Daily Archives

September 11, 2021

ଆଇପିଏଲରୁ ୩ ଇଂଲଣ୍ଡ ଖେଳାଳି ଓହରିଲେ

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଥିବା ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚରୁ ଜଣଙ୍କ ପରେ ଜଣେ ଇଂଲଣ୍ଡ ଖେଳାଳି ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଲୋକପ୍ରିୟ କ୍ରିକେଟ ଲିଗ୍‌ରେ ଖେଳିବାକୁ ମନା କରି ଦେଇଛନ୍ତି ଦାୱିଦ ମଲାନ,…

ଖାଇବା ତେଲ ଉପରୁ ଆମଦାନୀ ଶୁଳ୍କ ହଟିଲା

ନୂଆଦିଲ୍ଲୀ :ବଜାରରେ ଖାଇବା ତେଲ ମୂଲ୍ୟ ହ୍ରାସ ଲାଗି ପାମ, ସୋୟା ଓ ସୂର୍ଯ୍ୟମୁଖୀ ତେଲ ଉପରୁ ସୀମା ଶୁଳ୍କ ହ୍ରାସ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ଅଧିସୂଚନାରେ ଅଶୋଧିତ ପାମ ତେଲର ଆମଦାନୀ ଶୁଳ୍କ ୧୦…

କ୍ରିପ୍ସି ସୋୟା ପନିର

ଆବଶ୍ୟକ ସାମଗ୍ରୀ: ସୋୟା ବଡ଼ି, ମଇଦା, କର୍ଣ୍ଣଫ୍ଲୋର, ଲଙ୍କାଗୁଣ୍ଡ, ଲୁଣ, ଗୋଲମରିଚ ଗୁଣ୍ଡ, କଟା ପନିର, ଗାଜର କୋରା, କଟା କ୍ୟାପସିକମ୍, ସିଝା ଆଳୁ, କଟା ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ର, କଟା ରସୁଣ, ଅଦା ପେଷ୍ଟ, ବେସନ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମ ମସଲା। ପ୍ରସ୍ତୁତି…

ଆଜି ଓଡିଶାରୁ ୭୦୬ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୩, କଟକରୁ ୧୧୧, ବାଲେଶ୍ଵରରୁ ୪୨, ପୁରୀରୁ ୩୨, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୭,…

ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଶୁଭାରମ୍ଭ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ମାଆ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ସମସ୍ତଙ୍କୁ ନୂଆଁଖାଇ ଜୁହାର୍…

ଇଣ୍ଟରନେଟରୁ ମହିଳାଙ୍କ ଆପତ୍ତିଜନକ ଫଟୋ ହଟାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ବିବାହିତ ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ଦିଲ୍ଲୀ ହାଇକୋର୍ଟ ଗୁଗୁଲ, ୟୁଟ୍ୟୁବ, ଦିଲ୍ଲୀ ପୁଲିସର ସାଇବର ସେଲ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କିତ ସାଇଟ୍‌ ଏବଂ ଲିଙ୍କକୁ ଇଣ୍ଟରନେଟରୁ ହଟାଇବା…

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ସମ୍ବଲପୁର: ଗାଁ ଦାଣ୍ଡରେ ବାପାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା ପୁଅ। ସମ୍ବଲପୁର ରେଢ଼ାଖୋଲ ଥାନା ଆମ୍ବଝରି ଗାଁରେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି। ନିଶାଶକ୍ତ ହୋଇ ପୁଅ ବାପାକୁ ହାଣିଥିବା ସୂଚନା ମିଳିଛି।  ମୃତକ ହେଲେ ଶୁକୁରୁ ମିର୍ଦ୍ଧା ନୂଆଁଖାଇ ପାଇଁ ସବୁଠି ଆନନ୍ଦର…

ଟିକା ନେବା ପରେ ବି ୨୦% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେଉନି

ଭୁବନେଶ୍ୱର: ଟିକା ନେବା ପରେ ବି ୨୦% ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି। ଜେନମ ସିକୁଏନସିଂ ବିଶ୍ଳେଷଣ ଆଧାରକୁ ନେଇ ଏହି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା । ଅଗଷ୍ଟରେ ସାମ୍ପଲ ନେଇ ଜେନମ ସିକୁଏନସିଂ କରାଯାଇଥିଲା । ଭାରତର ସବୁ ରାଜ୍ୟରେ ଜିନମ ସିକ୍ୟୁଏନ୍ସି…

ଶାନ୍ତି କମିଟି ବୈଠକରେ ଅଶାନ୍ତି

କଟକ: ଆଗକୁ ଆସୁଛି ପାର୍ବଣ ଋତୁ । ଏନେଇ ଗାଁଠୁ ସହର ଯାଏଁ ସବୁଠି ସବୁଠି ଦେଖିବାକୁ ମିଳୁଛି ଉତ୍ସୁକତା । ତେବେ ମୂର୍ତ୍ତି ଉଚ୍ଚତାକୁ କୋଭିଡ କଟକଣା ଦୃଷ୍ଟିରୁ କେବଳ ପରମ୍ପରା ବଜାୟ ରଖିବାକୁ ପୂର୍ବରୁ ୪ଫୁଟର ମୂର୍ତ୍ତି ପାଇଁ ନିଷ୍ପତ୍ତି ହୋଇଥିଲା । ଏନେଇ ଆଜି ପୂର୍ବାଞ୍ଚଳ ଓ ମହାନଗର…

ଭୁବନେଶ୍ୱରରୁ ୧୬୨ କରୋନା ସଂକ୍ରମିତ ଚିହ୍ନଟ, ୧୫୩ ସୁସ୍ଥ

 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୧୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୭ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୨୪୦ରେ…
ବ୍ରେକିଂ