Daily Archives

September 12, 2021

ବାସ୍ତୁ ଶାସ୍ତ୍ରନୁସାରେ ଘରର ଏହି ଦିଗରେ ରଖନ୍ତୁ ପାଣି ଟାଙ୍କି

ବାସ୍ତୁଟିପ୍ସ: ଘର କରିବା ବେଳେ ପ୍ରାୟତଃ ସମସ୍ତେ ପାଣି ଟାଙ୍କି ଛାତ ଉପରେ ବନାଇଥା’ନ୍ତି। ହେଲେ ଅନେକ ଏହାକୁ ନିର୍ମାଣ କରିବା ବେଳେ  ବାସ୍ତୁକୁ ଧ୍ୟାନ ଦେଇ ନଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ପାଣି ଟାଙ୍କି ରହିବା ଉଚିତ ଓ କେଉଁଠି ରହିବା ଉଚିତ ନୁହେଁ। ୧. ଘରର…

କେବିସି ହଟ୍ ସିଟ୍ ରେ ନୀରଜ ଚୋପ୍ରା ଓ ପି. ଶ୍ରୀଜେସ୍‌

ମୁମ୍ବାଇ : କୌନ ବନେଗା କରୋଡପତି ସିଜିନ୍‌ ୧୩ର ସେଟ୍‌ରେ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ ନୀରଜ ଚୋପ୍ରା  ଓ ହକି ଖେଳାଳି ପି. ଶ୍ରୀଜେସ୍‌  । ବିଗ୍‌ ବି'ଙ୍କ ସାମ୍ନାରେ 'କେବିସି'ର ହଟ୍‌ସିଟ୍‌ରେ ଉଭୟଙ୍କୁ ଦେଖିବାକୁ ମିଳିବ। ସୋନି ଟିଭି ତା' ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ…

୩ ଦିନର ବିରତି ପରେ କାଲିଠୁ ପୁଣି ଜଗା ଦର୍ଶନ ଆରମ୍ଭ

ପୁରୀ : ୩ ଦିନର ବିରତି ପରେ କାଲିଠାରୁ ପୁଣି ଆରମ୍ଭ ହେବ ଜଗା ଦର୍ଶନ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଞ୍ଚଳକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଛି । ଆଜି ସକାଳୁ ପୁରୀରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ସାନିଟାଇଜ କରିବାରେ ବାଧା ସୃଷ୍ଟି ହୋଇଥିଲା । ତେଣୁ ବିଳମ୍ବରେ…

ଚାକିରି ନାମରେ ଲକ୍ଷାଧିକ ଟଙ୍କା ଠକେଇ, ୨ ଗିରଫ

ମାଲକାନଗିରି : ଚାକିରି ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ।  ମାଲକାନଗିରି ଜିଲ୍ଲା ସମେତ ୪ ଜିଲ୍ଲାରେ ସକ୍ରିୟ ଥିବା ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ।  ଜିଲ୍ଲାର ପ୍ରାୟ ୧୦ ରୁ ଅଧିକ ଯୁବକ ଏହି ଠକେଇର ଶିକାର ହୋଇଛନ୍ତି । ସେମାନଙ୍କଠାରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା…

ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ମକା

ସ୍ୱାସ୍ଥ୍ୟ/ଜୀବନଚର୍ଯ୍ୟା : ବର୍ଷା ଦିନେ ମକା ଖାଇବା ମଜା ବେଶ୍‌ ନିଆରା। ଅଧିକାଂଶ ଲୋକଙ୍କୁ ବର୍ଷା ଦିନେ ଗରମ ଗରମ ମକା ଖାଇବା ଭାରି ପସନ୍ଦ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଏହାର ଲାଭ ମଧ୍ୟ ସେତିକି ଅଧିକା। ମାକା ଖାଇବା ଦ୍ୱାରା ଆମ ଶରୀରରକୁ ଅନେକ ଲାଭ ମିଳିଥାଏ। ଏଥିରେ…

କଡ଼ି ପକୋଡ଼ା

 ଆବଶ୍ୟକ ସାମଗ୍ରୀ:  ବେସନ,ଦହି, ଲୁଣ, ଶୁଖିଲା ଲଙ୍କା, ଲଙ୍କା ପାଉଡର, ହଳଦି, ଭୁର୍ସଙ୍ଗ ପତ୍ର, ଅଦାରସୁଣ ପେଷ୍ଟ, ପିଆଜ, ହେଙ୍ଗୁ, ରିଫାଇନ୍‌ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦହିରେ କିଛି ପାଣି ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ସେଥିରେ ଲୁଣ, ହଳଦି ପାଉଡ଼ର, ଅଳ୍ପ ବେସନ,…

ପାରାଲିମ୍ପିକ୍ସ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ଭେଟିଲେ

ନୂଆଦିଲ୍ଲୀ: ପାରାଲିମ୍ପିକ୍ସ ଖେଳାଳିଙ୍କୁ ଆଜି ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ପାରାଲିମ୍ପିକ୍ସରେ ଭାରତ ପାଇଁ ପଦକ ଆଣିଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ଟେଲିଫୋନ ମାଧ୍ୟରେ କଥା ହୋଇଥିବା ବେଳେ ଆଜି ସେମାନଙ୍କୁ ଭେଟି ସିଧାସଳଖ ଆଲୋଚନା କରିଛନ୍ତି…

ଆଜି ଭୁବନେଶ୍ୱରରୁ ୨୧୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୩ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୨୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୪୫୪ରେ ପହଞ୍ଚିଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୨୧୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୫୧ଜଣ ଚିହ୍ନଟ…

ଆଜି ଓଡିଶାରୁ ୮୭୪ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୮୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୩୨ଜଣ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୧୪୫, ବାଲେଶ୍ଵରରୁ ୪୦, କେନ୍ଦ୍ରାପଡାରୁ ୩୩,…

ଜମ୍ମୁ କାଶ୍ମୀରରେ ବାଦଲ ଫଟା ବର୍ଷା: ଗୋଟିଏ ପରିବାରର ୪ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରମୂଳା ଜିଲାରେ ରବିବାର ବାଦଲ ଫଟା ବର୍ଷା ହେବାରୁ ଗୋଟିଏ ପରିବାରର ୪ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ସେମାନେ ଛେଳି ପାଳନକାରୀ ଯାଯାବର ସଂପ୍ରଦାୟର ବୋଲି ଜଣାଯାଇଛି। ଏହି ପରିବାର ବାରମୂଳ ଜିଲାର ପର୍ବତ ପାଦଦେଶରେ ତୃଣଭୂମି ଅଞ୍ଚଳରେ ଥିବା ବେଳେ ବାଦଲ ଫଟା…
ବ୍ରେକିଂ