Daily Archives

September 10, 2021

କଟକରୁ ୫୯ କରୋନା ପଜିଟିଭ ଚିହ୍ନଟ

କଟକ: କଟକରେ ସ୍ଥିର ରହିଛି ମହାମାରୀ କରୋନା । ତେବେ କଟକର ବିଭିନ୍ନ ଅଞ୍ଚଳରୁ ଗତ ୨୪ ଘଣ୍ଟା ମଧ୍ୟରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୪୬ ଜଣ କ୍ୱେରାଣ୍ଟିନରୁ ଓ ୧୩ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ…

ପାକିସ୍ତାନ ଗୁଇନ୍ଦା ଏଜେନ୍ସିକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗରେ ଭାରତୀୟ ଡାକ କର୍ମଚାରୀ ଗିରଫ

ଜୟପୁର: ପାକିସ୍ତାନୀ ମହିଳାଙ୍କ ହନିଟ୍ରାପ୍‌ରେ ଫସିଗଲେ ଡାକସେବା ଅଧିକାରୀ । କିଛି ଚିନ୍ତା ନକରି ଦେଇ ଦେଲେ ଭାରତୀୟ ସେନାର ସିକ୍ରେଟ ଡକ୍ୟୁମେଣ୍ଟ । ଏଭଳି ଏକ ମାମଳା ଏବେ ସାମ୍ନାକୁ ଆସିଛି । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇକୁ ଭାରତୀୟ ସେନାର ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ…

ଗଞ୍ଜାମରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଭଞ୍ଜନଗର:  ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଡାଳଖାଇ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ ଜବତ । ଏଥିସହ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଜଣକ ଆର ଉଦୟଗିରି ଥାନା ଅଞ୍ଚଳର ଥୋମାସ ପୂଜାରୀ । ସୂଚନା…

ଆଧୁନିକ ଏଲଏଚବି କୋଚ୍ ସହିତ ହିରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ

ଭୁବନେଶ୍ୱର : ଆଧୁନିକ ଏଲଏଚବି କୋଚ୍ ସହିତ ହିରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ । ଯାତ୍ରୀଙ୍କ ନିରାପତ୍ତା ଏବଂ ସୁବିଧା ଉପରେ ଦୃଷ୍ଟିରେ ରଖି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ…

ଭୁବନେଶ୍ୱରରୁ ୨୮୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:  ରାଜଧାନୀରେ ପୁଣି ଉପର ମୁହାଁ କରୋନା ମହାମାରୀ ।  ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୨୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୮୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୧୯୮ ଜଣ ରହିଥିବା ବେଳେ କ୍ବାରେଣ୍ଟାଇନରୁ…

ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୧୦ ଲକ୍ଷ ଛୁଇଁଲା

ବନେଶ୍ୱର: ରାଜ୍ୟରେ ଆଜି ୬୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ଖୋର୍ଦ୍ଧାରୁ ସର୍ବାଧିକ ୨୪୬ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦୫୪୮ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା…

ବାପାର ଗୁଳି ମାଡରେ ପୁଅ ମୃତ

କଟକ: ବାପାର ଗୁଳି ମାଡରେ ପୁଅ ମୃତ । କଟକ ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗାଁ'ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତେବେ ପୁଅକୁ ଗୁଳି କରିବା ପରେ ଘଟଣାସ୍ଥଳରୁ ବାପା ଫେରାର୍ ହୋଇଯାଇଛି । ମୃତ ଯୁବକ ଜଣଙ୍କ ଶିବ ମୁଣ୍ଡା ବୋଲି ଜଣାପଡିଛି । ତେବେ ଖବାର ପାଇ ଘଟଣାସ୍ଥଳରେ ପୋଲିସ…

ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରୁ ସୁନା ନେଇ ଫେରିବା ପରେ ସୁନାପୁଅ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏଥିସହ ପ୍ରମୋଦଙ୍କୁ ୬ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ହକି ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା…

ଫେକ୍ ଆରଟିପିସିଆର ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ ମାମଲା, ୧୨ ଗିରଫ

ପୁରୀ: ମହାମାରୀ କରୋନା ବେଳେ ଫେକ୍‌ RT-PCR ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯିବା ପଡିଲା ମହଙ୍ଗା । ତେବେ ଫେକ୍‌ RT-PCR ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମାମଲାରେ ଆଜି ୧୨ ଜଣଙ୍କୁ ଗିରଫ କରିଛି ପୁରୀ ପୁଲିସ୍‌ । ଏନେଇ ପୁରୀ ପୁଲିସ ଟ୍ୱିଟ୍‌ କରି ସୂଚନା…

ପାର୍ବଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି : ମୂର୍ତ୍ତି ଉଚ୍ଚତା ବଢିବନି

ଭୁବନେଶ୍ୱର: ପାର୍ବଣ ଋତୁରେ ସତର୍କ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍‌ଆର୍‌ସି ପ୍ରଦୀପ ଜେନା । ରାଜ୍ୟରେ ସଂପୂର୍ଣ୍ଣ ଭାବେ ଟଳିନ ମହାମାରୀ କରୋନା ।  ତେଣୁ ପାର୍ବଣ ଋତୁରେ ଗାଇଡଲାଇନ ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଏସାରସି ପ୍ରଦୀପ ଜେନା । …
ବ୍ରେକିଂ