Daily Archives

September 17, 2021

ଆଜି ଭୁବନେଶ୍ୱରରୁ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୫ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୪୫୩ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୫୩ ଜଣ ଚିହ୍ନଟ ହୋଇଥିବା…

ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଓଡିଶାରେ ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିସନର୍ ସୂଚାନା ଆଧାର ବନ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଂଚଳଗୁଡ଼ିକୁ ଟିପିସିଓଡିଏଲ୍ ପକ୍ଷରୁ ଆଗୁଆ ଚିହ୍ନଟ…

ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ ସଦୃଶ୍ୟ କୁନ୍ଦୁରୀ

ସ୍ୱାସ୍ଥ୍ୟ ଟିପ୍ସ: ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ହିତକର । ଆସନ୍ତୁ ଏମିତି ଏକ ପରିବା ବିଷୟରେ ଜାଣିବା, ଯାହା ଖାଇବା ଦ୍ବାରା,ତାହା ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ପ୍ରାୟତଃ ଅନେକଙ୍କ ବାଡି, ବଗିଚାରେ କୁନ୍ଦୁରୀ ଫଳିଥିବା ଦେଖିବାକୁ ମିଳେ । ଏହା ବ୍ୟତୀତ କୁନ୍ଦୁରୀ ବଜାରରେ ମଧ୍ୟ…

ମଲାଇ ଲଡୁ

ଆବଶ୍ୟକ ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କରେଇରେ ୧ ଲିଟର କ୍ଷୀର ଗରମ କରନ୍ତୁ।  ଏହା ଗରମ ହେଲେ ସେଥିରେ କିଛି ଭିନେଗାର ମିଶାନ୍ତୁ। ଏହା ଛେନା ଛିଣ୍ଡି ଯିବା ପରେ ଏହାକୁ କିଛି ସମୟ ଫୁଟାଇ ବନ୍ଦ କରନ୍ତୁ। ଛେନାକୁ ଏକ କପଡ଼ାରେ…

ପୋଖରୀରେ ବୁଡି ବାପା-ପୁଅଙ୍କ ସଲୀଳ ସମାଧି

 ଅନୁଗୁଳ : ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଯିବାରୁ ୪ ବର୍ଷର ଶିଶୁପୁତ୍ର ସମେତ ବାପାର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଳା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ କଇଁଛବାହାଳ ଗ୍ରାମରେ ଆଜି ଅପରାହ୍ନରେ ଘଟିଛି । ମୃତକମାନେ ହେଲେ କ୍ଷୀରୋଦ ଜେନା (୩୬)…

ଗୌଧସ ଜଳପ୍ରପାତରେ ନିଖୋଜ ଥିବା ୩ ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡା: ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅନ୍ତର୍ଗତ ଗୌଧସ ଜଳପ୍ରପାତରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ନିଖୋଜ ଥିବା ୩ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ୩ ଜଣ ହେଲେ ନିଲେଶ ସିଂ( ୩୩ ବର୍ଷ ),ଅମିତ କୁମାର ଗୁପ୍ତା (୨୫ ବର୍ଷ)  ଓ  ରାଜକୁମାର ଗୁପ୍ତା (୨୪ ବର୍ଷ )।  …

ରାଜ୍ୟରେ ପ୍ରଥମ ଡୋଜ୍ କୋଭିଡ୍ ଟିକା ୨ କୋଟିରୁ ଅଧିକ ଲୋକ ନେଲେଣି

ଭୁବନେଶ୍ୱର: କୋଭିଡ୍ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା । ଜାନୁଆରୀ ୧୬ରୁ ଦେଶବ୍ୟାପୀ ଟିକାକରଣ ଜାରି ରହିଛି । ରାଜ୍ୟରେ ଟିକାକରଣ ଜାରି ରହିଛି । ଏବେ ସୁଦ୍ଧା ୨ କୋଟିରୁ ଅଧିକ ପ୍ରଥମ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । କୋଭିଡ୍…

୧୮ରୁ ୨୧ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ

 ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଘୁଣ୍ଣିବଳୟ ରହିଛି। ଏହା ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଅଂଚଳ ର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପୁଣି ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ୟୁଟୁବରୁ ମାସିକ ୪ ଲକ୍ଷ ଟଙ୍କା ପାଆନ୍ତି

ମୁମ୍ବାଇ: କୋଭିଡ୍‌ ମହାମାରୀ ସମୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ନିଜ ସମୟକୁ ଉପଯୋଗ କରିବା ପାଇଁ ଅନଲାଇନ ଲେକଚର ଦେଇଥିଲେ। ଏଥି ଯୋଗୁ ତାଙ୍କୁ ମାସିକ ୪ ଲକ୍ଷ ଟଙ୍କା ଦେଉଥିଲା ୟୁଟ୍ୟୁବ। ଏ ନେଇ ହରିୟାଣାର ଏକ ଇଭେଣ୍ଟରେ ଯୋଗଦେଇ କେନ୍ଦ୍ର ସଡକ ପରିବହନ ଓ ରାଜରାସ୍ତା ମନ୍ତ୍ରୀ ଗଡ଼କରୀ…

ନିୟମ କୋହଳ ହେଲେ ସଂକ୍ରମଣ ବଢିବ

ଭୁବନେଶ୍ୱର : ଭାରତରେ କରୋନା ମହାମାରୀ ଏଣ୍ଡେମିକ୍ ସ୍ଥିତିକୁ ଯାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଥିଲେ ମଧ୍ୟ ରାଜ୍ୟରେ କୋଭିଡ୍ ନିୟମକୁ କୋହଳ କରିବା ସପକ୍ଷରେ ରାଜ୍ୟ ସରକାର ନାହାନ୍ତି। କୋଭିଡ୍ ନିୟମ ପାଳନରେ କୋହଳ ହେଲେ ଓଡ଼ିଶାରେ ବି ସଂକ୍ରମଣ ହାର ବଢ଼ିପାରେ ବୋଲି…
ବ୍ରେକିଂ