ ପାର ହୋଇଛି । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ୨୨୬  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ…
ବ୍ରେକିଂ