Daily Archives

September 8, 2021

ଯାଜପୁରରୁ ନକଲି ଡିଜେଲ କାରଖାନା ଠାବ, ଜଣେ ଗିରଫ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ବୁଢାକେନ୍ଦୁଆ ବଜାରରେ ନକଲି ଡିଜେଲ କାରଖାନା ଠାବ । ଘଟଣାସ୍ଥଳରୁ ୧୩ ଗୋଟି ବ୍ୟାରେଲ ଜବତ କରିବା ସହ ମାଷ୍ଟର ମାଇଣ୍ଡକୁ ପୋଲିସ୍ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ଜୁମର ଖଟୁଆ ବୋଲି ଜଣାପଡିଛି । ସୂଚନାମୁତାବକ ବୈରୀ ଥାନା ଅନ୍ତର୍ଗତ…

ଆଜି କଟକରୁ ୭୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ପୁଣି ଉପରମୁହାଁ କରୋନା ମହାମାରୀ । ଗତକାଲି କରୋନା ଆକ୍ରାନ୍ତ କମିଥିଲା ବେଳେ ଆଜି ପୁଣି ବୃଦ୍ଧି ଘଟିଛି । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗର ନିଗମରୁ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୪୫ ଜଣ କ୍ୱେରାଣ୍ଟିନରୁ ଓ ୩୦ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ…

ଟ୍ୱି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଅକ୍ଟୋବରରେ ହେବ ଟି-୨୦ ବିଶ୍ୱକପ୍  । ଏଥିପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ଚେତନ ଶର୍ମାଙ୍କ ଅଧ୍ୟକ୍ଷତା ବିସିସିଆଇର ଚୟନ କମିଟି ଏକାଧିକ ବୈଠକ କରିବା ପରେ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି । ତେବେ ଦଳରେ ଅଶ୍ୱିନ୍‌ଙ୍କୁ ସାମିଲ କରାଯାଇଛି । କିନ୍ତୁ ଟି-୨୦…

ଭୁବନେଶ୍ୱରରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର କୁଞ୍ଜପାଟଣା ସାହିରୁ ଶିଶୁ ଶ୍ରମିକ ଉଦ୍ଧାର । ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ଓ ଲିଙ୍ଗରାଜ ପୋଲିସ ଦେବେନ୍ଦ୍ର ବେହେରା ନାମକ ମାଛ ବ୍ୟବସାୟୀଙ୍କ ଘରୁ ୧୩ ବର୍ଷର ନାବାଳକ ଶ୍ରମିକକୁ ଉଦ୍ଧାର କରିଛି । ନାବାଳକ ଜଣଙ୍କ ଯାଜପୁର କଳିଙ୍ଗ ନଗର ଥାନା ଅଞ୍ଚଳରୁ ବୋଲି…

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । କଟକ ଏସସିବରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ହୋଇଥିବା ସୂଚନା ମିଳିଛି । ଆଜି ବିଧାନସଭା ଆଗରେ ଜଗତସିଂହପୁରର କୁଜଙ୍ଗ ଅଞ୍ଚଳ ଦୁଷ୍ମନ୍ତ ଦାସ ନାମକ ଯୁବକ ହାତ କାଟି ବିଷ ପିଇ ପିଇଥିଲେ । ଆହତ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଦୁଇ ଗୁରୁତର ଆହତ

ପାଟଣା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଆହତଙ୍କୁ ଉଦ୍ଧାର କରାଯଆଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ…

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର:  ବିଜେଡି ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।ବାଲୁଗାଁ ଏନଏସି ଅଫିସ ସମ୍ମୁଖରେ ଗଣ୍ଡଗୋଳ କରିଥିଲେ ବିଧାୟକ । ଜଣେ ବିଜେପି ନେତାଙ୍କୁ ମାଡ଼ ମାରିଥିବାର ଖବର ପ୍ରକାଶ ପାଇଥିଲା ।…

ମାଲକାନଗିରିରୁ ୨୭୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗକୁ ମିଳିଛ ବଡ ସଫଳତା । ୨୭୦ କିଲୋ ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହରି ହନ୍ତାଳ ବୋଲି ଜଣାପଡିଛି । ସୂଚନାମୁତାବକ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରଜାବନ୍ଧ ଗ୍ରାମର ହରି ହନ୍ତାଳ ଗଞ୍ଜେଇ ରଖି ଚୋରା ଚାଲାଣ…

ଭୁବନେଶ୍ୱରରେ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୭ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ ସ୍ଥିର ରହିଛି ମହାମାରୀ କରୋନା । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ୨୨୧  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । Update on…

ଆସନ୍ତା ଜୁଲାଇରେ ଇଂଲଣ୍ଡ ସହ ଭାରତ ଦିନିକିଆ ଓ ଟି-୨୦ ସିରିଜ ଖେଳିବ, ମ୍ୟାଚସୂଚୀ ଘୋଷଣା

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ଓ ଟି-୨୦ ସିରିଜ୍‌ । ତେଣୁ ଆଜି ଇସିବି ପକ୍ଷରୁ ଆସନ୍ତାବର୍ଷ ହେବାକୁ ଥିବା ଭାରତ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ମ୍ୟାଚସୂଚୀ ଜାରି କରାଯାଇଛି । ଆସନ୍ତାବର୍ଷ ଭାରତ ବିପକ୍ଷରେ ଘରୋଇ ଦଳ ୩ଟି ଦିନିକିଆ ଓ ସମାନ ସଂଖ୍ୟା ଟି-୨୦ ମ୍ୟାଚ୍…
ବ୍ରେକିଂ