Daily Archives

September 9, 2021

ଡିସେମ୍ବରରେ ଆରମ୍ଭ ହେବ ଦକ୍ଷିଣ ଆଫ୍ରିକା-ଭାରତ ସିରିଜ, ମ୍ୟାଚସୂଚୀ ଜାରି

ଜୋହାନ୍ସବର୍ଗ: ଟି-୨୦ ବିଶ୍ୱକପ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଭାରତ । ସେଠାରେ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ, ଟି-୨୦ ଓ ଦିନିକିଆ ସିରିଜ୍‌ ଆରମ୍ଭ ହେବ ।  ଏନେଇ ଆଜି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ମ୍ୟାଚସୂଚୀ ଜାରି କରାଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି…

ଗତ ୨୪ ଘଣ୍ଟାରେ କଟକରୁ ୫୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ତଳକୁ ଖସିଛି କରୋନା ମହାମାରୀ । ଗତକାଲି କରୋନା ଆକ୍ରାନ୍ତ ବୃଦ୍ଧି ପାଇଥିଲା ବେଳେ ଆଜି ପୁଣି ହ୍ରାସ ଘଟିଛି । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ କଟକର ବିଭିନ୍ନ ଅଞ୍ଚଳରୁ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୧ ଜଣ କ୍ୱେରାଣ୍ଟିନରୁ ଓ ୨୪ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ…

ଗଣେଶ ପୂଜା ପାଇଁ ମୁମ୍ବାଇରେ ସେପ୍ଟେମ୍ବର ୧୦ରୁ ୧୯ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ

ମୁମ୍ବାଇ: ଆସନ୍ତାକାଲି ସାରା ଦେଶରେ ଗଣେଶ ପୂଜା ପାଳନ ହେବ । ଗତ ବର୍ଷ ଭଳି ଏଥର ମଧ୍ୟ ମହାମାରୀ କରୋନା ଯୋଗୁଁ ଫିକା ପଡିବ । ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ମୁମ୍ବାଇରେ ପୁଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ସେପ୍ଟେମ୍ବର ୧୦ରୁ ୧୯ ତାରିଖ ଯାଏ ଏହି…

ବିନୋଦିନୀ ଦେବୀ ପାଇଲେ ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ

ଭୁବନେଶ୍ୱର: ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ୨୭ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ ଉତ୍ସବ-୨୦୨୧ ଉଦଯାପିତ ହୋଇଯାଇଛି । କରୋନ କଟକଣା ମାନି ଡିଜିଟାଲ ମାଧ୍ୟମରେ ପାଞ୍ଚଦିନ ଧରି ଚାଲିଥିବା ଏହି ଉତ୍ସବ ଆଜି ଉଦଯାପିତ ହୋଇଯାଇଛି ।  ତେବେ ଏହି ଉତ୍ସବ ରାଜ୍ୟପାଳ ପ୍ରଫେସର ଗଣେଶୀ…

ଟି-୨୦ ବିଶ୍ୱକପ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ: ଅକ୍ଟୋବରରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ  । ଏଥିପାଇଁ ଆଜି ଇଂଲଣ୍ତ କ୍ରିକେଟ ବୋର୍ଡ ଖେଳାଳିଙ୍କ ନାଁ ଘୋଷଣା କରିଛି । ବୋର୍ଡ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା କରିଛି । ହେଲେ ଏଥିରୁ ବାଦ ପଡିଛନ୍ତି କିମ୍ବଦନ୍ତୀ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ । ମାନସିକ ସ୍ତରରେ ଫିଟ ନଥିବା ଯୋଗୁଁ ଦଳରେ…

ଯୁକ୍ତ ତିନି ନାମଲେଖା ପାଇଁ ୧ମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ତିନି ନାମଲେଖା ପାଇଁ ୧ମ ପର୍ଯ୍ୟାୟ କଟ ଅଫ ମାର୍କ । ମୋଟ ୨ ଲକ୍ଷ ୪୪ ହଜାର ୨୫୨ ପିଲା ଏଥିପାଇଁ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସିଲେକ୍ସନ ହୋଇଛନ୍ତି ୧୬୮୫୩୭ ଜଣ । ଭୁଗୋଳରେ ବିଜେବି କଲେଜ କଟ ଅଫ ମାର୍କ ୯୫.୨୦ ପ୍ରତିଶତ ରହିଥିବା ବେଳେ ପଦାର୍ଥ…

ରାଜଧାନୀରୁ ୨୫୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:  ରାଜଧାନୀରେ ଆଜି କରୋନା ମିଟର ପୁଣି ବୃଦ୍ଧି ପାଇଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି ।…

ଶୁକ୍ରବାରଠୁ ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରିବ

ଭୁବନେଶ୍ୱର : କାଲିଠୁ ଚଳାଚଳ କରିବ ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ…

୫ ଛାତ୍ରଛାତ୍ରୀଙ୍କ ସମେତ ୬ ପଜିଟିଭ ଚିହ୍ନଟ, ୭ ଦିନ ପାଇଁ ବିଦ୍ୟାଳୟ ବନ୍ଦ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫ ଜଣ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ କରୋନା ପଜିଟିଭ୍ ଚିହ୍ନଟ । କରୋନା ଚିହ୍ନଟ ପରେ ବିଦ୍ୟାଳୟକୁ ୭ ଦିନ ପାଇଁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଏପରିକି ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ଓ…

ହେଲମେଟ୍ ଯାଞ୍ଚବେଳେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡମରା ଘଟଣା, ୬ ପୋଲିସ କର୍ମଚାରୀ ନିଲମ୍ବିତ

କେନ୍ଦ୍ରାପଡା: ହେଲମେଟ୍‌ ଚେକିଂ ବେଳେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡମରା ଘଟଣାରେ ପୋଲିସ ବାବୁଙ୍କୁ ମହଙ୍ଗା ପଡିଛି । ମାଡମରା ଘଟଣାରେ ସଂପୃକ୍ତି ଥିବା ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି କେନ୍ଦ୍ରାପଡା ଏସ୍‌ପି । ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ଏସ୍‌ପି…
ବ୍ରେକିଂ