Daily Archives

September 13, 2021

ଲଗାଣ ବର୍ଷାରେ ନନ୍ଦନକାନନ ଜଳମଗ୍ନ

ବାରଙ୍ଗ: ଲଗାଣ ବର୍ଷାରେ ଉବୁଟୁବ ସ୍ମାର୍ଟ ସିଟି ଭୁବନେଶ୍ୱର । ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରରେ ବନ୍ୟା ସୃଷ୍ଟି ହେବା ସହ ଚାରିଆଡେ ପାଣି ପସିଛି । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କଞ୍ଜିଆ ହ୍ରଦରେ ଜଳସ୍ତର ବୃଦ୍ଧି ହେବାରୁ ବିହଙ୍ଗ ସାରଣୀ, ଏମୁ ପକ୍ଷୀ, ନୀଳ ଗାଈ, ସମ୍ବର, ଚିତ୍ରା…

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ଖଲ୍ଲିକୋଟ: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା । ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଂଚାୟତର ବି .ନୂଆପାଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣକ ଯୁଧିଷ୍ଠିରର ବୋଲି ଜଣାପଡିଛି । ତେବେ ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୋଲିସ ଗ୍ରାମର ତିନି ମହିଳା ଓ…

ଇପିଏଫ୍‌ ସହ ଆଧାର ଲିଙ୍କ ଅବଧି ବଢ଼ିଲା

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ପକ୍ଷରୁ ଇପିଏଫ୍‌ ଆକାଉଣ୍ଟଗୁଡିକୁ ଆଧାର ସହ ଲିଙ୍କ କରାଇବାର ଅବଧିକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି। ଏଥି ଲାଗି ଶେଷ ତାରିଖ ଅଗଷ୍ଟ ମାସ ୩୧ ରହିଥିଲା। ଇପିଏଫ୍‌ଓ ଉପଭୋକ୍ତାମାନେ ଯଦି ସେମାନଙ୍କ ଆକାଉଣ୍ଟର ଆଧାର…

କଟକରୁ ୫୩ କରୋନା ପଜିଟିଭ ଚିହ୍ନଟ

କଟକ: କଟକରେ ଦିନେ ହ୍ରାସ ପାଉଛି ତ ପୁଣି ଦିନେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କଟକର ବିଭିନ୍ନ ଅଞ୍ଚଳରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୧ ଜଣ କ୍ୱେରାଣ୍ଟିନରୁ ଓ ୨୨ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ନୂଆ…

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ମେଥି ଶାଗ

ମେଥି ଶାଗ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳେ ଆସନ୍ତୁ ଜାଣିବ- ମଧୁମେହ ରୋଗୀ ତଥା ଡାଇବେଟିସ ରୋଗୀଙ୍କ ପାଇଁ ମେଥି ଶାଗ ବେଶ ଉପକାରୀ। ଟାଇପ-୧ ଓ ଟାଇପ-୨ ଉଭୟ ଡାଇବେଟିସ ରୋଗୀଙ୍କ ପାଇଁ ଏହା ହିତକର। ମେଥି ଶରୀରରେ ଇନସୁଲିନର ମାତ୍ରା ନିୟନ୍ତ୍ରଣ ରଖିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ…

ଫାଟିଲା ଗ୍ୟାସ ସିଲିଣ୍ଡର ,୨ ଗୁରୁତର ଆହତ

କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ଥାନା ଅନ୍ତର୍ଗତ ଗତାନଈ ଗ୍ରାମରେ ଏକ ଅଘଟଣ ଘଟିଛି । ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟିବାରୁ ୨ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ଜଳୁଥିବା ଗ୍ୟାସ ସିଲିଣ୍ଡରକୁ ଲିଭାଇଛନ୍ତି । ସେହିପରି ଗୁରୁତର ଆହତ…

ଘରେ ପ୍ରସ୍ତୁତ କରନ୍ତୁ ଜଗନ୍ନାଥଙ୍କ ପ୍ରିୟ ମଗଜ ଲଡ଼ୁ

ଆବଶ୍ୟକ ସାମଗ୍ରୀ:  ଅଟା, ଘିଅ, ଚିନି, ଗୁଜରାତି, ଗୋଲମରିଚ । ପ୍ରସ୍ତୁତି ପ୍ରଣାଳୀ: ଗ୍ୟାସ୍‌କୁ ସିମ୍‌ କରି ଏକ  ପ୍ୟାନ୍‌ ବସାନ୍ତୁ। ସେଥିରେ ଅଟା ପକାଇ ହାଲକା ଫ୍ରାଏ କରନ୍ତୁ। ଅଟା କଲର ଚେଞ୍ଜ ହେବା ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ। କଲର ଚେଞ୍ଜ ହେବା ପରେ ସେଥିରେ ଘିଅ ମିଶାନ୍ତୁ। ଏହାକୁ…

ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ମୁହାଁଉଛି ଡିପ୍ ଡିପ୍ରେସନ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ବା ତୀବ୍ର ଅବପାତ ଆଜି ସ୍ଥଳଭାଗ ଅତିକ୍ରମ କରି ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର-ଛତିଶଗଡ଼, ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ ।…

ବସ୍ତ୍ର ପ୍ରଦର୍ଶନୀ ଆୟୋଜନ କରି ରାଜଧାନୀର ତିରୁପତି କଲ୍ୟାଣ ମଣ୍ଡପ ସିଲ୍

ଭୁବନେଶ୍ୱର : ବିନା ଅନୁମତିରେ ସିଲକ ଇଣ୍ଡିଆ ବସ୍ତ୍ର ପ୍ରଦର୍ଶନୀ ଆୟୋଜନ କରୁଥିବାରୁ ବିଏମସି ପକ୍ଷରୁ ଜୟଦେବ ବିହାର ଛକରେ ଥିବା ତିରୁମଲା ତିରୁପତି କଲ୍ୟାଣ ମଣ୍ଡପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରି ଦିଆଯାଇଛି । ଆଜି ବିଏମସିର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ, ବିଏମସି ସହକାରୀ…

ଭୁବନେଶ୍ୱରରୁ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ଦୁଇ ଦିନ ଧରି ବଢିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୬୨୮ ରେ ପହଞ୍ଚିଛି। ଏନେଇ ବିଏମସି ଟୁଇଟ କରି ସୂଚନା…
ବ୍ରେକିଂ